ବିଧାୟକ ବିଜୟ ଶଙ୍କର ଦାସଙ୍କ ଅଡ଼ୁଆ ବଢ଼ିଲା, ନ୍ୟାୟ ପାଇଁ ହାଇକୋର୍ଟଙ୍କ ଦ୍ୱାରସ୍ଥ ହେଲେ ସୋମାଲିକା

ଓଡ଼ିଶାଲାଇଭ୍ ବ୍ୟୁରୋ ତିର୍ତ୍ତୋଲର ବିଧାୟକ ବିଜୟ ଶଙ୍କର ଦାସଙ୍କ ଅଡୁଆ ବଢ଼ିବାରେ ଲାଗିଛି। ବିଜୟ ଶଙ୍କରଙ୍କ ବିରୋଧରେ ଶେଷରେ ଓଡ଼ିଶା ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି ବାନ୍ଧବୀ ସୋମାଲିକା ଦାଶ। ନିକଟରେ ବିଧାୟକ ବିଜୟ ଶଙ୍କର ଦାସ ଅନ୍ୟ...

ବିବାହ ବିଚ୍ଛେଦ ମାମଲା: ବର୍ଷାଙ୍କୁ ହାଇକୋର୍ଟଙ୍କ ନୋଟିସ୍

ଓଡ଼ିଶାଲାଇଭ୍ ବ୍ୟୁରୋ ସେଲିବ୍ରିଟି କପଲ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ ଓ ସାଂସଦ ତଥା ଅଭିନେତା ଅନୁଭବ ମହାନ୍ତିଙ୍କ ବିବାହ ବିଚ୍ଛେଦ ମାମଲାରେ ପଡ଼ିପାରୁନି ପୂର୍ଣ୍ଣଚ୍ଛେଦ। ଏହି ମାମଲାରେ ମଙ୍ଗଳବାର ଦିନ ବର୍ଷାଙ୍କୁ ନୋଟିସ୍ କରିଛନ୍ତି...

ବାଙ୍କୀରେ ମର୍ମନ୍ତୁଦ ଦୁର୍ଘଟଣା: ପିକଅପ ଭ୍ୟାନ ଧକ୍କାରେ ୩ ଛାତ୍ରଙ୍କର ମୃତ୍ୟୁ

ଓଡ଼ିଶାଲାଇଭ୍ ବ୍ୟୁରୋ କଟକ ଜିଲ୍ଲା ବାଙ୍କୀ ଥାନା ଅନ୍ତର୍ଗତ ରଣଶଙ୍ଖଠାରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ୩ ଜଣ ଦଶମ ଶ୍ରେଣୀ ଛାତ୍ରଙ୍କ ମୃତ୍ୟୁ ହୋଇଛି। ମୃତକଙ୍କ ମଧ୍ୟରୁ ଦୁଇ ଜଣଙ୍କ ଘର ହରିରାଜପୁର ଗାଁରେ...

ନଭେମ୍ବର ୨୭ରୁ କଟକର ଐତିହାସିକ ବାଲିଯାତ୍ରା

ଓଡ଼ିଶାଲାଇଭ୍ ବ୍ୟୁରୋ ଆସନ୍ତା ନଭେମ୍ବର ୨୭ ତାରିଖରୁ କଟକର ଐତିହାସିକ ବାଲିଯାତ୍ରା। ଚଳିତ ବର୍ଷ ୮ ଦିନ ବାଲିଯାତ୍ରା କରିବାକୁ ନିଷ୍ପତ୍ତି ନେଇଛି ଜିଲ୍ଲା ପ୍ରଶାସନ। ଐତିହାସିକ ବାଲିଯାତ୍ରା ନଭେମ୍ବର ୨୭ରୁ ଡିସେମ୍ବର ୪ ତାରିଖ...

ହାଇକୋର୍ଟଙ୍କ ନିର୍ଦେଶ: ବିଧାୟକ ମହମ୍ମଦ ମୋକିମ ଦେବେ ୧୦ ହଜାର ଟଙ୍କା ଜୋରିମାନା

ଓଡ଼ିଶାଲାଇଭ୍ ବ୍ୟୁରୋ କଟକ ବାରବାଟୀ ବିଧାୟକ ମହମ୍ମଦ ମୋକିମଙ୍କୁ ୧୦ ହଜାର ଟଙ୍କା ଜୋରିମାନା ନିର୍ଦେଶ ଦେଇଛନ୍ତି ଓଡ଼ିଶା ହାଇକୋର୍ଟ। ଏକ ମିଥ୍ୟା ସତ୍ୟପାଠ ମାମଲାରେ ହାଜର ନହେବାରୁ ମହମ୍ମଦ ମୋକିମଙ୍କୁ ଶୁକ୍ରବାର ଦିନ ଏହି...

