ତାମିଲନାଡୁରେ ତୀବ୍ର ହେଉଛି ଭାଷା ଆନ୍ଦୋଳନ: ବଜେଟରୁ ହଟିଲା ଭାରତର ‘ଟଙ୍କା’ ସଙ୍କେତ
ଓଡ଼ିଶାଲାଇଭ୍ ବ୍ୟୁରୋ
ତାମିଲନାଡୁରେ ତୀବ୍ର ହେବାରେ ଲାଗିଛି ଭାଷା ଆନ୍ଦୋଳନ। ରାଜ୍ୟରେ ବଢ଼ିବାରେ ଲାଗିଛି ହିନ୍ଦୀ ଭାଷାର ବିରୋଧ। ଏମ କେ ଷ୍ଟାଲିନଙ୍କ ନେତୃତ୍ଵାଧୀନ ଡିଏମକେ ସରକାର ଏହାର ମୂଳରେ ରହିଛି। ଏବେ ତାମିଲନାଡୁ...
ଓଡ଼ିଆ ସଂସ୍କୃତିରେ ଦୋଳଯାତ୍ରା ଓ ହୋଲି
ସୁରେଶ କୁମାର ପ୍ରଧାନ
ଆମର ଧାର୍ମିକ ଓ ସାଂସ୍କୃତିକ ପରମ୍ପରାରେ ପର୍ବପର୍ବାଣୀ ପାଳନର ଧାରା ବହୁ ପ୍ରାଚୀନ। ଲୀଳା ପୁରୁଷୋତ୍ତମ ଭଗବାନ ଶ୍ରୀକୃଷ୍ଣଙ୍କ ଲୀଳା ମାଧୁର୍ଯ୍ୟକୁ ନେଇ ପାଳିତ ହୋଇଆସୁଥିବା ମହୋତ୍ସବଗୁଡ଼ିକ ମଧ୍ୟରେ ‘ଦୋଳଯାତ୍ରା...
କେମିତି ଖେଳିବେ ସୁରକ୍ଷିତ ହୋଲି?
ଓଡ଼ିଶାଲାଇଭ୍ ବ୍ୟୁରୋ
ରାତି ପାହିଲେ ରଙ୍ଗର ପର୍ବ ହୋଲି। ହୋଲି ଖେଳିବାକୁ ସମସ୍ତଙ୍କ ମନରେ ଉତ୍ସାହ। ତେବେ ସାବଧାନତା ଏବଂ ସତର୍କତା ପାଳନ କରି ରଙ୍ଗ ଖେଳର ମଜା ନେବା ଆବଶ୍ୟକ।
ରଙ୍ଗର ପର୍ବ ହୋଲି...
ଆଇଆଇଏମ୍ସି ଢେଙ୍କାନାଳ ପକ୍ଷରୁ ‘ଗଣମାଧ୍ୟମ ଓ ସାମ୍ବାଦିକତାରେ କ୍ୟାରିୟର ସୁଯୋଗ’ ଉପରେ ସ୍ୱତନ୍ତ୍ର କାର୍ଯ୍ୟକ୍ରମ
ଓଡ଼ିଶାଲାଇଭ୍ ବ୍ୟୁରୋ
ଆଇଆଇଏମ୍ସି ଢେଙ୍କାନାଳ ଏବଂ ଢେଙ୍କାନାଳସ୍ଥିତ ଓଡ଼ାପଡ଼ା ପଞ୍ଚାୟତ ସମିତି ମହାବିଦ୍ୟାଳୟର ମିଳିତ ଆନୁକୂଲ୍ୟରେ ‘ଗଣମାଧ୍ୟମ ଓ ସାମ୍ବାଦିକତାରେ କ୍ୟାରିୟର ସୁଯୋଗ’ ଉପରେ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। ମଙ୍ଗଳବାର ଓଡ଼ାପଡ଼ା...
ଓଡ଼ିଶାରେ ବଢ଼ିଚାଲିଛି ତାତି: ୮ ସହରରେ ତାପମାତ୍ରା ୪୦ ଡିଗ୍ରୀ ପାର୍
ଓଡ଼ିଶାଲାଇଭ୍ ବ୍ୟୁରୋ
ଓଡ଼ିଶାରେ ବଢ଼ିଚାଲିଛି ତାତି। ରାଜ୍ୟର ଅଧିକାଂଶ ଅଞ୍ଚଳରେ ମାତ୍ରାଧିକ ଗରମ ଯୋଗୁଁ ବାହାରକୁ ଯାଇ ହେଉନି। ଗୁରୁବାର ରାଜ୍ୟର ୮ଟି ସହରରେ ତାପମାତ୍ରା ୪୦ ଡିଗ୍ରୀ ପାର୍ କରିଛି। ଆଗକୁ ରାଜ୍ୟର...
