ଆଜି ମହାପ୍ରଭୁଙ୍କ ଅଧରପଣା ନୀତି

ଓଡ଼ିଶାଲାଇଭ୍ ବ୍ୟୁରୋ ଆଜି ଶ୍ରୀ କ୍ଷେତ୍ରରେ ବଡ଼ ଠାକୁରଙ୍କ ଅଧରପଣା ନୀତି ଅନୁଷ୍ଠିତ ହେବ। ରଥ ଉପରେ ଚତୁର୍ଦ୍ଧାମୂର୍ତ୍ତିଙ୍କ ନିକଟରେ ୯ଟି ମାଟି ହାଣ୍ଡିରେ ଲାଗି ହେବ ଅଧରପଣା। ଏହାପରେ ଚଣ୍ଡୀ ଚାମୁଣ୍ଡାଙ୍କ ଉଦ୍ଦେଶ୍ୟରେ ଅଧରପଣା ହାଣ୍ଡି...

ସୁନାବେଶରେ ଝଟକୁଛନ୍ତି ତିନି ଠାକୁର

ଓଡ଼ିଶାଲାଇଭ୍ ବ୍ୟୁରୋ ଆଜି ହେଉଛି ମହାପ୍ରଭୁଙ୍କ ପବିତ୍ର ସୁନାବେଶ। ଶ୍ରୀମନ୍ଦିର ସମ୍ମୁଖରେ ରଥାରୂଢ଼ ହୋଇ ଭକ୍ତଙ୍କୁ ଦର୍ଶନ ଦେଉଛନ୍ତି ସୁନା ଠାକୁର। ତିନି ଠାକୁର ମହଣ ମହଣ ସୁନାରେ ସଜେଇ ହୋଇ ରାଜରାଜେଶ୍ୱର ବେଶରେ...

ଆଜି ପବିତ୍ର ସୁନାବେଶ – ମହଣ ମହଣ ସୁନାରେ ସଜେଇ ହେବେ ବଡ଼ ଠାକୁର

ଓଡ଼ିଶାଲାଇଭ୍ ବ୍ୟୁରୋ ଜନ୍ମ ବେଦୀରେ ନବ ଦିନାତ୍ମକ ଲୀଳାଖେଳା ସାରି ବାହୁଡ଼ିଛନ୍ତି ବଡ଼ଠାକୁର। ଶ୍ରୀଗୁଣ୍ଡିଚା ମନ୍ଦିରରୁ ରଥାରୁଢ଼ ହୋଇ ଶ୍ରୀମନ୍ଦିର ସମ୍ମୁଖରେ ପହଞ୍ଚିଛନ୍ତି ମହାପ୍ରଭୁ ଜଗନ୍ନାଥ, ଭାଇ ବଳଭଦ୍ରା, ଭଉଣୀ ସୁଭଦ୍ରା ଏବଂ ଚକ୍ରରାଜ...

ଶରଧାବାଲିରୁ ଶ୍ରୀମନ୍ଦିର ବାହୁଡ଼ଛନ୍ତି ବଡ଼ ଠାକୁର

ଓଡ଼ିଶାଲାଇଭ୍ ବ୍ୟୁରୋ ଜନ୍ମବେଦୀରୁ ଲୀଳାଖେଳା ସାରି ରତ୍ନବେଦୀକୁ ବାହୁଡୁଛନ୍ତି ବଡ଼ଠାକୁର। ନବଦିନାତ୍ମକ ଯାତ୍ରା ପରେ ମାଉସୀ ମା’ଙ୍କ ଘରୁ ଫେରୁଛନ୍ତି କାଳିଆ ସାଆନ୍ତ। ସାଙ୍ଗରେ ଅଛନ୍ତି ବଡ଼ଭାଇ ବଳଭଦ୍ର, ଭଉଣୀ ସୁଭଦ୍ରା ଏବଂ ଚକ୍ରରାଜ...

ଜନ୍ମବେଦୀରେ ଲୀଳାଖେଳା ସାରି ବାହୁଡ଼ୁଛନ୍ତି ବଡ଼ଠାକୁର

ଓଡ଼ିଶାଲାଇଭ୍ ବ୍ୟୁରୋ ଜନ୍ମବେଦୀରୁ ଲୀଳାଖେଳା ସାରି ରତ୍ନବେଦୀକୁ ବାହୁଡୁଛନ୍ତି ବଡ଼ଠାକୁର। ଶ୍ରୀମନ୍ଦିର ଫେରିବାକୁ ରଥ ପ୍ରସ୍ତୁତ ଭକ୍ତବି ପ୍ରସ୍ତୁତ। ଉଠୁଛି ପଡୁଛି ବଡ଼ଦାଣ୍ଡ। ୯ ଦିନର ଯାତ୍ରାପରେ ବଡ଼ ଦେଉଳକୁ ଫେରୁଛନ୍ତି କାଳିଆ ସାଆନ୍ତ।...

