ଅଭିଷେକ ରାୟ
ଫ୍ରାନ୍ସର ରାଜଧାନୀ ପ୍ୟାରିସରେ ଜୁଲାଇ ୨୬ ତାରିଖରୁ ଆରମ୍ଭ ହେବାକୁ ଯାଉଛି ଅଲିମ୍ପିକ୍ସ ୨୦୨୪। ଅଲିମ୍ପିକ୍ସର ଏହି ୩୩ତମ ସଂସ୍କରଣର ବିଭିନ୍ନ ଖେଳରେ ଭାରତର ମୋଟ ୧୨୦ ଜଣ ଖେଳାଳି ଅଂଶଗ୍ରହଣ କରିବେ। ଅଗଷ୍ଟ ୧୧ ପର୍ଯ୍ୟନ୍ତ ଚାଲିବ ଏହି ପ୍ରତିଯୋଗିତା।
ପ୍ୟାରିସ ଅଲିମ୍ପିକ୍ସରେ ଭାରତୀୟ ଖେଳାଳିମାନେ ଅଥଲେଟିକ୍ସ, ସୁଟିଂ, କୁସ୍ତି, ବକ୍ସିଂ, ଆର୍ଚେରି, ପୁରୁଷ ହକି, ବ୍ୟାଡମିଣ୍ଟନ, ଜୁଡୋ, ଟେନିସ, ଟେବୁଲ ଟେନିସ ତଥା ଭାରୋତ୍ତଳନ ଭଳି ବିଭିନ୍ନ କ୍ରୀଡ଼ାରେ ଅଂଶଗ୍ରହଣ କରିବେ। ଆସନ୍ତୁ ଜାଣିବା କେଉଁ ଦିନ କେଉଁ ଇଭେଣ୍ଟ ରହିଛି।
ଜୁଲାଇ ୨୬ – ଓପନିଂ ସେରେମୋନି
ଜୁଲାଇ ୨୭
- ପୁରୁଷ ହକି – ଭାରତ ବନାମ ନ୍ୟୁଜିଲାଣ୍ଡ
- ବ୍ୟାଡମିଣ୍ଟନ – ପୁରୁଷ ସିଙ୍ଗିଲ୍ସ, ମହିଳା ସିଙ୍ଗିଲ୍ସ, ପୁରୁଷ ଡବଲ୍ସ, ମହିଳା ଡବଲ୍ସ (ଗ୍ରୁପ ପର୍ଯ୍ୟାୟ)
- ବକ୍ସିଂ – ପୁରୁଷ ସ୍କ୍ରଲସ ହିଟ୍ସ (ରାଉଣ୍ଡ ଅଫ ୩୨)
- ସୁଟିଂ – ୧୦ ମିଟର ଏୟାର ରାଇଫଲ (ମିକ୍ସଡ ଟିମ୍ ଓ ବ୍ୟକ୍ତିଗତ), ୧୦ ମିଟର ଏୟାର ପିସ୍ତଲ (ଯୋଗ୍ୟତା ପର୍ଯ୍ୟାୟ)
- ଟେବୁଲ ଟେନିସ – ପୁରୁଷ ସିଙ୍ଗିଲ୍ସ, ମହିଳା ସିଙ୍ଗିଲ୍ସ (ଗ୍ରୁପ ପର୍ଯ୍ୟାୟ)
ଜୁଲାଇ ୨୮
- ଆର୍ଚେରି – ମହିଳା ଟିମ୍ ଇଭେଣ୍ଟ
- ରୋଇଂ – ପୁରୁଷ ସ୍କ୍ରଲସ ରାଉଣ୍ଡ
- ସୁଟିଂ – ୧୦ ମିଟର ଏୟାର ରାଇଫଲ (ପୁରୁଷ ଓ ମହିଳା ବ୍ୟକ୍ତିଗତ), ୧୦ ମିଟର ଏୟାର ପିସ୍ତଲ (ପୁରୁଷ ଓ ମହିଳା ବ୍ୟକ୍ତିଗତ)
