ଓଡ଼ିଶାରେ ଖୋଲିବ ୮ଟି ନୂଆ କେନ୍ଦ୍ରୀୟ ବିଦ୍ୟାଳୟ

ଓଡ଼ିଶାଲାଇଭ୍ ବ୍ୟୁରୋ ଓଡ଼ିଶାରେ ଖୋଲିବାକୁ ଯାଉଛି ଆଉ ୮ଟି ନୂଆ କେନ୍ଦ୍ରୀୟ ବିଦ୍ୟାଳୟ। ଏନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଆର୍ଥିକ ବ୍ୟାପାର ସଂକ୍ରାନ୍ତ କ୍ୟାବିନେଟ୍ କମିଟି ବୈଠକରେ ନିଷ୍ପତ୍ତି ନିଆଯାଇଛି। ଏନେଇ...

ଚୀନରେ ‘ପ୍ରେମ ପାଠ’ ପଢ଼ିବେ କଲେଜ ପିଲା!

ପୁଷ୍ପମିତ୍ର ମହାନ୍ତି ଦେଶରେ ଜନସଂଖ୍ୟା ହ୍ରାସର ମୁକାବିଲା ପାଇଁ ଏକ ନିଆରା ପଦକ୍ଷେପ ନେବାକୁ ନିଷ୍ପତ୍ତି କରିଛି ଚୀନ। ଦେଶର ସମସ୍ତ କଲେଜରେ ‘ଲଭ୍ ଏଜୁକେସନ’ ବା ‘ପ୍ରେମ ଶିକ୍ଷା’କୁ ପ୍ରୋତ୍ସାହିତ କରିବାକୁ ନିଷ୍ପତ୍ତି...

ଆଇଆଇଟି ମାଡ୍ରାସର ଛାତ୍ରଙ୍କୁ ଆମେରିକା କମ୍ପାନିର ଆକର୍ଷଣୀୟ ନିଯୁକ୍ତି ଅଫର: ପ୍ୟାକେଜ ଶୁଣିଲେ ହେବେ ଆଶ୍ଚର୍ଯ୍ୟ!

ମିନତି ମିଶ୍ର ଚଳିତବର୍ଷ ଆଇଆଇଟି ମାଡ୍ରାସ ନିଯୁକ୍ତି କ୍ଷେତ୍ରରେ ବଡ଼ ରେକର୍ଡ କରିଛି। ଏଥର ପ୍ଲେସମେଣ୍ଟ ସିଜନରେ ଉକ୍ତ ସଂସ୍ଥାନର କମ୍ପ୍ୟୁଟର ସାଇନ୍ସ ଇଞ୍ଜିନିୟରିଂର ଜଣେ ଛାତ୍ରଙ୍କୁ ଆମେରିକା ସ୍ଥିତ ଗ୍ଲୋବାଲ ଟ୍ରେଡିଂ କମ୍ପାନି...

ସ୍କୁଲ ଛାତ୍ରଛାତ୍ରୀଙ୍କ ମଧ୍ୟାହ୍ନ ଭୋଜନ ଖର୍ଚ୍ଚ ବଢ଼ାଇଲେ ଓଡ଼ିଶା ସରକାର

ଓଡ଼ିଶାଲାଇଭ୍ ବ୍ୟୁରୋ ସ୍କୁଲ ଛାତ୍ରଛାତ୍ରୀଙ୍କ ପାଇଁ ମଧ୍ୟାହ୍ନ ଭୋଜନ ଖର୍ଚ୍ଚ ବଢ଼ାଇଲେ ରାଜ୍ୟ ସରକାର। ଆସନ୍ତାକାଲି, ରବିବାରଠାରୁ ବର୍ଦ୍ଧିତ ଖର୍ଚ୍ଚ ପ୍ରଦାନ କରିବାକୁ ନିଷ୍ପତ୍ତି ହୋଇଛି। ପୂର୍ବରୁ ପ୍ରାଥମିକ ବିଦ୍ୟାଳୟ ଛାତ୍ରଛାତ୍ରୀଙ୍କ ମଧ୍ୟାହ୍ନ ଭୋଜନ ପାଇଁ...

ଶିକ୍ଷା କ୍ଷେତ୍ରକୁ ଉଲ୍ଲେଖନୀୟ ଅବଦାନ ପାଇଁ ସୋଆ ମହିଳା ଶକ୍ତିକୁ ‘ଫେମିନା ଆଚିଭର୍ସ ଇଷ୍ଟ ୨୦୨୪’ ସମ୍ମାନ

ଓଡ଼ିଶାଲାଇଭ୍ ବ୍ୟୁରୋ (ଭୁବନେଶ୍ୱର): ଶିକ୍ଷା କ୍ଷେତ୍ରକୁ ଉଲ୍ଲେଖନୀୟ ଅବଦାନ ପାଇଁ ଶିକ୍ଷା ଓ ଅନୁସନ୍ଧାନ (ସୋଆ)ର ମହିଳା ଶ୍ରମଶକ୍ତିକୁ ‘ଫେମିନା ଆଚିଭର୍ସ ଇଷ୍ଟ -୨୦୨୪’ ସମ୍ମାନରେ ସମ୍ମାନିତ କରାଯାଇଛି। ଦେଶର ଇଂରାଜୀ ମହିଳା ପତ୍ରିକା...

