ଓଡ଼ିଶାଲାଇଭ୍ ବ୍ୟୁରୋ

ପଞ୍ଚଭୂତରେ ଲୀନ ହେଲା ବରିଷ୍ଠ ବିଜେଡି ନେତା ତଥା ପିପିଲି ବିଧାୟକ ପ୍ରଦୀପ ମହାରଥୀଙ୍କ ପାର୍ଥିବ ଶରୀର। ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ସ୍ୱର୍ଗ ଦ୍ୱାରରେ ମହାରଥୀଙ୍କ ଶେଷକୃତ୍ୟ ସଂପନ୍ନ ହୋଇଛି। ପୁଅ ରୁଦ୍ର ପ୍ରତାପ ପିତାଙ୍କୁ ମୁଖାଗ୍ନି ଦେଇଛନ୍ତି। ଝିଅ ପଲ୍ଲବୀ ମଧ୍ୟ ସେଠାରେ ଉପସ୍ଥିତ ଥିଲେ।

ଶନିବାର ବିଳମ୍ବିତ ରାତିରେ ୬୫ ବର୍ଷ ବୟସରେ ମହାରଥୀ ଶେଷ ନିଶ୍ୱାସ ତ୍ୟାଗ କରିଥିଲେ। ଆଜି ତାଙ୍କୁ ବିଜେଡି ପାର୍ଟି ଅଫିସରୁ ଜନ୍ମମାଟି ପିପିଲି ନିଆ ଯାଇଥିଲା। ଏହିଠାରୁ ଶୋଭାଯାତ୍ରାରେ ପିପିଲା ବାସଭବନ, ଫାର୍ମହାଉସ ନିଆ ଯାଇଥିଲା। ଏହାପରେ ପୁରୀ ସ୍ୱର୍ଗଦ୍ୱାରରେ ଶେଷକୃତ ସମ୍ପନ୍ନ ହୋଇଛି।

LEAVE A REPLY

Please enter your comment!
Please enter your name here