ଜୀବନ ନେଲା ଜୀବନ ସାଥୀ: ପତ୍ନୀକୁ ହାଣି ପ୍ରେସର କୁକରରେ ସିଝେଇଲେ ପୂର୍ବତନ ସେନା ଯବାନ

ଓଡ଼ିଶାଲାଇଭ୍ ବ୍ୟୁରୋ ଯାହା ହାତଧରି ସାତ ଜନ୍ମର ସାଥୀ କରିଥିଲା, ତାକୁ ହିଁ ନିଜ ହାତରେ ମାରିଦେଲା ସ୍ୱାମୀ। ସଇତାନ ପାଲଟି ଗଲା ସ୍ୱାମୀ। ଯାହା ହାତ ଧରି ସାତ ଜନମର ସାଥୀ କରିଥିଲା, ତାକୁ...

ଶାରୋନ ରାଜ ହତ୍ୟା ମାମଲା: ପ୍ରେମିକା ଗ୍ରୀଷ୍ମାଙ୍କୁ ଫାଶୀଦଣ୍ଡ ଦେଲେ କେରଳ କୋର୍ଟ

ଓଡ଼ିଶାଲାଇଭ୍ ବ୍ୟୁରୋ ପୁରୁଷ ହୁଅନ୍ତୁ କି ନାରୀ, ବିଚାର ସମସ୍ତଙ୍କ ପାଇଁ ସମାନ। ଯିଏ ଦୋଷ କରେ ସିଏ ଦଣ୍ଡ ପାଏ। ପ୍ରେମିକକୁ ହତ୍ୟା କରିବା ଦୋଷରେ ପ୍ରେମିକାକୁ ଫାଶୀଦଣ୍ଡ ଦେଇଛନ୍ତି କେରଳ କୋର୍ଟ। ଶାରୋନ...

ବହୁଚର୍ଚ୍ଚିତ କୋଲକାତା ଅଭୟା ଦୁଷ୍କର୍ମ ଓ ହତ୍ୟା ମାମଲା: ସଞ୍ଜୟ ରାୟକୁ ଆଜୀବନ କାରାଦଣ୍ଡ

ଓଡ଼ିଶାଲାଇଭ୍ ବ୍ୟୁରୋ ବହୁ ଚର୍ଚ୍ଚିତ କୋଲକାତା ଆରଜି କର ମେଡିକାଲ କଲେଜର ଟେନିଂ ଡାକ୍ତର ଅଭୟା ଦୁଷ୍କର୍ମ ଓ ହତ୍ୟା ମାମଲାର ରାୟ ପ୍ରକାଶ ପାଇଛି। ମୁଖ୍ୟ ଅଭିଯୁକ୍ତ ସଞ୍ଜୟ ରାୟକୁ ଦୋଷୀ ସାବ୍ୟସ୍ତ...

ପୂର୍ବତନ ସ୍ଵାସ୍ଥ୍ୟମନ୍ତ୍ରୀ ନବ କିଶୋର ଦାସ ହତ୍ୟା ମାମଲାରେ ନୂଆ ମୋଡ଼: ଏକାଧିକ ବନ୍ଧୁକରୁ ହୋଇଥିଲା ଗୁଳିମାଡ଼!

ଓଡ଼ିଶାଲାଇଭ୍ ବ୍ୟୁରୋ ବହୁଚର୍ଚ୍ଚିତ ପୂର୍ବତନ ସ୍ଵାସ୍ଥ୍ୟମନ୍ତ୍ରୀ ନବ କିଶୋର ଦାସ ହତ୍ୟା ମାମଲା ନୂଆ ମୋଡ଼ ନେଇଛି। କେବଳ ଗୋପାଳର ନୁହେଁ ଏକାଧିକ ବନ୍ଧୁକରୁ ଗୁଳିମାଡ଼ ହୋଇଥିବା ରାଜ୍ୟ ଫରେନ୍ସିକ ସାଇନ୍ସ ଲ୍ୟାବ (ଏସଏଫଏସଏଲ)...

ଅଭିନେତା ସୈଫ ଅଲ୍ଲି ଖାନଙ୍କୁ ଆକ୍ରମଣ ଘଟଣା: ଅଭିଯୁକ୍ତଙ୍କୁ ଧରିଲା ମୁମ୍ବାଇ ପୋଲିସ

ଓଡ଼ିଶାଲାଇଭ୍ ବ୍ୟୁରୋ ବଲିଉଡ ଅଭିନେତା ସୈଫ ଅଲ୍ଲି ଖାନଙ୍କୁ ଆକ୍ରମଣ ଘଟଣାରେ ଅଭିଯୁକ୍ତଙ୍କୁ ଧରିଛି ବାନ୍ଦ୍ରା ପୋଲିସ। ଅଭିଯୁକ୍ତକୁ ଥାନାରେ ରଖି ପୋଲିସ ପଚରା ଉଚରା କରୁଛି। ଅଭିଯୁକ୍ତଙ୍କୁ ଧରିବାକୁ ମୁମ୍ବାଇ ପୋଲିସ ଏବଂ...

