ଓଡ଼ିଶାଲାଇଭ୍ ବ୍ୟୁରୋ
ଆଜି ପବିତ୍ର ମହାବିଷୁବ ସଂକ୍ରାନ୍ତି ବା ପଣା ସଂକ୍ରାନ୍ତି। ଏହି ଦିନକୁ ଓଡ଼ିଆ ନବବର୍ଷ ଭାବେ ପାଳନ କରାଯାଏ। ଓଡ଼ିଶା ତଥା ଦେଶ ବିଦେଶରେ ରହୁଥିବା ଓଡ଼ିଆମାନେ ଧୂମଧାମରେ ପାଳନ କରିଥାନ୍ତି ଓଡ଼ିଆ ନବବର୍ଷ।
ପରସ୍ପରକୁ ଓଡ଼ିଆ ନୂଆବର୍ଷର ଶୁଭେଚ୍ଛା ଜଣାଇ ଦିନଟିକୁ ଉତ୍ସହର ସହ ପାଳନ କରିଥାନ୍ତି। ଏହି ଅବସରେ ପ୍ରସ୍ତୁତ ପଣାକୁ ଠାକୁରଙ୍କୁ ଲାଗି କରାଯିବା ସହ ପରିବାର ସଦସ୍ୟ, ସାଂଗସାଥୀ ଏବଂ ପଡ଼ୋଶୀଙ୍କୁ ପଣା ବଣ୍ଟନ କରାଯାଇଥାଏ।
Tags: #PanaSankranti #OdiaNewYear #NewYearCelebration #Odisha #Odias