ଆଜି ବାହୁଡ଼ିବେ ମହାବାହୁ

ଓଡ଼ିଶାଲାଇଭ୍ ବ୍ୟୁରୋ ଆଜି ବାହୁଡ଼ାଯାତ୍ରା। ଜନ୍ମବେଦୀରୁ ନଅ ଦିନର ଲୀଳା ଖେଳା ସାରିବା ପରେ ଆଜି ରତ୍ନବେଦୀ ପାଇଁ ଶ୍ରୀମନ୍ଦିରକୁ ବାହୁଡ଼ିବେ ମହାବାହୁ। ବାହୁଡ଼ା ପାଇଁ ଶ୍ରୀକ୍ଷେତ୍ରରେ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି। ଦକ୍ଷିଣ...

ମଞ୍ଚେଷ୍ଟରରେ ଦ୍ଵିତୀୟ ରଥଯାତ୍ରା ଉତ୍ସବ: ସାମିଲ ହେଲେ ଓଡ଼ିଆଙ୍କ ସହ ଅଣଓଡ଼ିଆ ଭକ୍ତ

ଓଡ଼ିଶାଲାଇଭ୍ ବ୍ୟୁରୋ ଇଂଲଣ୍ଡର ତୃତୀୟ ବୃହତ୍ତମ ମହାନଗର ମାଞ୍ଚେଷ୍ଟରଠାରେ ଦ୍ଵିତୀୟ ରଥଯାତ୍ରା ଉତ୍ସବ ଧୁମଧାମରେ ପାଳନ କରାଯାଇଛି। ସକାଳୁ ସକାଳୁ ମୁଖ୍ୟ ପୂଜାରୀ ପଣ୍ଡିତ ଶ୍ୟାମ ସୁନ୍ଦର ଶର୍ମାଙ୍କର ତତ୍ତ୍ଵାବଧାନରେ ଗୀତାଭବନଠାରେ ବିରାଜମାନ ମହାପ୍ରଭୁ...

ବାହୁଡ଼ାରେ ଶ୍ରୀଜୀଉଙ୍କୁ ଲାଗି ହୁଏ ପୋଡ଼ପିଠା ଭୋଗ

ଓଡ଼ିଶାଲାଇଭ୍ ବ୍ୟୁରୋ ‘ପୋଡ଼ପିଠା’ ଓଡ଼ିଶାର ଏକ ପାରମ୍ପରିକ ପିଠା। ଶ୍ରୀକ୍ଷେତ୍ରରେ ଶ୍ରୀଜୀଉଙ୍କ ଲାଗି ଏହି ପିଠା ପ୍ରସ୍ତୁତ ହୋଇଥାଏ। ବିଶେଷକରି ବାହୁଡ଼ାଯାତ୍ରାରେ ମାଉସୀ ମା’ଙ୍କ ହାତ ପ୍ରସ୍ତୁତ ପୋଡ଼ପିଠା ମହାପ୍ରଭୁଙ୍କ ଭାରି ପ୍ରିୟ। ବାହୁଡ଼ାଯାତ୍ରା...

ରଥଯାତ୍ରାରେ ଲକ୍ଷ୍ମୀ-ନାରାୟଣ ଭେଟ ପରମ୍ପରା

ଓଡ଼ିଶାଲାଇଭ୍‍ ବ୍ୟୁରୋ ରଥଯାତ୍ରା ସମୟରେ ଶ୍ରୀକ୍ଷେତ୍ରରେ ପାଳିତ ହୁଏ ଅନେକ ଅନନ୍ୟ ପରମ୍ପରା। ତା’ମଧ୍ୟରେ ମହାଲକ୍ଷ୍ମୀଙ୍କୁ ନେଇ ରହିଛି କେତୋଟି ନୀତି। ହେରାପଞ୍ଚମୀ ତିଥିରେ ମା’ ଲକ୍ଷ୍ମୀ ଗୁଣ୍ଡିଚା ମନ୍ଦିର ଯାଇଥାନ୍ତି। ଜଗନ୍ନାଥ ତାଙ୍କୁ...

ନୟାଗଡ଼: ଆଡ଼ପ ମଣ୍ଡପରେ ଚାଲିଛି ଚତୁର୍ଦ୍ଧା ମୂର୍ତ୍ତିଙ୍କ ନବମୀ ଦର୍ଶନ

ଓଡ଼ିଶାଲାଇଭ୍ ବ୍ୟୁରୋ (କିଶୋର ମହାପାତ୍ର, ନୟାଗଡ଼ (ରୁରାଲ) ପ୍ରତିନିଧି): ଦିନକ ପରେ ବଡ଼ଠାକୁରଙ୍କର ବାହୁଡ଼ା ଯାତ୍ରା। ଆଜି ନବମୀ ତିଥି। ଆଡ଼ପ ମଣ୍ଡପରେ ଚାଲିଛି ଚତୁର୍ଦ୍ଧା ମୂର୍ତ୍ତିଙ୍କର ଅନ୍ତିମ ଦର୍ଶନ। ତିନିଠାକୁରଙ୍କ ଦର୍ଶନ ନିମନ୍ତେ...