ଜାନୁଆରି ୩୧ ସୁଦ୍ଧା ଇ-କେଓ୍ଵାଇସି ନ କଲେ କଟିଯିବ ରାସନକାର୍ଡ!
ଓଡ଼ିଶାଲାଇଭ୍ ବ୍ୟୁରୋ
ଜାନୁଆରି ୩୧ ତାରିଖ ସୁଦ୍ଧା ଇ-କେୱାଇସି କରିନଥିଲେ କଟିଯିବ ରାସନକାର୍ଡ। ଆଉ ମିଳିବନି ରାସନ। ଏହା କହିଛନ୍ତି ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର।
ରାସନକାର୍ଡ ପାଇଁ...
ପ୍ରବାସୀ ଭାରତୀୟ ଦିବସ ମହାକୁମ୍ଭକୁ ଉଦଘାଟନ କଲେ, ପ୍ରଧାନମନ୍ତ୍ରୀ
ଓଡ଼ିଶାଲାଇଭ୍ ବ୍ୟୁରୋ
ଭୁବନେଶ୍ଵରସ୍ଥିତ ଜନତା ମଇଦାନଠାରେ ଆୟୋଜିତ ତିନିଦିନିଆ ପ୍ରବାସୀ ଭାରତୀୟ ମହାକୁମ୍ଭକୁ ଗୁରୁବାର ଦିନ ଆନୁଷ୍ଠାନିକ ଭାବେ ଉଦ୍ଘାଟନ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ଏହି ଅବସରରେ ପ୍ରଧାନମନ୍ତ୍ରୀ ସବୁଜ ପତାକା ଦେଖାଇ...
କଳା-କଳାକାର-ଦର୍ଶକଙ୍କ ତ୍ରିବେଣୀ ସଙ୍ଗମ: ବିଶ୍ଵ ପ୍ରସିଦ୍ଧ ବରଗଡ଼ ଧନୁଯାତ୍ରା
ଓଡ଼ିଶାଲାଇଭ୍ ବ୍ୟୁରୋ
ସିନେମା, ଥିଏଟର ଯିବା ବଦଳରେ ଲୋକେ ଏବେ ମନୋରଞ୍ଜନ ପାଇଁ ସୋସିଆଲ୍ ମିଡିଆକୁ ବାଛି ନେଇଛନ୍ତି। ସୋସିଆଲ ମିଡିଆର ବହୁଳ ବ୍ୟବହାର ସତ୍ତ୍ଵେ ଲୋକେ ‘ଧନୁଯାତ୍ରା’କୁ ଭୁଲି ନାହାନ୍ତି।
ପ୍ରତିବର୍ଷ ଯୋଡ଼ି ହେଉଛନ୍ତି ଲକ୍ଷ ଲକ୍ଷ ଦର୍ଶକ
ବିଶ୍ଵ ପ୍ରସିଦ୍ଧ ବରଗଡ଼ ଧନୁଯାତ୍ରା ୧୧ ଦିନ ଧରି ଚାଲେ। ବିଶ୍ଵର ସର୍ବ ବୃହତ୍ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ରେ ମହାନାୟକ ସାଜନ୍ତି ଦ୍ଵାପର ଯୁଗର ଖଳନାୟ ମହାରାଜା କଂସ।...
ଭୁବନେଶ୍ୱର: ରବିନ୍ଦ୍ର ମଣ୍ଡପରେ ଅନ୍ତର୍ଜାତୀୟ ଓଡ଼ିଶୀ ନୃତ୍ୟ ଉତ୍ସବ ଉଦ୍ଘାଟିତ
ଓଡ଼ିଶାଲାଇଭ୍ ବ୍ୟୁରୋ
ଭୁବନେଶ୍ୱରରେ ଆରମ୍ଭ ହୋଇଛି ଅନ୍ତର୍ଜାତୀୟ ଓଡ଼ିଶୀ ନୃତ୍ୟ ଉତ୍ସବ। ମଙ୍ଗଳବାର ସ୍ଥାନୀୟ ରବୀନ୍ଦ୍ର ମଣ୍ଡପରେ ଏହି ଉତ୍ସବ ଉଦ୍ଘାଟିତ ହୋଇଛି। ଚଳିତ ବର୍ଷ ଏହି ଉତ୍ସବ ୧୮ତମ ପ୍ରବାସୀ ଭାରତୀୟ ଦିବସ...
ବରଗଡ଼ ଧନୁଯାତ୍ରାରେ ପ୍ରମୁଖ ଆକର୍ଷଣ ପାଲଟେ ହାତୀ
ଓଡ଼ିଶାଲାଇଭ୍ ବ୍ୟୁରୋ
ବରଗଡ଼ ଧନୁଯାତ୍ରାରେ ନାୟକ କଂସ ମହାରାଜାଙ୍କ ରାଜଦରବାରକୁ ରାଜମହଲରୁ ଆସିବା ଓ ଶାସନ ପାଇଁ ନଗର ଭ୍ରମଣ କରିବା ଏକ ପ୍ରମୁଖ ଦୃଶ୍ୟ। ପୌରାଣିକ ଘଟଣାକ୍ରମରେ ଧନୁଯାତ୍ରା ଅଭିନୟ କରାଯାଉଥିବାରୁ ଏଥିପାଇଁ ବହୁ...
