ଓଡ଼ିଶାଲାଇଭ୍ ବ୍ୟୁରୋ
ନ୍ୟୁଟ୍ରିସନମାନଙ୍କ ଅନୁସାରେ ଆମ ଶରୀରରେ ରୋଗ ସୃଷ୍ଟି କରୁଥିବା ୧୦ଟି କାରଣ ମଧ୍ୟରୁ ୬ଟି କାରଣ ହେଉଛି ଖାଦ୍ୟପାନୀୟ ସମ୍ବନ୍ଧୀୟ। ତେଣୁ ପ୍ରତିଦିନ କେଉଁ ଖାଦ୍ୟକୁ କେତେ ପରିମାଣରେ ଖାଇବେ ତାହା ଜାଣିରଖନ୍ତୁ।
ଖାଦ୍ୟ ଗ୍ରାମ କ୍ୟାଲୋରୀ
ଅଟା, ଚାଉଳ, ମକା ୨୩୨ ୮୧୧
ଆଳୁ, କନ୍ଦମୂଳ ୫୦ ୩୯
ସବୁଜ ପନିପରିବା ୩୦୦ ୭୮
ସେଓ, ଡାଳିମ୍ବ, କଦଳୀ ୨୦୦ ୧୨୬
କ୍ଷୀର, ଦହି, ଲହୁଣୀ ୨୫୦ ୧୫୩
ମଟନ୍ ୧୪ ୧୪୩
ଚିକେନ୍ ୨୯ ୬୨
ଅଣ୍ଡା ୧୩ ୧୯
ମାଛ ୨୮ ୪୦
ତେଲ-ଘିଅ ୫୨ ୪୫୦
ଚିନି ୩୧ ୧୨୦