ମାହାଙ୍ଗା ଡବଲ ମର୍ଡର ମାମଲା: ଅକ୍ଟୋବର ୩୧ରେ କୋର୍ଟରେ ହାଜର ହେବାକୁ ବିଧାୟକ ପ୍ରତାପ କୁମାର ଜେନାଙ୍କୁ ନିର୍ଦେଶ

ଓଡ଼ିଶାଲାଇଭ୍ ବ୍ୟୁରୋ ମାହାଙ୍ଗା ଡବଲ ମର୍ଡର ମାମଲାରେ ବିଧାୟକ ପ୍ରତାପ ଜେନାଙ୍କୁ ସାଲେପୁର ଜେଏମଏଫସି କୋର୍ଟ ସମନ କରିଛନ୍ତି। ଆସନ୍ତା ଅକ୍ଟୋବର ୩୧ ତାରିଖରେ ହାଜର ହେବା ପାଇଁ କୋର୍ଟ ତାଙ୍କୁ ନିର୍ଦେଶ ଦେଇଛନ୍ତି। ସାଲେପୁର...

ଏଥର ଜମିବ ଦୁର୍ଗାପୂଜା: ରାତି ୧୨ଟା ଯାଏଁ ମେଲୋଡିରେ ମସଗୁଲ ହେବେ ଦର୍ଶକ

ଓଡ଼ିଶାଲାଇଭ୍ ବ୍ୟୁରୋ ଏଥର ଜମିବ ଦୁର୍ଗାପୂଜା। କାରଣ ରାତି ୧୨ଟା ଯାଏଁ ଚାଲିବ ମେଲୋଡି କାର୍ଯ୍ୟକ୍ରମ। ଏ ନେଇ ଗୁରୁବାର ଦିନ ସୂଚନା ଦେଇଛନ୍ତି ପୋଲିସ କମିଶନର ସୌମେନ୍ଦ୍ର ପ୍ରିୟଦର୍ଶୀ। ଏହା ପୂର୍ବରୁ ପାର୍ବଣରେ ମେଲୋଡି ପାଇଁ...

ଉଦ୍ଧାର ହେଲା ବାଙ୍କୀ ଜାତମୁଣ୍ଡିଆ ପୋଲ ଉପରେ ଝୁଲି ରହିଥିବା ବସ, ୬୦ ଯାତ୍ରୀ ସୁରକ୍ଷିତ

ଓଡ଼ିଶାଲାଇଭ୍ ବ୍ୟୁରୋ ବାଙ୍ଗୀ ଜାତମୁଣ୍ଡିଆ ପୋଲ ଉପରେ ଝୁଲି ରହିଥିବା ବସକୁ ଉଦ୍ଧାର କରାଯାଇଛି। ଏକ ବଡ଼ ଦୁର୍ଘଟଣାରୁ ବଞ୍ଚି ଯାଇଛି ପ୍ରାୟ ୬୦ ଯାତ୍ରୀଙ୍କ ଜୀବନ। ମଙ୍ଗଳବାର ସକାଳେ ଅନୁଗୁଳରୁ ପ୍ରାୟ ୬୦ ଜଣ...

ବିଜୁଳି ପରେ ଏବେ ପାଣି ସମସ୍ୟା: ଏସସିବିରେ ରୋଗୀ ହନ୍ତସନ୍ତ

ଓଡ଼ିଶାଲାଇଭ୍ ବ୍ୟୁରୋ କଟକ ବଡ଼ ମେଡିକାଲର ବିଭିନ୍ନ ୱାର୍ଡରେ ଏବେ ପାଣି ସମସ୍ୟା ଦେଖାଦେଇଛି କଟକ ବଡ଼ ମେଡିକାଲରେ ଗୋଟିଏ ପରେ ଗୋଟିଏ ସମସ୍ୟା ଦେଖିବାକୁ ମିଳୁଛି। ଦିନକ ତଳେ ବିଜୁଳି ନ ଥିଲା। ଏବେ ଆସୁନାହିଁ...

ଶ୍ରୀମନ୍ଦିର ରତ୍ନଭଣ୍ଡାର ସୁରକ୍ଷା ଓ ମରାମତି ମାମଲା: ଓଡ଼ିଶା ହାଇକୋର୍ଟରେ ଶୁଣାଣି ଶେଷ, ରାୟ ସଂରକ୍ଷିତ

ଓଡ଼ିଶାଲାଇଭ୍ ବ୍ୟୁରୋ ଶ୍ରୀମନ୍ଦିର ରତ୍ନଭଣ୍ଡାର ସୁରକ୍ଷା ଓ ଏହାର ମରାମତି ପ୍ରସଙ୍ଗରେ ଦାୟର ମାମଲାର ମଙ୍ଗଳବାର ଦିନ ଶୁଣାଣି ଶେଷ ହୋଇ ରାୟ ସଂରକ୍ଷିତ ରହିଛି। ପ୍ରାୟ ଦେଢ଼ ଘଣ୍ଟା ଧରି ସମସ୍ତ ପକ୍ଷଙ୍କୁ...