ପୁରୁଷ ହକି ବିଶ୍ୱକପ୍-୨୦୨୩କୁ ଆଉ ମାତ୍ର ଅଳ୍ପ କିଛି ଦିନ ରହିଛି। ତେଣୁ ରାଉରକେଲା ସହରରେ ହକିକୁ ନେଇ ଲୋକଙ୍କ ମଧ୍ୟରେ ଉତ୍ସାହ ସୃଷ୍ଟି କରିବା ପାଇଁ ପ୍ରଶାସନ ପକ୍ଷରୁ ଆୟୋଜନ କରାଯାଇଛି ରାହଗିରି ‘ପ୍ରେରଣା’। ଏହି ପଥ ଉତ୍ସବରେ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ସହ ଯୋଗ, ବ୍ୟାୟାମ, କରାଟେ, ସ୍କିପିଂ, ସ୍କେଟିଂ, ମ୍ୟୁଜିକାଲ ଚେୟାର, ରଙ୍ଗୋଲି, ବାଇକ ଓ ସାଇକଲ ଷ୍ଟଣ୍ଟ ଆଦି କାର୍ଯ୍ୟକ୍ରମର ଝଲକ ଦେଖିବାକୁ ମିଳିଛି। ଏଥିରେ ସହରର ବିଭିନ୍ନ ସ୍କୁଲ ଓ କଲେଜ ଛାତ୍ରଛାତ୍ରୀ, ମହିଳା, ଯୁବପିଢ଼ି ଏବଂ ବରିଷ୍ଠ ନାଗରିକ ଭାଗ ନେଉଛନ୍ତି। ଦେଖନ୍ତୁ ଭିଡିଓ…

LEAVE A REPLY

Please enter your comment!
Please enter your name here