ଓଡ଼ିଶାଲାଇଭ୍ ବ୍ୟୁରୋ

ଏଆଇ (AI) ସୂଚନା ଓ ପ୍ରଯୁକ୍ତି କ୍ଷେତ୍ରରେ ଏହା ବିପ୍ଳବ ସୃଷ୍ଟି କରିଛି। ଶିକ୍ଷାକ୍ଷେତ୍ରରୁ ଆରମ୍ଭ କରି କୃଷି, ସ୍ୱାସ୍ଥ୍ୟ, ଶିଳ୍ପ, ବ୍ୟବସାୟ ସବୁକ୍ଷେତ୍ରରେ ଏଆଇର ବ୍ୟବହାର ଦେଖିବାକୁ ମିଳୁଛି। ଯେଉଁ କାର୍ଯ୍ୟ କରିବାକୁ ଘଣ୍ଟା ଘଣ୍ଟା ଲାଗୁଥିଲା, ଏଆଇ ତାକୁ କିଛି ସେକେଣ୍ଡ ବା କିଛି ମିନିଟ୍ ମଧ୍ୟରେ କରି କାର୍ଯ୍ୟକୁ ସହଜ କରିଦେଉଛି। ତେଣୁ ଆଶଙ୍କା ପ୍ରକାଶ ପାଉଛି ଯେ ଅନେକ ଲୋକ ଚାକିରି ହରାଇବେ।

ଏପଟେ ବିଶେଷଜ୍ଞଙ୍କ କହିବା କଥା – ଏଆଇ ନୂଆ ସୁଯୋଗ, ନୂଆ ଚାକିରି ମଧ୍ୟ ସୃଷ୍ଟି କରିବ। ତେବେ ଏହାକୁ ବ୍ୟବହାର କରିବା ସମୟରେ ସତର୍କତା ଅବଲମ୍ବନ କରିବା ଆବଶ୍ୟକ। ଏଆଇର ବିକାଶ ଏବଂ ଏହାକୁ ନେଇ ଥିବା ସମ୍ଭାବନା ବିଷୟରେ ‘ଓଡ଼ିଶାଲାଇଭ୍’କୁ କହିଛନ୍ତି ଏଆଇ ବିଶେଷଜ୍ଞ ଅଭିଜିତ ତ୍ରିପାଠୀ। ଦେଖନ୍ତୁ ଭିଡିଓ।

Tags: #AI #ArtificialIntelligence #MachineLearning #AIRevolution

Comment