ଓଡ଼ିଶାଲାଇଭ୍ ବ୍ୟୁରୋ

ଓଡ଼ିଆ ଆଲବମ୍, ମେଗା ଧାରାବାହିକ, ସିନେମା, ଯାତ୍ରା ଏବଂ ଓଟିଟି। ମନୋରଞ୍ଜନର ଏ ସବୁ ପ୍ଲାଟଫର୍ମରେ ଦର୍ଶକଙ୍କୁ ନିଜ ଅଭିନୟରେ ଆଜି ବି ବାନ୍ଧି ରଖିଛନ୍ତି ଅଭିନେତା ସୋମେଶ ମହାନ୍ତି। କେବଳ ଏତିକି ନୁହେଁ ଆରଜେ ଭାବେ ସୋମେଶଙ୍କ ‘ମନର ମିତ ସୋମେଶ’ ରେଡିଓ ସୋ’କୁ ଶ୍ରୋତାମାନେ ବେଶ୍ ଭଲପାଇବା ଦେଇଛନ୍ତି।

ଓଡ଼ିଶାଲାଇଭ୍ ସହ ସାକ୍ଷାତକାର ବେଳେ ସୋମେଶ ତାଙ୍କ ଅଭିନୟ ଜୀବନର ଅନେକ ଖଟା-ମିଠା ଅନୁଭୂତି ଏବଂ ବ୍ୟକ୍ତିଗତ ଜୀବନର କିଛି ଘଟଣା-ଦୁର୍ଘଟଣା ବିଷୟରେ ଆଲୋଚନା କରିଛନ୍ତି। ଦେଖନ୍ତୁ ଭିଡିଓ।

Tags: #SomeshMohanty #Actor #OdiaCinema #Album #Entertainment #Interview

LEAVE A REPLY

Please enter your comment!
Please enter your name here