ଓଡ଼ିଶାଲାଇଭ୍ ବ୍ୟୁରୋ

ପିରିୟଡସ ହେଉଛି ନାରୀ ଜୀବନର ଏକ ପ୍ରକୃତି ଓ ସ୍ୱାଭାବିକ ପ୍ରକ୍ରିୟା। କିନ୍ତୁ ପିରିୟଡସକୁ ନେଇ ଆଜି ବି ଖୋଲାଖୋଲି ଭାବେ ଆଲୋଚନା କରିବାକୁ ଅନେକ ଲାଜ ଏବଂ ସଙ୍କୋଚ କରନ୍ତି।

ବର୍ତ୍ତମାନ ସମୟରେ ଝିଅମାନେ ପିରିୟଡସ ବିଷୟରେ ଖୋଲା ଖୋଲି କଥା ହେବା ଜାରୁରୀ ବୋଲି କୁହନ୍ତି ଅଭିନେତ୍ରୀ ଅନୁ ଚୌଧୁରୀ।

Tags: #MHDay2025 #LetsTalkPeriods #ActressAnuChoudhury #PeriodFriendlyWorld

Comment