ଓଡ଼ିଶାଲାଇଭ୍ ବ୍ୟୁରୋ
“ଛୋଟ ବେଳେ ପିରିୟଡ୍ସ ବିଷୟରେ ମୋ ମା’ ମତେ କହିଥିଲେ। ତେଣୁ ପ୍ରଥମ ପିରିୟଡ୍ସ ବେଳେ ମୁଁ ଡରି ଯାଇନଥିଲି। ଏମିତି ଗୋଟିଏ ସମୟରେ ପରିବାରର ସମସ୍ତେ ମୋତେ ସହଯୋଗ ମଧ୍ୟ କରିଥିଲେ। ତେଣୁ ମୋତେ ବିଶେଷ ଅସୁବିଧା ହୋଇନଥିଲା’’, ନିଜ ପ୍ରଥମ ପିରିୟଡ୍ସର ଅନୁଭୂତିରେ ଏଭଳି କହିଛନ୍ତି ଅଭିନେତ୍ରୀ ଅର୍ଚ୍ଚିତା ସାହୁ।
‘ଚାଲ ପିରିୟଡ୍ସ ବିଷୟରେ କଥା ହେବା’ – ଆଇଏଫଆଇ ଫାଉଣ୍ଡେସନ, ଓଡ଼ିଶାଲାଇଭ୍ ଏବଂ ସ୍ୱାସ୍ଥ୍ୟପ୍ଲସ୍ ପକ୍ଷରୁ ଏକ ମିଳିତ ଡିଜିଟାଲ କ୍ୟାମ୍ପେନ।
Tags: #MHDay2025 #LetsTalkPeriods #ArchitaSahu #PeriodFriendlyWorld


















