ଆଇଏସଏଫ୍ ଗ୍ଲୋବାଲ ଜୁନିକର୍ଣ୍ଣ ଆଣ୍ଡ ଏଆଇ ସମିଟ୍: ବିଶ୍ଵ ଦେଖିବ ଓଡ଼ିଆ ଛାତ୍ରଙ୍କ କମାଲ୍

ଓଡ଼ିଶାଲାଇଭ୍ ବ୍ୟୁରୋ https://www.youtube.com/watch?v=hmOOTq-pOGo&t=72s ଆମେରିକାର ଟେକ୍ସାସରେ ହେବାକୁଥିବା ଆଇଏସଏଫ୍ ଗ୍ଲୋବାଲ ଜୁନିକର୍ଣ୍ଣ ଆଣ୍ଡ ଏଆଇ ସମିଟରେ ଭାଗ ନେବେ ଓଡ଼ିଶାର ୮ ଜଣ ଛାତ୍ର। ସାରା ବିଶ୍ଵ ଦେଖିବ ଓଡ଼ିଆ ଛାତ୍ରଙ୍କ ପ୍ରତିଭା। ରାଜ୍ୟର ଗୌରବ ବଢ଼ାଇବେ...

ଆଜିର ସମୟରେ ‘STEM’ ପାଠ୍ୟକ୍ରମର ଗୁରୁତ୍ଵ  

ଓଡ଼ିଶାଲାଇଭ୍ ବ୍ୟୁରୋ https://www.youtube.com/shorts/OA_fwo7gSzc ଆଜିର ସମୟରେ ଶିକ୍ଷା କ୍ଷେତ୍ରରେ ‘STEM’ ବା ସାଇନ୍ସ, ଟେକ୍ନୋଲୋଜି, ଇଞ୍ଜିନିୟରିଂ ଓ ମ୍ୟାଥମେଟିକ୍ସ ଭଳି ବିଷୟର ଗୁରୁତ୍ଵ ବହୁତ ଅଧିକ। ଏହି ପାଠ୍ୟକ୍ରମ ଆଧାରିତ ନିଯୁକ୍ତି ସୁଯୋଗ ମଧ୍ୟ ଅଧିକ...

ପ୍ରକାଶ ପାଇଲା ଯୁକ୍ତ ୨ ପରୀକ୍ଷା ଫଳ

ଓଡ଼ିଶାଲାଇଭ୍ ବ୍ୟୁରୋ ପ୍ରକାଶ ପାଇଲା ଯୁକ୍ତ ୨ ପରୀକ୍ଷା ଫଳ। ଚଳିତ ବର୍ଷ ପାସ୍ ହାର ରହିଛି ୮୨.୭୭ ପ୍ରତିଶତ। ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ (ସିଏଚଏସଇ) ଭୁବନେଶ୍ଵରସ୍ଥିତ କାର୍ଯ୍ୟାଳୟରେ ସ୍କୁଲ ଓ ଗଣଶିକ୍ଷା...

ବାହାରିଲା ସିବିଏସଇ ଦଶମ ଶ୍ରେଣୀ ରେଜଲ୍ଟ: ପାସ୍ ହାର ୯୩.୬୬ ପ୍ରତିଶତ

ଓଡ଼ିଶାଲାଇଭ୍ ବ୍ୟୁରୋ https://www.youtube.com/shorts/b60raMFgNK0 ପ୍ରକାଶ ପାଇଲା ସିବିଏସଇ ଦଶମ ଶ୍ରେଣୀ ପରୀକ୍ଷା ଫଳାଫଳ। ଚଳିତ ବର୍ଷ ପାସ୍ ହାର ରହିଛି ୯୩.୬୬ ପ୍ରତିଶତ। ସେଣ୍ଟ୍ରାଲ ବୋର୍ଡ ଅଫ୍ ସେକେଣ୍ଡାରୀ ଏଜୁକେସନ ପକ୍ଷରୁ ଫଳାଫଳ ପ୍ରକାଶ କରାଯାଇଛି। ଭୁବନେଶ୍ଵର...

ପ୍ରକାଶ ପାଇଲା ସିବିଏସଇ ଦ୍ଵାଦଶ ପରୀକ୍ଷା ଫଳାଫଳ

ଓଡ଼ିଶାଲାଇଭ୍ ବ୍ୟୁରୋ https://www.youtube.com/shorts/-oOMzO33YoY ପ୍ରକାଶ ପାଇଲା ସିବିଏସଇ ଦ୍ଵାଦଶ ଶ୍ରେଣୀ ପରୀକ୍ଷା ଫଳାଫଳ। ଚଳିତ ପରୀକ୍ଷାରେ ୮୮.୩୯ ପ୍ରତିଶତ ଛାତ୍ରଛାତ୍ରୀ ପାସ୍ ହୋଇଛନ୍ତି। ଛାତ୍ରଙ୍କ ତୁଳନାରେ ଛାତ୍ରୀଙ୍କ ପାସ୍ ହାର ଅଧିକ ରହିଛି। ଚଳିତ ବର୍ଷ ୧୬,୯୨,୭୯୪...

