ଓଡ଼ିଶାଲାଇଭ୍ ସ୍ଵାସ୍ଥ୍ୟ ବ୍ୟୁରୋ
ସାଧାରଣତଃ କୋଳ ଯାଦୁ ଜଙ୍ଘ ଓ ଏହାର ଆଖପାଖ ସ୍ଥାନରେ ହୋଇଥାଏ, କିନ୍ତୁ ଯାଦୁ ଶରୀରର ଯେକୌଣସି ସ୍ଥାନରେ ମଧ୍ୟ ହୋଇପାରେ। ଏହାର ଚିକିତ୍ସା ନ କଲେ ଏହା ଧୀରେ ଧୀରେ ଆକାରରେ ବୃଦ୍ଧି ପାଇଥାଏ। ତେଣୁ ଏହାର ଚିକିତ୍ସା କରିବା ଜରୁରୀ ବୋଲି ଡାକ୍ତର କୁହନ୍ତି।
କୋଳ ଯାଦୁ କ’ଣ, ଏହା କାହିଁକି ହୁଏ ଏବଂ କିପରି ଏହାର ଚିକିତ୍ସା କରାଯାଏ, ସେ ସମ୍ପର୍କରେ ବିଶିଷ୍ଟ ଚର୍ମ ରୋଗ ବିଶେଷଜ୍ଞ ଡାକ୍ତର ଦେବସ୍ମିତା ବେହେରାଙ୍କଠାରୁ ଅଧିକ ଜାଣିବା ପାଇଁ ସ୍ଵାସ୍ଥ୍ୟପ୍ଲସ ଓଡ଼ିଆର ଏହି ଭିଡିଓ ଦେଖନ୍ତୁ।
Tags: #JockItch #TineaCruris #Causes #Symptoms #Treatment #OdiaHealthTips #DoctorsAdvice