ପୁରାଣର ଖଳନାୟକ କଂସ- ବରଗଡ଼ ଧନୁଯାତ୍ରାର ନାୟକ

ଅଶୋକ ବହିଦାର ବରଗଡ଼ ଧନୁଯାତ୍ରା ଉପରେ ପ୍ରତିଦିନ ଓଡ଼ିଶାଲାଇଭ୍‌ର ସ୍ୱତନ୍ତ୍ର ରିପୋର୍ଟ - ୫ ଡିସେମ୍ବର ୨୦୧୭ରୁ ୫ ଜାନୁୟାରୀ ୨୦୧୮ ଭାରତୀୟ ଲୋକନାଟକ ପରମ୍ପରାରେ ପ୍ରାୟତଃ ବିଭିନ୍ନ ପୌରାଣିକ କଥାବସ୍ତୁକୁ ନେଇ ନାଟକ ପରିବେଷଣ...

ଶେଷ ହେଲା କୋଣାର୍କ ଉତ୍ସବ: ଓଡ଼ିଶୀ – ମୋହିନୀଆଟ୍ଟମ୍ ନୃତ୍ୟରେ ଦର୍ଶକ ବିଭୋର

ଓଡ଼ିଶାଲାଇଭ୍‌ ବ୍ୟୁରୋ ଉଦ୍‌ଯାପିତ ହୋଇଛି କୋଣାର୍କ ଉତ୍ସବ-୨୦୧୭। ଶେଷ ସନ୍ଧ୍ୟାରେ ଦର୍ଶକଙ୍କୁ ମନ୍ତ୍ରମୁଗ୍ଧ କରିଛି ମୋହିନୀଆଟ୍ଟମ୍ ଏବଂ ଓଡ଼ିଶୀ ନୃତ୍ୟ। ମୋହିନୀଆଟ୍ଟମ୍‌ରେ ଗଣପତି -ଆବାହନୀ ସ୍ତବକ ପରିବେଷଣ ହୋଇଥିବା ବେଳେ ଓଡ଼ିଶୀରେ ନୃତ୍ୟନାଟିକା ରିପୁ...

କୋଣାର୍କ ଉତ୍ସବର ଚତୁର୍ଥ ସନ୍ଧ୍ୟା: ଦର୍ଶକଙ୍କୁ ମନ୍ତ୍ରମୁଗ୍ଧ କଲା ମଣିପୁରୀ-ଓଡ଼ିଶୀ

ଓଡ଼ିଶାଲାଇଭ୍‌ ବ୍ୟୁରୋ କୋଣାର୍କ ଉତ୍ସବ ମଞ୍ଚରେ ଖ୍ୟାତିସମ୍ପନ୍ନ କଳାକାରଙ୍କ ନୃତ୍ୟରେ ତିନି ଦିନ ହେଲା ବିଭୋର ହେଉଥିବା ଦର୍ଶକ ଚତୁର୍ଥ ସନ୍ଧ୍ୟାରେ ବି ମଜିଛନ୍ତି। ବିମ୍ବାବତୀ ଦେବୀଙ୍କ ମଣିପୁରୀ ଏବଂ ଦକ୍ଷ ମଶ୍ରୁୱାଲାଙ୍କ ଓଡ଼ିଶୀ...

କୋଣାର୍କ ଉତ୍ସବର ତୃତୀୟ ସନ୍ଧ୍ୟା: ଓଡ଼ିଶୀ-କୁଚିପୁଡି ନୃତ୍ୟରେ ଝୁମିଲେ ଦର୍ଶକ

ଓଡ଼ିଶାଲାଇଭ୍ ବ୍ୟୁରୋ ପ୍ରଥମ ଏବଂ ଦ୍ୱିତୀୟ ସନ୍ଧ୍ୟା ପରି କୋଣାର୍କ ଉତ୍ସବର ତୃତୀୟ ସନ୍ଧ୍ୟା ଥିଲା ଚିତ୍ତାକର୍ଷକ। ମାଲେସିଆରୁ ଆସିଥିବା ନୃତ୍ୟଗୁରୁ ରାମ୍‌ଲି ଇବ୍ରାହିମଙ୍କ ଓଡ଼ିଶୀ, ବନଶ୍ରୀ ରାଓ ଏବଂ ଗ୍ରୁପ୍‌ ତରଫରୁ ମଞ୍ଚସ୍ଥ...

କୋଣାର୍କ ଉତ୍ସବ ଭାରତୀୟ ଶାସ୍ତ୍ରୀୟ ନୃତ୍ୟ ପାଇଁ ଏକ ବିରାଟ ପ୍ଲାଟଫର୍ମ – ଡୋନା ଗାଙ୍ଗୁଲି

ଓଡ଼ିଶାଲାଇଭ୍‌ ବ୍ୟୁରୋ [youtube https://www.youtube.com/watch?v=0-zyd8YPBhY] "କୋଣାର୍କ ନୃତ୍ୟ ମଣ୍ଡପରେ ନାଚିଲା ବେଳେ ପଛରେ ସୂର୍ଯ୍ୟ ମନ୍ଦିର ଏବଂ ସାମ୍ନା ଆକାଶରେ ଚନ୍ଦ୍ରଙ୍କୁ ଦେଖି ମୋତେ ଆତ୍ମହରା ଲାଗେ।" "କୋଣାର୍କ ଉତ୍ସବ ଭାରତୀୟ ଶାସ୍ତ୍ରୀୟ ନୃତ୍ୟ ପାଇଁ ଏକ...