ଢେଙ୍କାନାଳ: ଆଇଆଇଏମସିରେ ଓଡ଼ିଆ ସାମ୍ବାଦିକତା ପାଠ୍ୟକ୍ରମ ପାଇଁ ଆବେଦନର ଶେଷ ତାରିଖ ମେ’ ୧୦

ଓଡ଼ିଶାଲାଇଭ୍ ବ୍ୟୁରୋ (ଭୁବନେଶ୍ୱର): ଢେଙ୍କାନାଳ ସ୍ଥିତ ଭାରତୀୟ ଜନ ସଞ୍ଚାର ସଂସ୍ଥାନ (ଆଇଆଇଏମସି) ରେ ଓଡ଼ିଆ ସାମ୍ବାଦିକତାରେ ସ୍ନାତକୋତ୍ତର ଡିପ୍ଲୋମା ପାଠ୍ୟକ୍ରମରେ ନାମଲେଖା ପାଇଁ ଆବେଦନ ପ୍ରକ୍ରିୟା ଜାରି ରହିଛି। ଆବେଦନର ଶେଷ ତାରିଖ...

ପ୍ରକାଶ ପାଇଲା ମାଟ୍ରିକ୍ ରେଜଲ୍ଟ: ଏଥର ବି ବାଜି ମାରିଲେ ଝିଅ

ଓଡ଼ିଶାଲାଇଭ୍ ବ୍ୟୁରୋ ରାଜ୍ୟରେ ପ୍ରକାଶ ପାଇଲା ମାଟ୍ରିକ୍ ରେଜଲ୍ଟ। ମାଧ୍ୟମିକ ଶିକ୍ଷା ପରିଷଦ ପରିଚାଳିତ ମାଟ୍ରିକ୍ ପରୀକ୍ଷା ୨୦୨୫ ଫଳାଫଳ ଶୁକ୍ରବାର ଦିନ ପ୍ରକାଶିତ ହୋଇଛି। ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ମନ୍ତ୍ରୀ ନିତ୍ୟାନନ୍ଦ...

ଖେଳ ଖେଳରେ ପାଠ ପଢ଼ିବେ ଛୋଟ ପିଲା: ରାଜ୍ୟର ୪୫ ହଜାର ସ୍କୁଲକୁ ଦିଆଯିବ ‘ଯାଦୁପେଡ଼ି’

ଓଡ଼ିଶାଲାଇଭ୍ ବ୍ୟୁରୋ ସରଳ ଏବଂ ଆମୋଦଦାୟକ ହେବ ଶୈଶବ ଶିକ୍ଷା। ଖେଳ ଓ ମନୋରଞ୍ଜନ ମାଧ୍ୟମରେ ପାଠ ପଢ଼ିବେ ଛୋଟ ପିଲା। ଶୈଶବ ଶିକ୍ଷାକୁ ଗୁରୁତ୍ଵ ଦେଇ ନୂଆ ପଦକ୍ଷେପ ନେଇଛନ୍ତି ରାଜ୍ୟ ସରକାର। ଶିଶୁ...

ଓଡ଼ିଶାରେ ଏପ୍ରିଲ ୧୬ରୁ ଯୁକ୍ତ ୩ ନାମଲେଖା ପାଇଁ ଆବେଦନ

ଓଡ଼ିଶାଲାଇଭ୍ ବ୍ୟୁରୋ ଓଡ଼ିଶାରେ ଏପ୍ରିଲ ୧୬ ତାରିଖରୁ ଆରମ୍ଭ ହେବାକୁ ଯାଉଛି ଯୁକ୍ତ ୩ ନାମଲେଖା ପାଇଁ ଆବେଦନ ପ୍ରକ୍ରିୟା। ଏଥିପାଇଁ ଛାତ୍ରଛାତ୍ରୀମାନେ ଉଚ୍ଚଶିକ୍ଷା ବିଭାଗର ‘ସାମ୍ସ’ ୱେବସାଇଟରେ ଆବେଦନ କରିପାରିବେ। ଚଳିତ ବର୍ଷ ଜୁଲାଇ ୧୦...

ଗୋଆ ଆନ୍ତର୍ଜାତିକ ସମ୍ମିଳନୀରେ ଚମକିଲା ଓଡ଼ିଶା କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ

ଓଡ଼ିଶାଲାଇଭ୍ ବ୍ୟୁରୋ ଗୋଆ ବିଶ୍ୱବିଦ୍ୟାଳୟରେ ସ୍ଥାୟୀ କୃଷି ଏବଂ ଶିକ୍ଷା ଉପରେ ଦୁଇଦିନିଆ ଆନ୍ତର୍ଜାତିକ ସମ୍ମିଳନୀ ଅନୁଷ୍ଠିତ ହୋଇଥିଲା। ଏଥିରେ ଚମତ୍କାର ପ୍ରଦର୍ଶନ କରି ଓଡ଼ିଶା କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ (ସିୟୁଓ) ଅନେକ ସମ୍ମାନରେ ସମ୍ମାନିତ...