ଆଜି ପବିତ୍ର ଦୋଳ ପୂର୍ଣ୍ଣିମା: ଶ୍ରୀମନ୍ଦିରରେ ସୁନାବେଶରେ ଦର୍ଶନ ଦେଉଛନ୍ତି ମହାପ୍ରଭୁ
ଓଡ଼ିଶାଲାଇଭ୍ ବ୍ୟୁରୋ
ଆଜି ପବିତ୍ର ଦୋଳ ପୂର୍ଣ୍ଣିମା। ଶ୍ରୀମନ୍ଦିରରେ ସୁନାବେଶରେ ଦର୍ଶନ ଦେଉଛନ୍ତି ମହାପ୍ରଭୁ। ତିନି ଠାକୁରଙ୍କ ସୁନାବେଶ ଦର୍ଶନ ପାଇଁ ପୁରୀରେ ଲାଗିଛି ଭକ୍ତଙ୍କ ଭିଡ଼।
ଦୋଳ ପୂର୍ଣ୍ଣିମା ଏବଂ ବଡ଼ ଠାକୁରଙ୍କ ସୁନାବେଶ...
କିଡ୍ନି ଜନିତ ସମସ୍ୟା ସହ ଜଡ଼ିତ ଥିବା ଭ୍ରାନ୍ତ ଧାରଣା
ଓଡ଼ିଶାଲାଇଭ୍ ବ୍ୟୁରୋ
https://youtu.be/-f2toqEDQuA
କିଡ୍ନି ଆମ ଶରୀରର ଏକ ଗୁରୁତ୍ୱପୂର୍ଣ୍ଣ ଅଙ୍ଗ। ଏହା ରକ୍ତରୁ ବର୍ଜ୍ୟ ବସ୍ତୁକୁ ଛାଣିବାରେ ସାହାଯ୍ୟ କରିଥାଏ। କିଡ୍ନି ଶରୀରରୁ ବର୍ଜ୍ୟବସ୍ତୁ ତଥା ଟକ୍ସିକ୍ ପରିସ୍ରା ବାଟେ ବାହାର କରିଥାଏ। ତେଣୁ...
ଆଇଆରବି କନଷ୍ଟେବଳ ନିଯୁକ୍ତି ଉପରେ ରୋକ ଲଗାଇଲେ ହାଇକୋର୍ଟ
ଓଡ଼ିଶାଲାଇଭ୍ ବ୍ୟୁରୋ
ଓଡ଼ିଶାରେ ଆଇଆରବି କନଷ୍ଟେବଳ ନିଯୁକ୍ତି ପ୍ରକ୍ରିୟା ଉପରେ ରୋକ ଲଗାଇଛନ୍ତି ହାଇକୋର୍ଟ। ଅନ୍ୟାଦେଶ ନଆସିବା ଯାଏଁ ନିଯୁକ୍ତି ପ୍ରକ୍ରିୟାକୁ ବନ୍ଦ ରଖିବା ଲାଗି ଗୁରୁବାର ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ବୟସ ଅତିକ୍ରାନ୍ତ...
ଡାଏବେଟିସ୍ ଯୋଗୁଁ କିଡ୍ନି ସମସ୍ୟା: କେମିତି ରୋକିବେ?
ଓଡ଼ିଶାଲାଇଭ୍ ବ୍ୟୁରୋ
https://youtu.be/uyUIWj2KWpU
ବିଭିନ୍ନ ଦୂରାରୋଗ୍ୟର କାରଣ ହେଉଛି ଡାଏବେଟିସ୍, ଯେପରିକି ଡାଏବେଟିକ୍ ନେଫ୍ରୋପାଥି। ଅନିୟନ୍ତ୍ରିତ ଡାଏବେଟିସ୍ ଯୋଗୁଁ କିଡ୍ନି ପ୍ରଭାବିତ ହେବାର ଆଶଙ୍କା ଅଧିକ ରହିଥାଏ। ତେଣୁ ଡାଏବେଟିସ୍କୁ ନିୟନ୍ତ୍ରଣ କରିବା ଜରୁରୀ।
ତେବେ ଡାଏବେଟିକ୍...
ପ୍ରକାଶ ପାଇଲା ଓଜେଏସ୍-୨୦୨୩ ପରୀକ୍ଷା ଫଳ: ସୋମେଶ ରଣବିଜୁଳି ଟପ୍ପର
ଓଡ଼ିଶାଲାଇଭ୍ ବ୍ୟୁରୋ
ପ୍ରକାଶ ପାଇଲା ଓଡ଼ିଶା ଜୁଡିସିଆଲ ସର୍ଭିସ (ଓଜେଏସ୍) ୨୦୨୩ ପରୀକ୍ଷା ଫଳାଫଳ। ଏଥର ଓଜେଏସ୍ ପରୀକ୍ଷାରେ ସଫଳ ହୋଇଛନ୍ତି ମୋଟ ୩୩ ଜଣ ପରୀକ୍ଷାର୍ଥୀ। ସୋମେଶ ରଣବିଜୁଳି ଏହି ପରୀକ୍ଷାରେ ଟପ୍ପର...





















