ଭୁବନେଶ୍ଵର: କଳିଙ୍ଗ ଚାରୁକଳା ମହାବିଦ୍ୟାଳୟର ଷଷ୍ଠ ପ୍ରତିଷ୍ଠା ଉତ୍ସବ ଅନୁଷ୍ଠିତ

ଓଡ଼ିଶାଲାଇଭ୍ ବ୍ୟୁରୋ କଳିଙ୍ଗ ଚାରୁକଳା ମହାବିଦ୍ୟାଳୟର ଷଷ୍ଠ ପ୍ରତିଷ୍ଠା ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ବୁଧବାର ଭୁବନେଶ୍ଵର ସ୍ଥିତ ବୁଦ୍ଧ ଆର୍ଟ ଗ୍ୟାଲେରୀ ପରିସରରେ ଏହି କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। ଏଥିରେ ଉତ୍କଳ ସଂସ୍କୃତି ବିଶ୍ଵବିଦ୍ୟାଳୟର...

ଓଡ଼ିଶାର ପ୍ରଥମ ‘ଆଦିବାସୀ ଭବନ’ର ଶିଳାନ୍ୟାସ, ଖର୍ଚ୍ଚ ହେବ ୧୦୦ କୋଟି ଟଙ୍କା

ଓଡ଼ିଶାଲାଇଭ୍ ବ୍ୟୁରୋ ଭୁବନେଶ୍ୱର ସ୍ଥିତ ଗୋଠପାଟଣାଠାରେ ଓଡ଼ିଶାର ପ୍ରଥମ ‘ଆଦିବାସୀ ଭବନ’ର ଶିଳାନ୍ୟାସ ହୋଇଛି। ବୁଧବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହାର ଶିଳାନ୍ୟାସ କରିଥିଲେ। ରାଜ୍ୟ ଅନୁସୂଚିତ ଜାତି ଓ ଅନୁସୂଚିତ ଜନଜାତି ଉନ୍ନୟନ...

ୟୁସିସିଆଇଏଲ ନାରୀଶକ୍ତି କମିଟି ଓ ଡବ୍ଲ୍ୟୁଟିସି ମହିଳା ଫୋରମର ମିଳିତ ଉଦ୍ୟମ ‘ନାରୀଶକ୍ତି କନକ୍ଲେଭ’

ଓଡ଼ିଶାଲାଇଭ୍ ବ୍ୟୁରୋ (ଭୁବନେଶ୍ଵର): ୟୁସିସିଆଇଏଲ ନାରୀ ଶକ୍ତି କମିଟି ଏବଂ ଡବ୍ଲ୍ୟୁଟିସି ମହିଳା ଫୋରମର ମିଳିତ ଉଦ୍ୟମରେ ଭୁବନେଶ୍ଵରସ୍ଥିତ ରେଡକ୍ରସ ଭବନଠାରେ ବୁଧବାର ଦିନ ଆୟୋଜିତ ହୋଇଯାଇଛି ‘ନାରୀଶକ୍ତି କନକ୍ଳେଭ’। ଅନ୍ତର୍ଜାତୀୟ ମହିଳା ଦିବସ...

ଆଜି ବିଜେଡି ଓ ବିଜେପିର ଦଳୀୟ ବୈଠକ, ସାଧାରଣ ନିର୍ବାଚନ ପୂର୍ବରୁ ମେଣ୍ଟ ନେଇ ବଢ଼ିଲା ଚର୍ଚ୍ଚା

ଓଡ଼ିଶାଲାଇଭ୍ ବ୍ୟୁରୋ ଆଗାମୀ ସାଧାରଣ ନିର୍ବାଚନକୁ ଆଉ ଅଳ୍ପ ଦିନ ରହିଥିବାବେଳେ ରାଜ୍ୟ ରାଜନୀତି ସରଗରମ ହୋଇଛି। ବୁଧବାର ଭୁବନେଶ୍ଵରରେ ବିଜେଡିର ଓ ନୂଆଦିଲ୍ଲୀରେ ବିଜେପିର ଦଳୀୟ ବୈଠକ ରାଜନୈତିକ ଜନମାନସରେ ଉଷ୍ମତା ଭରିଛି।...

ପ୍ରଥମ ପ୍ରତିଷ୍ଠା ଦିବସ ପାଳନ କରିଛି ‘ଓଡ଼ିଶା ୱିମେନ୍‌ ଇନ ମିଡିଆ’

ଓଡ଼ିଶାଲାଇଭ୍ ବ୍ୟୁରୋ (ଭୁବନେଶ୍ୱର): ଭୁବନେଶ୍ୱରଠାରେ ପ୍ରଥମ ପ୍ରତିଷ୍ଠା ଦିବସ ପାଳନ କରିଛି ‘ଓଡ଼ିଶା ୱିମେନ୍‌ ଇନ ମିଡିଆ’ (ଓଡବ୍ଲ୍ୟୁଏମ୍‌)। ଓଡବ୍ଲ୍ୟୁଏମ୍‌ ପକ୍ଷରୁ ଆୟୋଜିତ ସମାରୋହରେ ଭୁବନେଶ୍ୱର ମହାନଗର ନିଗମ ମେୟର ସୁଲୋଚନା ଦାସ, ରାଜ୍ୟ...

