ରାଜଧାନୀ ଭୁବନେଶ୍ୱରରେ ଦୁଷ୍କର୍ମ ଅଭିଯୋଗ, ଅଭିଯୁକ୍ତ ଗିରଫ
ଓଡ଼ିଶାଲାଇଭ୍ ବ୍ୟୁରୋ
ଏବେ ରାଜ୍ୟରେ ଦୁଷ୍କର୍ମ ବଢ଼ିବାରେ ଲାଗିଛି। ନିକଟରେ ପୋଲିସ୍ ଅଧିକାରୀଙ୍କ ଦ୍ୱାରା ପୁରୀରେ ଗଣଦୁଷ୍କର୍ମ ଅଭିଯୋଗ ହୋଇଥିବା ବେଳେ ଏବେ ରାଜଧାନୀ ଭୁବନେଶ୍ୱର ଖଣ୍ଡଗିରି ଅଞ୍ଚଳରେ ଏକ ଦୁଷ୍କର୍ମ ଅଭିଯୋଗ ହୋଇଛି।...
କେବେ ଖୋଲିବ ପୁରୀ ଗଣଦୁଷ୍କର୍ମ ରହସ୍ୟ?
ଓଡ଼ିଶାଲାଇଭ୍ ବ୍ୟୁରୋ
ପୁରୀ ଗଣଦୁଷ୍କର୍ମକୁ ନେଇ ଅନ୍ଧାରରେ ବାଡ଼ି ବୁଲାଉଛି ପୋଲିସ।
ପୁରୀ ପୋଲିସ ବାରାକ୍ରେ ଥିବା ଏକ କ୍ୱାର୍ଟର୍ସରେ ଜଣେ ନାବାଳିକାଙ୍କୁ ଗଣଦୁଷ୍କର୍ମ ଘଟଣାକୁ ତିନି ଦିନ ବିତିଲାଣି। ହେଲେ ପୋଲିସ ଏଯାଏଁ ଘଟଣା...
ସିଗାରେଟ୍ ଟ୍ରକ ଲୁଟ୍ ଘଟଣାର ପର୍ଦ୍ଦାଫାସ, ୨ ବ୍ୟବସାୟୀ ଗିରଫ
ଓଡ଼ିଶାଲାଇଭ୍ ବ୍ୟୁରୋ
ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀ ଥାନା ଅଞ୍ଚଳ ଏନ୍ଏଚ୍-୧୬ରୁ ସିଗାରେଟ୍ ଟ୍ରକ୍ ଲୁଟ୍ ଘଟଣାର ପର୍ଦ୍ଦାଫାସ କଲା ଟାଙ୍ଗୀ ପୋଲିସ। ସିଗାରେଟ୍ ଚୋରି କରିଥିବା ୨ ଜଣ ବ୍ୟବସାୟୀଙ୍କୁ ଟାଙ୍ଗୀ ପୋଲିସ ଗିରଫ...
ପୁରୀ ପୋଲିସ କ୍ୱାର୍ଟର୍ସରେ ଗଣଦୁଷ୍କର୍ମ – ଅଭିଯୁକ୍ତ ଆସିବେ ରିମାଣ୍ଡରେ, ପୀଡ଼ିତାଙ୍କୁ ପ୍ରଶ୍ନ କରିବ ପୋଲିସ
ଓଡ଼ିଶାଲାଇଭ୍ ବ୍ୟୁରୋ
ପୁରୀ ପୋଲିସ୍ କ୍ୱାର୍ଟର୍ସରେ ହୋଇଥିବା ଗଣଦୁଷ୍କର୍ମ ମାମଲା ଦିନକୁ ଦିନ ଜଟିଳ ହେଉଛି। ଗିରଫ ଦୁଇ ଅଭିଯୁକ୍ତ ଜେଲ୍ ଯାଇଥିବା ବେଳେ ଦୁଷ୍କର୍ମ ସମ୍ପର୍କରେ ପୀଡ଼ିତାଙ୍କୁ ଅଧିକ ପଚରା ଉଚରା କରିବା...
ମେଡିକାଲ୍ କଲେଜରେ ନାମଲେଖା ନାଁରେ ଠକେଇ – କ୍ରାଇମବ୍ରାଞ୍ଚ ହାତରେ ମାଷ୍ଟର୍ ମାଇଣ୍ଡ୍
ଓଡ଼ିଶାଲାଇଭ୍ ବ୍ୟୁରୋ
କଟକ: ମେଡିକାଲ୍ କଲେଜରେ ଏମ୍ବିବିଏସ୍ ପାଠ୍ୟକ୍ରମରେ ନାମ ଲେଖାଇ ଦେବା ନାଁରେ ଠକେଇ କରୁଥିବା ଏକ ବଡ଼ ରାକେଟର ପର୍ଦ୍ଦାଫାସ କରିଛି କ୍ରାଇମବ୍ରାଞ୍ଚ। ଏହି ରାକେର ପେଣ୍ଠସ୍ଥଳ ହେଉଛି ଭୁବନେଶ୍ୱର। ଭୁବନେଶ୍ୱରେ...
