କମ୍ପ୍ୟୁଟରର ପୂରାନାମ କ’ଣ?
ଓଡ଼ିଶାଲାଇଭ୍ ବ୍ୟୁରୋ
ଦୈନନ୍ଦିନ ଜୀବନରୁ ଆରମ୍ଭ କରି ନିଜର କର୍ମମୟ ଜୀବନରେ ଆପଣମାନେ ଅନେକ ସମୟରେ କମ୍ପ୍ୟୁଟରର ବ୍ୟବହାର କରିଥିବେ। ତେବେ କମ୍ପ୍ୟୁଟରର ପୂରାନାମ କ’ଣ ଆପଣ ଜାଣିଛନ୍ତି କି?
ଯେକୌଣସି କାର୍ଯ୍ୟ କରିବାକୁ ହେଲେ...
ହ୍ୱାଟ୍ସଆପ୍ରେ ପାଠ ପଢ଼ିବେ ସ୍କୁଲ ପିଲା
ଓଡ଼ିଶାଲାଇଭ୍ ବ୍ୟୁରୋ
ହ୍ୱାଟ୍ସ୍ଆପ୍ରେ ସ୍କୁଲ ପିଲାଙ୍କୁ ପଢ଼ାଯିବ ପାଠ। ଏହି ନିୟମ ସବୁ ଜିଲ୍ଲାରେ ଆରମ୍ଭ କରାଯିବ। ଏନେଇ ସ୍କୁଲ ଓ ଗଣଶିକ୍ଷାମନ୍ତ୍ରୀ ସମୀର ରଞ୍ଜନ ଦାଶ ସୂଚନା ଦେଇଛନ୍ତି। ଆଜିଠୁ ପ୍ରାଥମିକ ପର୍ଯ୍ୟାୟରେ...
CPRIରେ ଆକାଉଣ୍ଟସ୍ ଅଫିସର୍ ପଦବୀରେ ନିଯୁକ୍ତି: ମେ’ ୧୫ ଯାଏଁ ଆବେଦନ
ଓଡ଼ିଶାଲାଇଭ୍ ବ୍ୟୁରୋ
ସେଣ୍ଟ୍ରାଲ୍ ପାଓ୍ୱାର ରିସର୍ଚ୍ଚ ଇନଷ୍ଟିଚ୍ୟୁଟ୍ (CPRI) ରେ ଆକାଉଣ୍ଟସ୍ ଅଫିସର୍ ପଦବୀରେ ନିଯୁକ୍ତି ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି। ଏନେଇ ଆଗ୍ରହୀ ପ୍ରାର୍ଥୀମାନେ ଏପ୍ରିଲ୍ ୧୫ ତାରିଖ ପରିବର୍ତ୍ତେ ମେ’ ୧୫...
ନାଲକୋରେ ଗ୍ରାଜୁଏଟ୍ ଇଞ୍ଜିନିୟର ଟ୍ରେନି ପଦବୀରେ ନିଯୁକ୍ତି: ମେ’ ୨ ଆବେଦନର ଶେଷ ତାରିଖ
ଓଡ଼ିଶାଲାଇଭ୍ ବ୍ୟୁରୋ
ନାସନାଲ ଆଲୁମିନିୟମ କମ୍ପାନି ଲିମିଟେଡ (ନାଲକୋ) ରେ ବିଭିନ୍ନ ବିଭାଗରେ ଗ୍ରାଜୁଏଟ୍ ଇଞ୍ଜିନିୟର ଟ୍ରେନି ପଦବୀରେ ସମୁଦାୟ ୧୨୦ ଜଣଙ୍କ ନିଯୁକ୍ତି ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି। ଏନେଇ ଆବେଦନ ପ୍ରକ୍ରିୟାକୁ...
ଏପ୍ରିଲ ୨୫ ସୁଦ୍ଧା ପିଲାଙ୍କ ଘରେ ପହଞ୍ଚିବ ବହି, ପହଞ୍ଚାଇବେ ଶିକ୍ଷକ
ଓଡ଼ିଶାଲାଇଭ୍ ବ୍ୟୁରୋ
ସ୍କୁଲ୍ ଛୁଟି ବେଳେ ପିଲା ଘରେ ବସି ପାଠ ପଢ଼ିବେ। ଏନେଇ ରାଜ୍ୟ ସରକାର ପଦକ୍ଷେପ ନେଇଛନ୍ତି। ପିଲାଙ୍କ ଘରେ ବହି ପହଞ୍ଚାଇବା ପାଇଁ ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି। ଆସନ୍ତା...
