ଓଡ଼ିଶାଲାଇଭ୍ ସ୍ଵାସ୍ଥ୍ୟ ବ୍ୟୁରୋ

ଗର୍ଭାବସ୍ଥାରେ ଆନେମିଆ ବା ରକ୍ତହୀନତାର ଅଭାବ ଦେଖାଦେଲେ ଉଭୟ ମା’ ଏବଂ ଗର୍ଭସ୍ଥ ଶିଶୁ ଉପରେ ପ୍ରଭାବ ପଡ଼ିଥାଏ ବୋଲି ଡାକ୍ତର କୁହନ୍ତି।

ତେବେ ଗର୍ଭାବସ୍ଥାରେ ରକ୍ତହୀନତା ହେଲେ କେଉଁ କେଉଁ ଲକ୍ଷଣ ଦେଖାଦିଏ, କେଉଁମାନଙ୍କୁ ଗର୍ଭାବସ୍ଥା ସମୟରେ ରକ୍ତହୀନତା ହେବାର ଆଶଙ୍କା ରହିଛି ଏବଂ ଏହାର ଚିକିତ୍ସା କିପରି କରାଯାଏ, ସେ ସମ୍ପର୍କରେ ସ୍ତ୍ରୀ ଓ ପ୍ରସୂତି ରୋଗ ବିଶେଷଜ୍ଞ ଡାକ୍ତର ମୋନିକା ଗୁପ୍ତାଙ୍କଠାରୁ ଅଧିକ ଜାଣିବା ପାଇଁ ସ୍ଵାସ୍ଥ୍ୟପ୍ଲସ ଓଡ଼ିଆର ଏହି ଭିଡିଓ ଦେଖନ୍ତୁ।

Tags: #Anemia #Pregnancy #Symptoms #Causes #Treatment #Healthcare #OdiaHealthTips

LEAVE A REPLY

Please enter your comment!
Please enter your name here