ଓଡ଼ିଶାଲାଇଭ୍ ସ୍ଵାସ୍ଥ୍ୟ ବ୍ୟୁରୋ

କେବଳ ବୟସ୍କ ନୁହଁନ୍ତି ପିଲାଙ୍କଠାରେ ମଧ୍ୟ କିଡନି ସମସ୍ୟା ଦେଖିବାକୁ ମିଳେ। ପିଲାଙ୍କଠାରେ କିଡନି ସମସ୍ୟାର ଲକ୍ଷଣ ଦେଖା ଦେଲେ ତୁରନ୍ତ ଡାକ୍ତରଙ୍କ ପରାମର୍ଶ ନେବା ଆବଶ୍ୟକ।

ତେବେ ପିଲାଙ୍କଠାରେ କିଡନି ସମସ୍ୟା କାହିଁକି ହୁଏ, ଏହାର ଲକ୍ଷଣକୁ କେମିତି ଚିହ୍ନିବେ, ପିଲାଙ୍କ କିଡନି ସମସ୍ୟାର ପରୀକ୍ଷା କେମିତି କରାଯାଏ, ପିଲାଙ୍କ କିଡନି ସମସ୍ୟକୁ କେମିତି ରୋକି ହେବ ଓ ଏହାର ଚିକିତ୍ସା କେମିତି କରାଯାଏ, ସେ ବିଷୟରେ ବିଶିଷ୍ଟ କିଡନି ରୋଗ ବିଶେଷଜ୍ଞ ଡାକ୍ତର ବିଜୟଲକ୍ଷ୍ମୀ ଜେନାଙ୍କଠାରୁ ଅଧିକ ଜାଣିବା ପାଇଁ ସ୍ଵାସ୍ଥ୍ୟପ୍ଲସ ଓଡ଼ିଆର ଏହି ଭିଡିଓ ଦେଖନ୍ତୁ।

Tags: #KidneyDisease #ChildCare #KidneyProblem #DoctorAdvice #HealthCare #OdiaHealthTips

Comment