ଗୋଟିଏ ପରିବାରରେ ୫ ଜଣଙ୍କ ମୃତ୍ୟୁ, ପୁଅ-ଝିଅଙ୍କ ତଣ୍ଟି ଚିପି ହତ୍ୟା ପରେ ଆତ୍ମହତ୍ୟା କଲେ ଦମ୍ପତ୍ତି
ଓଡ଼ିଶାଲାଇଭ୍ ବ୍ୟୁରୋ
ଗୋଟିଏ ପରିବାରର ୫ ଜଣଙ୍କ ମୃତ୍ୟୁ ହୋଇଛି। ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ଉତ୍ତରପ୍ରଦେଶ ଗାଜିଆବାଦ ଅଞ୍ଚଳରେ। ଅର୍ଥିକ ଦେବାଳି ହେବା ପରେ ଏକ ଜିନ୍ସ ଫ୍ୟାକ୍ଟ୍ରିର ମାଲିକ ନିଜ...
ପୁରୀ ଦୁଷ୍କର୍ମ ପୀଡ଼ିତାଙ୍କ ମୁହଁରେ ସେହି ଲୋମଟାଙ୍କୁରା ଘଟଣା
ଓଡ଼ିଶାଲାଇଭ୍ ବ୍ୟୁରୋ
https://www.youtube.com/watch?v=cUG7k5EPJX4
ପୋଲିସର ପାଶବିକ ଅତ୍ୟାଚାର ସମ୍ପର୍କରେ ମୁହଁ ଖୋଲିଲେ ପୁରୀ ଦୁଷ୍କର୍ମ ପୀଡ଼ିତା।
ପୁରୀ ପୋଲିସ କ୍ୱାର୍ଟର୍ସରେ ଗଣଦୁଷ୍କର୍ମ। ଏହି ଦୁଷ୍କର୍ମରେ ଅନ୍ୟ କେହି ନୁହେଁ, ଖୋଦ୍ ପୋଲିସ କର୍ମଚାରୀ ସାମିଲ। ପୋଲିସ କ୍ୱାର୍ଟର୍ସରେ...
ପୁରୀ ଦୁଷ୍କର୍ମ ମାମଲାରେ କେନ୍ଦ୍ରାଞ୍ଚଳ ଡିଆଜିଙ୍କ ପ୍ରେସ୍ମିଟ୍ – କହିଲେ, ‘’୨୦ ଦିନ ଭିତରେ ହେବ ଚାର୍ଜସିଟ୍’’
ଓଡ଼ିଶାଲାଇଭ୍ ବ୍ୟୁରୋ
https://www.youtube.com/watch?v=cUG7k5EPJX4&feature=emb_logo
ପୁରୀ ଯୁବତୀଙ୍କୁ ଗଣଦୁଷ୍କର୍ମ ମାମଲାରେ କେନ୍ଦ୍ରାଞ୍ଚଳ ଡିଆଇଜି ଆଶିଷ ସିଂ ସାମ୍ବାଦିକ ସମ୍ମିଳନୀ କରିଛନ୍ତି। କେନ୍ଦ୍ରାଞ୍ଚଳ ଡିଆଇଜି ଗଣମାଧ୍ୟମକୁ କହିଛନ୍ତି, ‘‘୧୬୪ ଅଧାରରେ ମାଜିଷ୍ଟ୍ରେଟ୍ଙ୍କ ଉପସ୍ଥିତିରେ ନାବାଳିକାଙ୍କ ବୟାନକୁ ରେକର୍ଡ କରାଯାଇଛି।...
ପୁରୀ ଦୁଷ୍କର୍ମ ମାମଲାରେ ଗିରଫ ହେଲା ମୁଖ୍ୟ ଅଭିଯୁକ୍ତ
ଓଡ଼ିଶାଲାଇଭ୍ ବ୍ୟୁରୋ
https://www.youtube.com/watch?v=cUG7k5EPJX4&feature=emb_logo
ପୁରୀରେ ଯୁବତୀଙ୍କୁ ଗଣଦୁଷ୍କର୍ମ କରିବା ଅଭିଯୋଗରେ ବହିଷ୍କୃତ ପୋଲିସ କନ୍ଷ୍ଟେବଲ୍ ଜିତେନ୍ଦ୍ର ସେଠୀଙ୍କୁ ଗିରଫ କରିଛି ପୋଲିସ। ଏହାସହ ଆଉ ୩ ସହଯୋଗୀଙ୍କୁ ଅଟକ ରଖି ପଚରାଉଚରା କରୁଛି ପୋଲିସ।
ନିମାପଡ଼ାରୁ ଉଠାଇ...
କ୍ରାଇମବ୍ରାଞ୍ଚ ହାତରେ ୩ ଆନ୍ତଃରାଜ୍ୟ ସାଇବର ଠକ
ଓଡ଼ିଶାଲାଇଭ୍ ବ୍ୟୁରୋ
୧୧ ମାସ ପରେ କ୍ରାଇମବ୍ରାଞ୍ଚ୍ ହାତରେ ଧରାପଡ଼ିଲେ
୮ଲକ୍ଷ ୫୯ ହଜାର ଟଙ୍କା ଜବତ
୪୭ଟି ଏଟିଏମ୍ କାର୍ଡ, ୧୬ ମୋବାଇଲ୍, ଲାପଟପ୍, ପେନ୍ ଡ୍ରାଇଭ୍ ଜବତ
କଟକ: ଜାଲ୍ ୱେବସାଇଟ୍...