କଟକ-ବାରବାଟୀ ନିର୍ବାଚନୀ ଅନିୟମିତତା ମାମଲା: ମହମ୍ମଦ ମୋକିମଙ୍କ ନିର୍ବାଚନକୁ ଅସିଦ୍ଧ ଘୋଷଣା କଲେ ଓଡ଼ିଶା ହାଇକୋର୍ଟ

ଓଡ଼ିଶାଲାଇଭ୍ ବ୍ୟୁରୋ କଟକ-ବାରବାଟୀ ବିଧାୟକ ମହମ୍ମଦ ମୋକିମଙ୍କ ନିର୍ବାଚନକୁ ଅସିଦ୍ଧ ଘୋଷଣା କରିଛନ୍ତି ଓଡ଼ିଶା ହାଇକୋର୍ଟ। ନିର୍ବାଚନୀ ଅନିୟମିତତା ମାମଲାର ଶୁଣାଣି କରି କୋର୍ଟ ଏହି ରାୟ ପ୍ରଦାନ କରିଛନ୍ତି। ୨୦୧୯ ବିଧାନସଭା ନିର୍ବାଚନ ଲାଗି...

ଉତ୍ତର ଓଡ଼ିଶାର ବିଭିନ୍ନ ଜିଲ୍ଲାରେ ବର୍ଷା ସମ୍ଭାବନା, ତାତିରୁ ମିଳିବ ଆଶ୍ଵସ୍ତି!

ଓଡ଼ିଶାଲାଇଭ୍ ବ୍ୟୁରୋ ଓଡ଼ିଶାରେ ଖରା ବଢ଼ୁଥିବାବେଳେ ଏବେ ତାତିରୁ ସାମାନ୍ୟ ଆଶ୍ଵସ୍ତି ମିଳିବାକୁ ଯାଉଛି। ମଙ୍ଗଳବାରଠାରୁ ଉତ୍ତର ଓଡ଼ିଶାର ବିଭିନ୍ନ ଜିଲ୍ଲାରେ ବର୍ଷା ହେବାର ସମ୍ଭାବନା ରହିଛି। ଏନେଇ ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର...

ଜନଜାତି ଜୀବନକୁ ଗୋଟିଏ ଛାତ ତଳେ ବାନ୍ଧି ରଖିଛି ଭୁବନେଶ୍ୱରସ୍ଥିତ ‘ଓଡ଼ିଶା ରାଜ୍ୟ ଜନଜାତି ସଂଗ୍ରହାଳୟ’

ଓଡ଼ିଶାଲାଇଭ୍ ବ୍ୟୁରୋ https://www.youtube.com/watch?v=q0Ju6BO8XMw ଅନନ୍ୟ ଆମ ଜନଜାତି ଜୀବନ। ସମୃଦ୍ଧ ଜନଜାତି ସଂସ୍କୃତି। ନିଆରା ଏହି ଜନଜାତି ପରମ୍ପରା। ଏସବୁ ଓଡ଼ିଶାକୁ ଦେଇଛି ଏକ ସ୍ୱତନ୍ତ୍ର ପରିଚୟ। ସେଇ ଜନଜାତି ଜୀବନକୁ ଗୋଟିଏ ଛାତ ତଳେ...

ବିଜେଡି ଛାଡ଼ିଲେ ଜୟଦେବ ବିଧାୟକ ଅରବିନ୍ଦ ଢାଲି, ବିଜେପିରେ ହେବେ ସାମିଲ

ଓଡ଼ିଶାଲାଇଭ୍ ବ୍ୟୁରୋ ବିଜେଡିରୁ ଇସ୍ତଫା ଦେଇଛନ୍ତି ଜୟଦେବ ବିଧାୟକ ଅରବିନ୍ଦ ଢାଲି। ଶନିବାର ସେ ବିଜେଡିର ପ୍ରାଥମିକ ସଦସ୍ୟ ପଦ ଛାଡ଼ିଛନ୍ତି। ଅରବିନ୍ଦ ଢାଲି ନିଜ ଇସ୍ତଫା ପତ୍ର ମୁଖ୍ୟମନ୍ତ୍ରୀଙ୍କ ନିକଟକୁ ପଠାଇଛନ୍ତି। ଏହାପରେ...

ବିଜୁ ପଟ୍ଟନାୟକଙ୍କ ଜୀବନ କାହାଣୀ ‘ଦ ଟଲ୍ ମ୍ୟାନ୍’ର ଓଡ଼ିଆ ଅନୁବାଦ ଉନ୍ମୋଚିତ

ଓଡ଼ିଶାଲାଇଭ୍ ବ୍ୟୁରୋ ବିଜୁ ପଟ୍ଟନାୟକଙ୍କ ଦୁଃସାହସିକ ଜୀବନ କାହାଣୀକୁ ନେଇ ରଚିତ ପୁସ୍ତକ ‘ଦ ଟଲ୍ ମ୍ୟାନ୍‌’ର ଓଡ଼ିଆ ଅନୁବାଦ ଉନ୍ମୋଚିତ ହୋଇଛି। ଶୁକ୍ରବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ପୁସ୍ତକକୁ ଉନ୍ମୋଚନ କରିଥିଲେ।...