ବିଶ୍ଵପ୍ରସିଦ୍ଧ ବରଗଡ଼ ଧନୁଯାତ୍ରା: ପଞ୍ଚମ ଦିନରେ ମନ ମୋହିଲା ଶ୍ରୀକୃଷ୍ଣଙ୍କ କାଳୀୟ ଦଳନ ଦୃଶ୍ୟ
ଓଡ଼ିଶାଲାଇଭ୍ ବ୍ୟୁରୋ
ବିଶ୍ଵପ୍ରସିଦ୍ଧ ବରଗଡ଼ ଧନୁଯାତ୍ରା ପ୍ରତିଦିନ ଲୋକଙ୍କ ମନରେ ଛାପ ଛାଡ଼ୁଛି। ଶ୍ରୀକୃଷ୍ଣଙ୍କ ବାଲ୍ୟଲୀଳା ଏବଂ ତ୍ରିପୁର ବିଜୟୀ ମହାରାଜ କଂସଙ୍କ ଦୃଶ୍ୟାଭିନୟ ସମସ୍ତଙ୍କୁ ବାନ୍ଧି ରଖୁଛି। ଧନୁଯାତ୍ରା ଦେଖିବା ପାଇଁ ରାଜ୍ୟ...
ବରଗଡ଼ ଧନୁଯାତ୍ରାର ମା’ ଯଶୋଦା ମୁଗ୍ଧା ଦାସ
ଓଡ଼ିଶାଲାଇଭ୍ ବ୍ୟୁରୋ
https://www.youtube.com/watch?v=LG_JqIkKLkk
ବିଶ୍ୱପ୍ରସିଦ୍ଧ ବରଗଡ଼ ଧନୁଯାତ୍ରାର ଅନ୍ୟ ଏକ ପ୍ରମୁଖ ଚରିତ୍ର ହେଉଛନ୍ତି ମା’ ଯଶୋଦା। ଯଶୋଦାଙ୍କ ଭୂମିକାରେ ଚଳିତ ବର୍ଷ ଅଭିନୟ କରିଛନ୍ତି ମୁଗ୍ଧା ଦାସ। ସେ ଜଣେ ନୃତ୍ୟଶିଳ୍ପୀ। ବିଭିନ୍ନ ମଞ୍ଚରେ...
ବାଲେଶ୍ଵର: ଫକୀରମୋହନ ସାହିତ୍ୟ ପରିଷଦ ପକ୍ଷରୁ ଘୋଷଣା ହେଲା ବାର୍ଷିକ ପୁରସ୍କାର ଓ ସମ୍ମାନ
ଓଡ଼ିଶାଲାଇଭ୍ ବ୍ୟୁରୋ
ବିଶିଷ୍ଟ କଥାକାର ତରୁଣକାନ୍ତି ମିଶ୍ରଙ୍କୁ ‘ସାହିତ୍ୟଶ୍ରୀ’ ଓ ଯୁବ ସାହିତ୍ୟିକ ଦିପୁନ ପୁହାଣଙ୍କୁ ମିଳିବ ‘ହାଜି ଅସରଫ୍ ଅଲ୍ଲୀ ଉଦୟ ପ୍ରତିଭା’।
(ବାଲେଶ୍ଵରରୁ କୃଷ୍ଣ କୁମାର ମହାନ୍ତି): ବାଲେଶ୍ଵରର ଫକୀରମୋହନ ସାହିତ୍ୟ ପରିଷଦ...
ବିଶ୍ଵ ପ୍ରସିଦ୍ଧ ବରଗଡ଼ ଧନୁଯାତ୍ରା: ଯେଉଁଠି ମହାନାୟକ ସାଜନ୍ତି ମହାରାଜା କଂସ
ଓଡ଼ିଶାଲାଇଭ୍ ବ୍ୟୁରୋ
https://www.youtube.com/watch?v=PCMnI7niU1c&t=24s
ନାଟକର ଅନେକ ଖଳ ଚରିତ୍ର ଦର୍ଶକଙ୍କ ହୃଦୟରେ ପାଇଛନ୍ତି ସ୍ଵତନ୍ତ୍ର ସ୍ଥାନ। ଏହା ମଧ୍ୟରୁ ବରଗଡ଼ ଧନୁଯାତ୍ରାର କଂସ ମହାରାଜା ଅନ୍ୟତମ। ମଥୁରା ନରେଶ କଂସ ମହାରାଜା ପାଲଟନ୍ତି ବରଗଡ଼ ଧନୁଯାତ୍ରାର ମହାନାୟକ।
ଭାରତୀୟ ଲୋକନାଟକ ପରମ୍ପରାରେ ପ୍ରାୟତଃ ବିଭିନ୍ନ ପୌରାଣିକ କଥାବସ୍ତୁକୁ ନେଇ ନାଟକ ପରିବେଷଣ କରାଯାଇଥାଏ।...
ସର୍ଭାଇକାଲ କ୍ୟାନ୍ସରକୁ ରୋକିବେ କିପରି?
ଓଡ଼ିଶାଲାଇଭ୍ ସ୍ଵାସ୍ଥ୍ୟ ବ୍ୟୁରୋ
https://www.youtube.com/watch?v=9Fm-2FwFtIA&t=1s
ଜରାୟୁ କର୍କଟକୁ ନେଇ ସଚେତନତା ସୃଷ୍ଟି କରିବା ଉଦ୍ଦେଶ୍ୟରେ ପ୍ରତିବର୍ଷ ଜାନୁଆରି ମାସକୁ ସର୍ଭାଇକାଲ କ୍ୟାନ୍ସର ସଚେତନତା ମାସ ଭାବେ ପାଳନ କରାଯାଏ।
ସର୍ଭାଇକାଲ କ୍ୟାନ୍ସର ବା ଜରାୟୁ କର୍କଟ ରୋଗ...





