ଲକ୍ଡାଉନ ଦେଇଛି ଭଲ ସୁଯୋଗ – ଘରେ ରହି ପରୀକ୍ଷା ପାଇଁ କରନ୍ତୁ ପ୍ରସ୍ତୁତି
ଓଡ଼ିଶାଲାଇଭ ବ୍ୟୁରୋ
ଲକଡାଉନ ସମୟରେ ଅଯଥାରେ ସମୟ ନଷ୍ଟ ନକରି ପରୀକ୍ଷା ପାଇଁ ହୁଅନ୍ତୁ ପ୍ରସ୍ତୁତ।
ଆଜିକାଲି କ୍ୟାରିୟରକୁ ନେଇ ପିଲାମାନେ ଯେତିକି ସଚେତନ ହେଲେଣି ସେହି ଅନୁସାରେ ନିଯୁକ୍ତି କ୍ଷେତ୍ରରେ ପ୍ରତିଯୋଗିତା ମଧ୍ୟ ବଢ଼ିବାରେ...
ଘରେ ରହି ବ୍ୟାଙ୍କିଂ ପାଇଁ କିଭଳି ହେବେ ପ୍ରସ୍ତୁତ?
ଓଡ଼ିଶାଲାଇଭ୍ ବ୍ୟୁରୋ
ଛାତ୍ରଛାତ୍ରୀଙ୍କ ମଧ୍ୟରେ ଦିନକୁ ଦିନ ବ୍ୟାଙ୍କିଂ ସେକ୍ଟରର ଚାହିଦା ବଢ଼ିବାକୁ ଲାଗିଛି। ବ୍ୟାଚଲର୍ ଡିଗ୍ରୀ ହାସଲ ପରେ ଅଧିକାଂଶ ଛାତ୍ରଛାତ୍ରୀ ବ୍ୟାଙ୍କିଂ ସେକ୍ଟର ପାଇଁ ନିଜକୁ ପ୍ରସ୍ତୁତ କରିବାରେ ଲାଗିପଡ଼ନ୍ତି। ଦିକୁ...
ଦୁନିଆର ସବୁଠାରୁ ଛୋଟ ଦ୍ୱୀପପୁଞ୍ଜ ଦେଶ ନାଉରୁ, ଜାଣନ୍ତୁ କେତେକ ରୋଚକ କଥା
ଓଡ଼ିଶାଲାଇଭ୍ ବ୍ୟୁରୋ
ବିଶ୍ଵରେ ବହୁଗୁଡ଼ିଏ ଛୋଟ ବଡ଼ ଦ୍ୱୀପପୁଞ୍ଜ ରହିଛି। ବିଶ୍ଵର ସବୁଠାରୁ ବଡ଼ ଦ୍ୱୀପପୁଞ୍ଜ ଦେଶ ହେଉଛି ଇଣ୍ଡୋନେସିଆ। ତେବେ ଆପଣ ଜାଣିଛନ୍ତି କି ବିଶ୍ଵର ସବୁଠାରୁ ଛୋଟ ଦ୍ୱୀପପୁଞ୍ଜ...
ଜାଣନ୍ତୁ, ରେଳଷ୍ଟେସନରେ କାହିଁକି ରହିଥାଏ ହଳଦିଆ ରଙ୍ଗର ଗାର?
ଓଡ଼ିଶାଲାଇଭ୍ ବ୍ୟୁରୋ
ଆପଣ ସବୁବେଳେ ଟ୍ରେନରେ ବସି ଯାତ୍ରା କରିଥିବେ। ଟ୍ରେନରେ ଯିବାକୁ ହେଲେ ଆପଣଙ୍କୁ ଷ୍ଟେସନର ପ୍ଲାଟଫର୍ମକୁ ଯିବାକୁ ପଡ଼ିଥାଏ। ଆପଣ ସେହି ସମୟରେ ଗୋଟିଏ କଥା ଲକ୍ଷ୍ୟ କରିଛନ୍ତି ଯେ, ଷ୍ଟେସନର...
ଦଳଗତ କାମ ଏବଂ ୱାର୍କ ଫ୍ରମ୍ ହୋମ୍ ବେଳେ ବ୍ୟବହାର କରନ୍ତୁ ୩-ସି ମନ୍ତ୍ର
ନୀଳାମ୍ବର ରଥ
ମନେରଖନ୍ତୁ, ବଡ଼ ବଡ଼ ଶିକ୍ଷାଗତ ଯୋଗ୍ୟତା, ଲମ୍ବା ଅଭିଜ୍ଞତା ବା ଉଚ୍ଚ ପଦପଦବୀ ସବୁବେଳେ ଆପଣଙ୍କୁ ସଫଳତା ଆଣିଦେବ ନାହିଁ। ଆପଣ ଯଦି ଭଲ ରୂପେ ‘କମ୍ୟୁନିକେଟ୍’, ‘କୋଲାବରେଟ୍’ ଏବଂ ‘କନସେଣ୍ଟ୍ରେଟ୍’ କରି...





