- ସନ୍ତରଣ – ପୁରୁଷ ୧୦୦ ମିଟର ବ୍ୟାକଷ୍ଟ୍ରୋକ୍ ଓ ମହିଳା ୨୦୦ ମିଟର ଫ୍ରି ଷ୍ଟାଇଲ
ଜୁଲାଇ ୨୯
- ଆର୍ଚେରି – ପୁରୁଷ ଟିମ୍ ଇଭେଣ୍ଟ
- ପୁରୁଷ ହକି – ଭାରତ ବନାମ ଆର୍ଜେଣ୍ଟିନା
- ରୋଇଂ – ପୁରୁଷ ସ୍କ୍ରଲସ (ଯୋଗ୍ୟତା ପର୍ଯ୍ୟାୟ)
- ସୁଟିଂ – ପୁରୁଷ ଟ୍ରାପ ସୁଟିଂ (ଯୋଗ୍ୟତା ପର୍ଯ୍ୟାୟ), ୧୦ ମିଟର ଏୟାର ପିସ୍ତଲ ମିକ୍ସଡ ଟିମ୍ (ଯୋଗ୍ୟତା ପର୍ଯ୍ୟାୟ), ୧୦ ମିଟର ଏୟାର ରାଇଫଲ (ପୁରୁଷ ଓ ମହିଳା ବ୍ୟକ୍ତିଗତ ଫାଇନାଲ)
- ଟେବୁଲ ଟେନିସ – ପୁରୁଷ ସିଙ୍ଗିଲ୍ସ, ମହିଳା ସିଙ୍ଗିଲ୍ସ (ରାଉଣ୍ଡ ଅଫ ୩୨)
ଜୁଲାଇ ୩୦
- ଆର୍ଚେରି – ପୁରୁଷ ଓ ମହିଳା ବ୍ୟକ୍ତିଗତ ଇଭେଣ୍ଟ
- ଅଶ୍ଵଚାଳନା – ଡ୍ରେସେଜ୍ ବ୍ୟକ୍ତିଗତ
- ପୁରୁଷ ହକି – ଭାରତ ବନାମ ଆୟରଲାଣ୍ଡ
- ରୋଇଂ – ପୁରୁଷ ସ୍କ୍ରଲସ (କ୍ଵାର୍ଟର ଫାଇନାଲ)
- ସୁଟିଂ – ପୁରୁଷ ଟ୍ରାପ ସୁଟିଂ (ଫାଇନାଲ), ୧୦ ମିଟର ଏୟାର ପିସ୍ତଲ ମିକ୍ସଡ ଟିମ୍ (ଫାଇନାଲ), ମହିଳା ଟ୍ରାପ ସୁଟିଂ (ଯୋଗ୍ୟତା ପର୍ଯ୍ୟାୟ)
- ଟେନିସ –
- ଟେବୁଲ ଟେନିସ – ପୁରୁଷ ସିଙ୍ଗିଲ୍ସ, ମହିଳା ସିଙ୍ଗିଲ୍ସ (ରାଉଣ୍ଡ ଅଫ ୧୬), ମିକ୍ସଡ୍ ଡବଲ୍ସ (ଫାଇନାଲ)
ଜୁଲାଇ ୩୧
- ଆର୍ଚେରି – ପୁରୁଷ ଓ ମହିଳା ବ୍ୟକ୍ତିଗତ ଇଭେଣ୍ଟ
- ବକ୍ସିଂ – ପୁରୁଷ ଓ ମହିଳା କ୍ଵାର୍ଟର ଫାଇନାଲ (ବିଭିନ୍ନ ବର୍ଗ)
- ଅଶ୍ଵଚାଳନା – ଡ୍ରେସେଜ୍ ବ୍ୟକ୍ତିଗତ
- ରୋଇଂ – ପୁରୁଷ ସ୍କ୍ରଲସ (ସେମି ଫାଇନାଲ)
- ସୁଟିଂ – ୫୦ ମିଟର ରାଇଫଲ ଥ୍ରୀ ପୋଜିସନ ପୁରୁଷ (ଯୋଗ୍ୟତା ପର୍ଯ୍ୟାୟ), ମହିଳା ଟ୍ରାପ ସୁଟିଂ (ଫାଇନାଲ)