ରାୟଗଡ଼ା ଟ୍ରିପଲ ମର୍ଡର ମାମଲା: ୯ ହତ୍ୟାକାରୀଙ୍କ ଫାଶୀଦଣ୍ଡକୁ କୋହଳ କରି ଆଜୀବନ କାରାଦଣ୍ଡ ଦେଲେ ଓଡ଼ିଶା ହାଇକୋର୍ଟ

ଓଡ଼ିଶାଲାଇଭ୍ ବ୍ୟୁରୋ ଓଡ଼ିଶା ହାଇକୋର୍ଟଙ୍କ ବଡ଼ ରାୟ। ଗତ ୨୦୧୬ ମସିହା ସେପ୍ଟେମ୍ବର ମାସରେ ରାୟଗଡ଼ା ଜିଲ୍ଲା ପୁଟାସିଂ ଥାନା କିତୁଂ ଗାଁରେ ଘଟିଥିବା ଟ୍ରିପଲ ମର୍ଡର ମାମଲାର ବିଚାର କରି ୯ ଜଣ...

ମିଛ ପରିଚୟରେ ଲୁଟୁଥିଲେ: ଖୋଲୁଛି ହଂସିତା ଅଭିଲପ୍ସା-ଅନିଲ ମହାନ୍ତିଙ୍କ ଗୁମର

ଓଡ଼ିଶାଲାଇଭ୍ ବ୍ୟୁରୋ ବଡ଼ ଆପାର୍ଟମେଣ୍ଟରେ ରହୁଥିଲେ ନାମୀ ଦମୀ ଗାଡ଼ିରେ ବୁଲୁଥିଲେ। ନିଜକୁ ପ୍ରଧାନମନ୍ତ୍ରୀଙ୍କ ପ୍ରମୁଖ ସଚିବ ପିକେ ମିଶ୍ରଙ୍କ ଝିଅ-ଜ୍ଵାଇଁ କହି ବଡ଼ବଡ଼ିଆଙ୍କୁ ଠକୁଥିଲେ ହଂସିତା ଅଭିଲିପ୍ସା ଓ ଅନିଲ ମହାନ୍ତି। ଅନିଲ-ହଂସିତା...

ଜୀବନ ବୀମା ଟଙ୍କା ପାଇଁ ଜୀବନ ଗଲା: ସାଙ୍ଗକୁ ମାରିଦେଲା ସାଙ୍ଗ

ଓଡ଼ିଶାଲାଇଭ୍ ବ୍ୟୁରୋ ଅର୍ଥ ଲୋଭ ମଣିଷକୁ ବାଟବଣା କରିଦିଏ। କିଏ ପଥଭ୍ରଷ୍ଟ ହୁଏ ତ ଆଉ କିଏ ଅପରାଧକୁ ହତିଆର କରେ। ଗୁଜୁରାଟର ଗୋଣ୍ଡାଲ ସହରରେ ଘଟିଯାଇଛି ଏକ ଆଶ୍ଚର୍ଯ୍ୟଜନକ ଅପରାଧ ଘଟଣା। ଜୀବନ ବୀମା...

ଛତିଶଗଡ଼ରେ ଭତ୍ତା ପାଉଛନ୍ତି ଅଭିନେତ୍ରୀ ସନ୍ନି ଲିଓନୀ!

ଓଡ଼ିଶାଲାଇଭ୍ ବ୍ୟୁରୋ ମାସିକିଆ ଭତ୍ତା ପାଉଛନ୍ତି ଅଭିନେତ୍ରୀ ସନ୍ନି ଲିଓନୀ। ମାସକୁ ୧,୦୦୦ ଟଙ୍କା ଯାଉଛି ସନ୍ନି ଲିଓନୀଙ୍କ ଆକାଉଣ୍ଟକୁ। ଶୁଣିବାକୁ ଆଶ୍ଚର୍ଯ୍ୟ ଲାଗୁଥିଲେ ମଧ୍ୟ ଏଭଳି ମାମଲା ଆସିଛି ଛତିଶଗଡ଼ରୁ। ଅଭିନେତ୍ରୀ ସନ୍ନି...

ବୌଦ୍ଧ: ଭିଜିଲାନ୍ସ ହାବୁଡ଼ରେ ଦୁଇ ବୟନ ଶିଳ୍ପ ଇନ୍ସପେକ୍ଟର

ଓଡ଼ିଶାଲାଇଭ୍ ବ୍ୟୁରୋ (ବୌଦ୍ଧରୁ ଦେବବ୍ରତ ଦାଶ): ଭିଜିଲାନ୍ସ ହାବୁଡ଼ରେ ପଡ଼ିଛନ୍ତି ବୌଦ୍ଧ ବୟନ ଶିଳ୍ପ ସହକାରୀ ନିର୍ଦ୍ଦେଶକଙ୍କ କାର୍ଯ୍ୟାଳୟର ଦୁଇ ଇନ୍ସପେକ୍ଟର। ୧୦ ହଜାର ଟଙ୍କା ଲାଞ୍ଚ ନେବା ଅଭିଯୋଗରେ ଦୁଇ ବୟନ ଶିଳ୍ପ...