ଓଡ଼ିଶାଲାଇଭ୍ ବ୍ୟୁରୋ

ଓଡ଼ିଶାର ବିଶିଷ୍ଟ ସ୍ୱାଧୀନତା ସଂଗ୍ରାମୀ ଗୋପବନ୍ଧୁ ଚୌଧୁରୀ, ଯିଏକି ବ୍ରିଟିଶ ଶାସନ ସମୟରେ ଲୋଭନୀୟ ପ୍ରଶାସନିକ ଅଧିକାରୀ ଚାକିରି ଛାଡ଼ି ସ୍ୱାଧୀନତା ସଂଗ୍ରାମକୁ ଜୀବନର ବ୍ରତ ଭାବେ ବାଛି ନେଇଥିଲେ।

ସ୍ତ୍ରୀ ରମାଦେବୀ, ପୁଅ ଓ ଝିଅ – ମନମୋହନ ଏବଂ ଅନ୍ନପୂର୍ଣ୍ଣା। ପୂରା ପରିବାର ଗୋପବନ୍ଧୁଙ୍କ ସହ ସ୍ୱାଧୀନତା ସଂଗ୍ରାମରେ ବଳିଷ୍ଠ ଭୂମିକା ଗ୍ରହଣ କରିଥିଲେ। ଲବଣ ସତ୍ୟାଗ୍ରହ, ଭାରତଛାଡ଼ ଆନ୍ଦୋଳନ, ଭୂଦାନ ଆନ୍ଦୋଳନ ସବୁଠି ସକ୍ରିୟ ଥିଲେ ଗୋପବନ୍ଧୁ ଚୌଧୁରୀ।

‘ପୋଡକାଷ୍ଟ ଓଡ଼ିଶା’ ଅଧ୍ୟାୟରେ ବିଶିଷ୍ଟ ସ୍ୱାଧୀନତା ସଂଗ୍ରାମୀ ଗୋପବନ୍ଧୁ ଚୌଧୁରୀଙ୍କ ଜୀବନ, ସଂଘର୍ଷ ଓ ଆଦର୍ଶର କାହାଣୀ ସମ୍ପର୍କରେ ଜାଣନ୍ତୁ।

Tags: #GopabandhuChoudhury #FreedomFighter #PodcastOdisha #IndianFreedomStruggle

Comment