- ଟେନିସ – ମେନ୍ସ ଡବଲ୍ସ (ସେମି ଫାଇନାଲ)
ଅଗଷ୍ଟ ୧
- ଆର୍ଚେରି – ପୁରୁଷ ଓ ମହିଳା ବ୍ୟକ୍ତିଗତ ଇଭେଣ୍ଟ
- ଆଥଲେଟିକ୍ସ – ପୁରୁଷ ଓ ମହିଳା ୨୦ କିଲୋମିଟର ୱାକିଂ (ଫାଇନାଲ)
- ବ୍ୟାଡମିଣ୍ଟନ – ପୁରୁଷ ଓ ମହିଳା ଡବଲ୍ସ (କ୍ଵାର୍ଟର ଫାଇନାଲ), ପୁରୁଷ ଓ ମହିଳା ସିଙ୍ଗିଲ୍ସ (ରାଉଣ୍ଡ ଅଫ ୧୬)
- ପୁରୁଷ ହକି – ଭାରତ ବନାମ ବେଲଜିୟମ
- ଗଲ୍ଫ – ପୁରୁଷ ଇଭେଣ୍ଟ (ରାଉଣ୍ଡ ୧)
- ଜୁଡୋ – ମହିଳା ୭୮+ ବର୍ଗ
- ରୋଇଂ – ପୁରୁଷ ସ୍କ୍ରଲସ (ଫାଇନାଲ)
- ସେଲିଂ – ପୁରୁଷ ଓ ମହିଳା ଡିଘେ ରେସ୍
- ସୁଟିଂ – ୫୦ ମିଟର ରାଇଫଲ ଥ୍ରୀ ପୋଜିସନ ପୁରୁଷ (ଫାଇନାଲ) ଓ ୫୦ ମିଟର ରାଇଫଲ ଥ୍ରୀ ପୋଜିସନ ମହିଳା (ଯୋଗ୍ୟତା ପର୍ଯ୍ୟାୟ)
- ଟେବୁଲ ଟେନିସ – ପୁରୁଷ ଓ ମହିଳା ସିଙ୍ଗିଲ୍ସ (କ୍ଵାର୍ଟର ଫାଇନାଲ)
- ଟେନିସ – ପୁରୁଷ ସିଙ୍ଗିଲ୍ସ (କ୍ଵାର୍ଟର ଫାଇନାଲ)
ଅଗଷ୍ଟ ୨
- ଆର୍ଚେରି – ମିକ୍ସଡ୍ ଟିମ ଇଭେଣ୍ଟ (ରାଉଣ୍ଡ ଅଫ ୧୬ – ଫାଇନାଲ)
- ଆଥଲେଟିକ୍ସ – ପୁରୁଷ ସଟପୁଟ (ଯୋଗ୍ୟତା ପର୍ଯ୍ୟାୟ)
- ବ୍ୟାଡମିଣ୍ଟନ – ପୁରୁଷ ଓ ମହିଳା ଡବଲ୍ସ (ସେମି ଫାଇନାଲ), ପୁରୁଷ ସିଙ୍ଗିଲ୍ସ (କ୍ଵାର୍ଟର ଫାଇନାଲ)
- ପୁରୁଷ ହକି – ଭାରତ ବନାମ ଅଷ୍ଟ୍ରେଲିଆ
- ଗଲ୍ଫ – ପୁରୁଷ ଇଭେଣ୍ଟ (ରାଉଣ୍ଡ ୨)
- ସୁଟିଂ – ସ୍କିଟ ପୁରୁଷ (ଯୋଗ୍ୟତା ପର୍ଯ୍ୟାୟ), ମହିଳା ୨୫ ମିଟର ପିସ୍ତଲ (ଯୋଗ୍ୟତା ପର୍ଯ୍ୟାୟ), ୫୦ ମିଟର ରାଇଫଲ ଥ୍ରୀ ପୋଜିସନ ମହିଳା (ଫାଇନାଲ)