କୋଣାର୍କ ଉତ୍ସବର ଦ୍ୱିତୀୟ ସନ୍ଧ୍ୟା: ମନ ମୋହିଲା ଡୋନା ଗାଙ୍ଗୁଲିଙ୍କ ଓଡ଼ିଶୀ

ଓଡ଼ିଶାଲାଇଭ୍ ବ୍ୟୁରୋ ଦର୍ଶକଙ୍କୁ ମତୁଆଲା କରିଛି କୋଣାର୍କ ଉତ୍ସବର ଦ୍ୱିତୀୟ ସନ୍ଧ୍ୟା। କଥକ ଏବଂ ଓଡ଼ିଶୀ ନୃତ୍ୟରେ ବିଭୋର ହୋଇଛନ୍ତି ଦର୍ଶକ। ଅଭିନବ ଡ୍ୟାନ୍ସ କମ୍ପାନିର କଥକ ଏବଂ ଡୋନା ଗାଙ୍ଗୁଲି ଓ ସାଥୀଙ୍କ...

ଚନ୍ଦ୍ରଭାଗା ବେଳାଭୂମିରେ ଆନ୍ତର୍ଜାତିକ ବାଲୁକା କଳା ଉତ୍ସବ: ମଜା ନେଉଛନ୍ତି ବିଦେଶୀ ଓ ସ୍ଥାନୀୟ ପର୍ଯ୍ୟଟକ

ଓଡ଼ିଶାଲାଇଭ୍ ବ୍ୟୁରୋ ଚନ୍ଦ୍ରଭାଗା ବେଳାଭୂମିରେ ଚାଲିଛି ଆନ୍ତର୍ଜାତିକ ବାଲୁକା କଳା ଉତ୍ସବ। ଭାରତ ଛଡ଼ା ୮ଟି ଦେଶରୁ ଅନେକ କଳାକାର ଭାଗ ନେଇଛନ୍ତି। ପର୍ଯ୍ୟଟକମାନେ ସୁନ୍ଦର ସୁନ୍ଦର ବାଲୁକା କଳାର ମଜା ନେଉଛନ୍ତି। କୋଣାର୍କସ୍ଥିତ ଚନ୍ଦ୍ରଭାଗା...

କୋଣାର୍କ ଉତ୍ସବ ଉଦଘାଟିତ: ଓଡ଼ିଶୀ-ଭାରତନାଟ୍ୟମ ନୃତ୍ୟରେ ବିଭୋର ହେଲେ ଦର୍ଶକ

ଓଡ଼ିଶାଲାଇଭ୍‌ ବ୍ୟୁରୋ କୋଣାର୍କ ଉତ୍ସବ-୨୦୧୭ ଉଦ୍‌ଘାଟିତ ଚନ୍ଦ୍ରଭାଗା ବେଳଭୂମିରେ 'ବାଲୁକା କଳା ଉତ୍ସବ' ବି ଶୁଭାରମ୍ଭ ସଂସ୍କୃତି ଓ ପର୍ଯ୍ୟଟନ ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା କଲେ ଉଦ୍‌ଘାଟନ ପ୍ରଥମ ସନ୍ଧ୍ୟାରେ ପରିବେଷଣ...

କଂସଙ୍କ ରଜାଭେସ୍: ୧୧ ଦିନ ପାଇଁ ୧୧ ରକମର ପୋଷାକ

ଓଡ଼ିଶାଲାଇଭ୍‌ ବ୍ୟୁରୋ ବିଶ୍ୱପ୍ରସିଦ୍ଧ ବରଗଡ଼ ଧୁନଯାତ୍ରାର ମୁଖ୍ୟ ଆକର୍ଷଣ ହେଉଛନ୍ତି ମଥୁରା ନରେଶ କଂସ। ୧୧ ଦିନ ଧରି ବରଗଡ଼ରେ ଚାଲେ କଂସ ରାଜାଙ୍କ  ରାଜୁତି। ଏହି ୧୧ ଦିନରେ ୧୧ ରକମର ପୋଷାକ...

କୋଣାର୍କ ଆନ୍ତର୍ଜାତିକ ବାଲୁକା କଳା ଉତ୍ସବ: ଏଥରର ଆକର୍ଷଣ ଭିନ୍ନକ୍ଷମ ଶିଳ୍ପୀ

ଓଡ଼ିଶାଲାଇଭ୍‌ ସ୍ୱତନ୍ତ୍ର ପ୍ରତିନିଧି ଡିସେମ୍ବର ୧ରୁ ୫ କୋଣାର୍କ ଆନ୍ତର୍ଜାତିକ ବାଲୁକା କଳା ଉତ୍ସବ ୮ଟି ଦେଶରୁ ଆସୁଛନ୍ତି ବହୁ ବାଲୁକା ଶିଳ୍ପୀ ମହିଳା ଓ ଭିନ୍ନକ୍ଷମ ଶିଳ୍ପୀ ହେବେ ଆକର୍ଷଣ ୫...