ଓଡ଼ିଶାଲାଇଭ୍ ସ୍ଵାସ୍ଥ୍ୟ ବ୍ୟୁରୋ

ବର୍ତ୍ତମାନ ସମୟରେ ଅଧିକାଂଶ ମହିଳାଙ୍କର ପିରିୟଡସରେ ଅନିୟମିତତା ଦେଖାଦେଉଛି। କେତେକ ମହିଳାଙ୍କର ଡେରିରେ ପିରିୟଡସ ହେଉଥିବା ବେଳେ କେତେକଙ୍କର ସମୟ ଆଗରୁ ଏବଂ ଦୁଇ ମାସରେ ଥରେ ପିରିୟଡସ ହେଉଛି।

ତେବେ କାହିଁକି ଏହି ସମସ୍ୟା ଦେଖାଯାଉଛି ଏବଂ କିପରି ଏହାର ଚିକିତ୍ସା କରାଯାଏ, ସେ ବିଷୟରେ ବିଶିଷ୍ଟ ପ୍ରସୂତି ଓ ସ୍ତ୍ରୀ ରୋଗ ବିଶେଷଜ୍ଞ ଡାକ୍ତର କୁସୁମ ଦାଶଙ୍କଠାରୁ ଅଧିକ ଜାଣିବା।

Tags: #MHDay2025 #LetsTalkPeriods #PeriodFriendlyWorld #MenstrualCycle

Comment