- ଟେବୁଲ ଟେନିସ – ପୁରୁଷ ଓ ମହିଳା ସିଙ୍ଗିଲ୍ସ (ସେମି ଫାଇନାଲ)
- ଟେନିସ – ପୁରୁଷ ସିଙ୍ଗିଲ୍ସ (ସେମି ଫାଇନାଲ), ପୁରୁଷ ଡବଲ୍ସ (ମେଡାଲ ଇଭେଣ୍ଟ)
ଅଗଷ୍ଟ ୩
- ଆର୍ଚେରି – ମହିଳା ବ୍ୟକ୍ତିଗତ (ରାଉଣ୍ଡ ଅଫ ୧୬ – ଫାଇନାଲ)
- ଆଥଲେଟିକ୍ସ – ପୁରୁଷ ସଟପୁଟ (ଫାଇନାଲ)
- ବ୍ୟାଡମିଣ୍ଟନ – ମହିଳା ଡବଲ୍ସ (ମେଡାଲ ଇଭେଣ୍ଟ), ମହିଳା ସିଙ୍ଗିଲ୍ସ (କ୍ଵାର୍ଟର ଫାଇନାଲ)
- ବକ୍ସିଂ – ମହିଳା ୬୦ କିଲୋଗ୍ରାମ ବର୍ଗ (କ୍ଵାର୍ଟର ଫାଇନାଲ)
- ଗଲ୍ଫ – ପୁରୁଷ ଇଭେଣ୍ଟ (ରାଉଣ୍ଡ ୩)
- ସୁଟିଂ – ସ୍କିଟ ପୁରୁଷ (ଯୋଗ୍ୟତା ପର୍ଯ୍ୟାୟ ୨ – ଫାଇନାଲ), ସ୍କିଟ ମହିଳା (ଯୋଗ୍ୟତା ପର୍ଯ୍ୟାୟ), ମହିଳା ୨୫ ମିଟର ପିସ୍ତଲ (ଫାଇନାଲ)
- ଟେବୁଲ ଟେନିସ – ମହିଳା ସିଙ୍ଗିଲ୍ସ (ଫାଇନାଲ)
- ଟେନିସ – ମହିଳା ସିଙ୍ଗିଲ୍ସ (ଫାଇନାଲ), ପୁରୁଷ ସିଙ୍ଗିଲ୍ସ (ବ୍ରୋଞ୍ଜ ମେଡାଲ ମ୍ୟାଚ) ପୁରୁଷ ଡବଲ୍ସ (ଫାଇନାଲ)
ଅଗଷ୍ଟ ୪
- ଆର୍ଚେରି – ପୁରୁଷ ବ୍ୟକ୍ତିଗତ (ରାଉଣ୍ଡ ଅଫ ୧୬ – ଫାଇନାଲ)
- ଆଥଲେଟିକ୍ସ – ମହିଳା ୩୦୦୦ ମିଟର ଷ୍ଟିପଲ ଚେଜ (ରାଉଣ୍ଡ ୧), ମହିଳା ଲଙ୍ଗ ଜମ୍ପ (ଯୋଗ୍ୟତା ପର୍ଯ୍ୟାୟ)
- ବ୍ୟାଡମିଣ୍ଟନ – ପୁରୁଷ ଓ ମହିଳା ସିଙ୍ଗିଲ୍ସ (କ୍ଵାର୍ଟର ଫାଇନାଲ), ପୁରୁଷ ଡବଲ୍ସ (ମେଡାଲ ଇଭେଣ୍ଟ)
- ବକ୍ସିଂ – ପୁରୁଷ ଓ ମହିଳା ବିଭିନ୍ନ ବର୍ଗ (କ୍ଵାର୍ଟର ଫାଇନାଲ ଓ ସେମି ଫାଇନାଲ)
- ଅଶ୍ଵଚାଳନା – ଡ୍ରେସେଜ୍ ବ୍ୟକ୍ତିଗତ ଗ୍ରାଣ୍ଡପ୍ରିକ୍ସ
