ଓଡ଼ିଶାଲାଇଭ୍ ବ୍ୟୁରୋ

ପିସିଓଏସ୍ ବା ପଲିସିଷ୍ଟିକ୍ ଓଭାରିଆନ୍ ସିଣ୍ଡ୍ରୋମ୍ ହେଉଛି ଏକ ହରମୋନ୍ ଜନିତ ସମସ୍ୟା। ବର୍ତ୍ତମାନ ସମୟରେ କିଶୋରୀଙ୍କଠାରୁ ଆରମ୍ଭ କରି ୪୦ ବର୍ଷର ମହିଳାଙ୍କ ପର୍ଯ୍ୟନ୍ତ ପିସିଓଏସ୍‌ ସମସ୍ୟା ଦେଖାଦେଉଛି।

ଏହି ସମସ୍ୟା ଥିଲେ ମହିଳାଙ୍କର ଋତୁଚକ୍ରରେ ଅନିୟମିତତା ହୁଏ, ବହୁତ ଦିନ ବା ମାସ ମାସ ପର୍ଯ୍ୟନ୍ତ ଋତୁସ୍ରାବ ବନ୍ଦ ହୋଇଯାଏ କିମ୍ବା ବହୁତ ଶୀଘ୍ର ଋତୁଚକ୍ର ହୋଇଥାଏ ବୋଲି କୁହନ୍ତି ବିଶିଷ୍ଟ ଏଣ୍ଡୋକ୍ରାଇନୋଲୋଜିଷ୍ଟ ଡାକ୍ତର ସ୍ୱୀକୃତି ଜେନା

Tags: #IrregularPeriods #MHDay2025 #LetsTalkPeriods #periodfriendlyworld

Comment