ଭାରତର ଏହି ଦୁଇ ରାଜ୍ୟରୁ ସର୍ବାଧିକ ଛାତ୍ରଛାତ୍ରୀ ଆମେରିକାରେ ପଢୁଛନ୍ତି: ଜାଣନ୍ତୁ କାହିଁକି?

ଓଡ଼ିଶାଲାଇଭ୍ ବ୍ୟୁରୋ ବିଦେଶରେ ବିଶେଷ କରି ଆମେରିକାରେ ଉଚ୍ଚଶିକ୍ଷା ଗ୍ରହଣ କରିବା ଭାରତୀୟ ଯୁବଗୋଷ୍ଠୀଙ୍କର ଏକ ସ୍ୱପ୍ନ। ଏଥିପାଇଁ ଆର୍ଥିକ ସମ୍ବଳର ଯେତିକି ଦରକାର ତାଠାରୁ ଅଧିକ ଦରକାର ଦକ୍ଷତା ଆଉ ବୁଦ୍ଧିମତା। ତେବେ ଭାରତର...

ପ୍ରକାଶ ପାଇଲା ଓଟିଇଟି ପରୀକ୍ଷା ଫଳ

ଓଡ଼ିଶାଲାଇଭ୍ ବ୍ୟୁରୋ ପ୍ରକାଶ ପାଇଲା ଚଳିତ ବର୍ଷର ଓଟିଇଟି ପରୀକ୍ଷା ଫଳ। ଓଡ଼ିଶା ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ଶୁକ୍ରବାର ଓଟିଇଟି ପରୀକ୍ଷା ଫଳ ଘୋଷଣା କରାଯାଇଛି। ବୋର୍ଡର ୱେବସାଇଟରେ ରେଜଲ୍ଟ ଉପଲବ୍ଧ ରହିଛି। ଓଟିଇଟି...

ଓଡ଼ିଶାର ୩ ପ୍ରମୁଖ ବିଶ୍ଵବିଦ୍ୟାଳୟର କୁଳପତିଙ୍କ କାର୍ଯ୍ୟକାଳ ୬ ମାସ ବଢ଼ିଲା

ଓଡ଼ିଶାଲାଇଭ୍ ବ୍ୟୁରୋ ଓଡ଼ିଶାର ୩ଟି ପ୍ରମୁଖ ବିଶ୍ଵବିଦ୍ୟାଳୟରେ ବଢ଼ିଲା କୁଳପତିଙ୍କ କାର୍ଯ୍ୟକାଳ। ଉତ୍କଳ ବିଶ୍ୱବିଦ୍ୟାଳୟ, ରମାଦେବୀ ବିଶ୍ୱବିଦ୍ୟାଳୟ ଓ ଗଙ୍ଗାଧର ମେହେର ବିଶ୍ୱବିଦ୍ୟାଳୟର କୁଳପତିମାନଙ୍କ କାର୍ଯ୍ୟକାଳ ୬ ମାସ ବଢ଼ାଇଛନ୍ତି ରାଜ୍ୟପାଳ। ଏନେଇ ରାଜଭବନ...

ଫେବ୍ରୁଆରି ୧୫ରୁ ସିବିଏସଇ ଦଶମ ଓ ଦ୍ୱାଦଶ ବୋର୍ଡ ପରୀକ୍ଷା

ଓଡ଼ିଶାଲାଇଭ୍ ବ୍ୟୁରୋ ଭାରତରେ ୨୦୨୫ ମସିହାରେ ହେବାକୁଥିବା ସିବିଏସଇ ଦଶମ ଏବଂ ଦ୍ୱାଦଶ ବୋର୍ଡ ପରୀକ୍ଷା ପାଇଁ କାର୍ଯ୍ୟସୂଚୀ ପ୍ରକାଶ ପାଇଛି। ଉଭୟ ପରୀକ୍ଷା ଫେବ୍ରୁଆରି ୧୫ ତାରିଖରୁ ଆରମ୍ଭ ହେବ। ଏନେଇ ମଙ୍ଗଳବାର...

ଆଇଆଇଏମସି ଡିମଡ୍ ବିଶ୍ଵବିଦ୍ୟାଳୟର କୁଳପତି ଡକ୍ଟର ଅନୁପମା ଭଟନାଗରଙ୍କ ଆଇଆଇଏମସି ଢେଙ୍କାନାଳ ପରିଦର୍ଶନ

ଓଡ଼ିଶାଲାଇଭ୍ ବ୍ୟୁରୋ (ଢେଙ୍କାନାଳ): ଭାରତୀୟ ଜନ ସଂଚାର ସଂସ୍ଥାନ (ଆଇଆଇଏମସି) ଡିମଡ୍ ବିଶ୍ଵବିଦ୍ୟାଳୟର କୁଳପତି ଡକ୍ଟର ଅନୁପମା ଭଟନାଗର ଆଇଆଇଏମସି ଢେଙ୍କାନାଳ ପରିଦର୍ଶନ କରିଛନ୍ତି। ମଙ୍ଗଳବାର ସେ ସଂସ୍ଥାନରେ ଚାଲିଥିବା ଭିତ୍ତିଭୂମିର ଉନ୍ନତିକରଣ କାର୍ଯ୍ୟ...