- ପୁରୁଷ ହକି – କ୍ଵାର୍ଟର ଫାଇନାଲ
- ଗଲ୍ଫ – ପୁରୁଷ ଇଭେଣ୍ଟ (ରାଉଣ୍ଡ ୪)
- ସୁଟିଂ – ସ୍କିଟ ମହିଳା (ଯୋଗ୍ୟତା ପର୍ଯ୍ୟାୟ ୨ – ଫାଇନାଲ), ପୁରୁଷ ୨୫ ମିଟର ରାପିଡ ଫାୟାର ପିସ୍ତଲ (ଯୋଗ୍ୟତା ପର୍ଯ୍ୟାୟ)
- ଟେବୁଲ ଟେନିସ – ପୁରୁଷ ସିଙ୍ଗିଲ୍ସ (ଫାଇନାଲ)
- ଟେନିସ – ମହିଳା ଡବଲ୍ସ (ଫାଇନାଲ), ପୁରୁଷ ସିଙ୍ଗିଲ୍ସ (ଫାଇନାଲ)
ଅଗଷ୍ଟ ୫
- ଆଥଲେଟିକ୍ସ – ପୁରୁଷ ୩୦୦୦ ମିଟର ଷ୍ଟିପଲ ଚେଜ (ରାଉଣ୍ଡ ୧), ମହିଳା ୫୦୦୦ ମିଟର (ଫାଇନାଲ)
- ବ୍ୟାଡମିଣ୍ଟନ – ପୁରୁଷ ଓ ମହିଳା ସିଙ୍ଗିଲ୍ସ (ମେଡାଲ ଇଭେଣ୍ଟ)
- ସୁଟିଂ – ସ୍କିଟ ମିକ୍ସଡ ଟିମ୍ (ଯୋଗ୍ୟତା ପର୍ଯ୍ୟାୟ – ଫାଇନାଲ), ପୁରୁଷ ୨୫ ମିଟର ରାପିଡ ଫାୟାର ପିସ୍ତଲ (ଫାଇନାଲ)
- ଟେବୁଲ ଟେନିସ – ପୁରୁଷ ଓ ମହିଳା ଟିମ (ରାଉଣ୍ଡ ଅଫ ୧୬)
- କୁସ୍ତି – ମହିଳା ୬୮ କିଲୋଗ୍ରାମ ବର୍ଗ (ରାଉଣ୍ଡ ଅଫ ୧୬ ଓ କ୍ଵାର୍ଟର ଫାଇନାଲ)
ଅଗଷ୍ଟ ୬
- ଆଥଲେଟିକ୍ସ – ପୁରୁଷ ଜାଭେଲିନ ଥ୍ରୋ (ଯୋଗ୍ୟତା ପର୍ଯ୍ୟାୟ), ମହିଳା ୩୦୦୦ ମିଟର ଷ୍ଟିପଲ ଚେଜ (ଫାଇନାଲ), ପୁରୁଷ ଲଙ୍ଗ ଜମ୍ପ (ଯୋଗ୍ୟତା ପର୍ଯ୍ୟାୟ – ଫାଇନାଲ)
- ବକ୍ସିଂ – ପୁରୁଷ ଓ ମହିଳା ବିଭିନ୍ନ ବର୍ଗ (ସେମି ଫାଇନାଲ ଓ ଫାଇନାଲ)
- ପୁରୁଷ ହକି – ସେମି ଫାଇନାଲ
- ସେଲିଂ – ପୁରୁଷ ଓ ମହିଳା ଡିଘେ ରେସ୍
- ଟେବୁଲ ଟେନିସ – ପୁରୁଷ ଓ ମହିଳା ଟିମ (ଯୋଗ୍ୟତା ପର୍ଯ୍ୟାୟ)
- କୁସ୍ତି – ମହିଳା ୬୮ କିଲୋଗ୍ରାମ ବର୍ଗ (ଫାଇନାଲ), ମହିଳା ୫୦ କିଲୋଗ୍ରାମ ବର୍ଗ (ରାଉଣ୍ଡ ଅଫ ୧୬ ଓ କ୍ଵାର୍ଟର ଫାଇନାଲ)
ଅଗଷ୍ଟ ୭
- ଆଥଲେଟିକ୍ସ – ପୁରୁଷ ୩୦୦୦ ମିଟର ଷ୍ଟିପଲ ଚେଜ (ଫାଇନାଲ), ମାରାଥନ (ମିକ୍ସଡ ରିଲେ), ମହିଳା ୧୦୦ ମିଟର ହର୍ଡଲ୍ସ (ରାଉଣ୍ଡ ୧), ମହିଳା ଜାଭେଲିନ ଥ୍ରୋ (ଯୋଗ୍ୟତା ପର୍ଯ୍ୟାୟ), ପୁରୁଷ ହାଇଜମ୍ପ (ଯୋଗ୍ୟତା ପର୍ଯ୍ୟାୟ), ପୁରୁଷ ଟ୍ରିପଲ୍ ଜମ୍ପ (ଯୋଗ୍ୟତା ପର୍ଯ୍ୟାୟ)
- ବକ୍ସିଂ – ପୁରୁଷ ଓ ମହିଳା ବିଭିନ୍ନ ବର୍ଗ (ସେମି ଫାଇନାଲ ଓ ଫାଇନାଲ)
- ଗଲ୍ଫ – ମହିଳା ଇଭେଣ୍ଟ (ରାଉଣ୍ଡ ୧)
- ଟେବୁଲ ଟେନିସ – ପୁରୁଷ ଓ ମହିଳା ଟିମ (କ୍ଵାର୍ଟର ଫାଇନାଲ)
- ଭାରୋତ୍ତଳନ – ମହିଳା ୪୯ କିଲୋଗ୍ରାମ ବର୍ଗ (ଫାଇନାଲ)
- କୁସ୍ତି – ମହିଳା ୫୦ କିଲୋଗ୍ରାମ ବର୍ଗ (ସେମି ଫାଇନାଲ ଓ ଫାଇନାଲ), ମହିଳା ୫୩ କିଲୋଗ୍ରାମ ବର୍ଗ (ରାଉଣ୍ଡ ଅଫ ୧୬ ଓ କ୍ଵାର୍ଟର ଫାଇନାଲ)
ଅଗଷ୍ଟ ୮
- ଆଥଲେଟିକ୍ସ – ପୁରୁଷ ଜାଭେଲିନ ଥ୍ରୋ (ଫାଇନାଲ), ମହିଳା ୧୦୦ ମିଟର ହର୍ଡଲ୍ସ (ରିପିଚେଜ ରାଉଣ୍ଡ), ମହିଳା ସଟପୁଟ (ଯୋଗ୍ୟତା ପର୍ଯ୍ୟାୟ)
- ବକ୍ସିଂ – ପୁରୁଷ ଓ ମହିଳା ବିଭିନ୍ନ ବର୍ଗ (ସେମି ଫାଇନାଲ ଓ ଫାଇନାଲ)
- ପୁରୁଷ ହକି – ମେଡାଲ ଇଭେଣ୍ଟ
- ଗଲ୍ଫ – ମହିଳା ଇଭେଣ୍ଟ (ରାଉଣ୍ଡ ୨)
- ଟେବୁଲ ଟେନିସ – ପୁରୁଷ ଓ ମହିଳା ଟିମ (ସେମି ଫାଇନାଲ)
- କୁସ୍ତି – ମହିଳା ୫୩ କିଲୋଗ୍ରାମ ବର୍ଗ (ସେମି ଫାଇନାଲ ଓ ଫାଇନାଲ), ମହିଳା ୫୭ କିଲୋଗ୍ରାମ ବର୍ଗ (ରାଉଣ୍ଡ ଅଫ ୧୬ ଓ କ୍ଵାର୍ଟର ଫାଇନାଲ) ଓ ପୁରୁଷ ୫୭ କିଲୋଗ୍ରାମ ବର୍ଗ (ରାଉଣ୍ଡ ଅଫ ୧୬ ଓ କ୍ଵାର୍ଟର ଫାଇନାଲ)
ଅଗଷ୍ଟ ୯
- ଆଥଲେଟିକ୍ସ – ପୁରୁଷ ଓ ମହିଳା ୪x୪୦୦ ମିଟର ରିଲେ (ରାଇଣ୍ଡ ୧), ମହିଳା ୧୦୦ ମିଟର ହର୍ଡଲ୍ସ (ସେମି ଫାଇନାଲ), ମହିଳା ସଟପୁଟ (ଫାଇନାଲ) ଓ ପୁରୁଷ ଟ୍ରିପଲ୍ ଜମ୍ପ (ଫାଇନାଲ)
- ବକ୍ସିଂ – ପୁରୁଷ ଓ ମହିଳା ବିଭିନ୍ନ ବର୍ଗ (ଫାଇନାଲ)
- ଗଲ୍ଫ – ମହିଳା ଇଭେଣ୍ଟ (ରାଉଣ୍ଡ ୩)
- ଟେବୁଲ ଟେନିସ – ପୁରୁଷ ଟିମ (ଫାଇନାଲ)
- କୁସ୍ତି – ମହିଳା ୫୭ କିଲୋଗ୍ରାମ ବର୍ଗ (ସେମି ଫାଇନାଲ ଓ ଫାଇନାଲ), ମହିଳା ୬୨ କିଲୋଗ୍ରାମ ବର୍ଗ (ରାଉଣ୍ଡ ଅଫ ୧୬ ଓ କ୍ଵାର୍ଟର ଫାଇନାଲ) ଓ ପୁରୁଷ ୫୭ କିଲୋଗ୍ରାମ ବର୍ଗ (ସେମି ଫାଇନାଲ ଓ ଫାଇନାଲ)
ଅଗଷ୍ଟ ୧୦
- ଆଥଲେଟିକ୍ସ – ପୁରୁଷ ଓ ମହିଳା ୪x୪୦୦ ମିଟର ରିଲେ (ଫାଇନାଲ), ମହିଳା ୧୦୦ ମିଟର ହର୍ଡଲ୍ସ (ଫାଇନାଲ), ମହିଳା ଜାଭେଲିନ ଥ୍ରୋ(ଫାଇନାଲ), ପୁରୁଷ ହାଇଜମ୍ପ (ଫାଇନାଲ)
- ବକ୍ସିଂ – ପୁରୁଷ ଓ ମହିଳା ବିଭିନ୍ନ ବର୍ଗ (ଫାଇନାଲ)
- ଗଲ୍ଫ – ମହିଳା ଇଭେଣ୍ଟ (ରାଉଣ୍ଡ ୪)
- ଟେବୁଲ ଟେନିସ – ମହିଳା ଟିମ (ଫାଇନାଲ)
- କୁସ୍ତି – ମହିଳା ୬୨ କିଲୋଗ୍ରାମ ବର୍ଗ (ସେମି ଫାଇନାଲ ଓ ଫାଇନାଲ), ମହିଳା ୭୬ କିଲୋଗ୍ରାମ ବର୍ଗ (ରାଉଣ୍ଡ ଅଫ ୧୬ ଓ କ୍ଵାର୍ଟର ଫାଇନାଲ)
ଅଗଷ୍ଟ ୧୧
- କୁସ୍ତି – ମହିଳା ୭୬ କିଲୋଗ୍ରାମ ବର୍ଗ (ସେମି ଫାଇନାଲ ଓ ଫାଇନାଲ)
Tags: #ParisOlympics #IndianPlayers #Sports #IOA #India