ମାର୍ଚ୍ଚ ୨୨ରେ ଓଡ଼ିଶା ଆସୁଛନ୍ତି କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହ

ଓଡ଼ିଶାଲାଇଭ୍ ବ୍ୟୁରୋ ଓଡ଼ିଶା ଆସୁଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ। ମାର୍ଚ୍ଚ ୨୨ ତାରିଖରେ ସେ ୨ ଦିନିଆ ଗସ୍ତରେ ଓଡ଼ିଶା ଆସିବାର କାର୍ଯ୍ୟକ୍ରମ ରହିଛି। ସେ ରାଜ୍ୟରେ ଏକାଧିକ ପ୍ରକଳ୍ପର ଶୁଭାରମ୍ଭ କରିବେ।...

ଭାରତରେ ରାଜନୈତିକ କ୍ଷେତ୍ରରେ ପଛରେ ମହିଳା

ଓଡ଼ିଶାଲାଇଭ୍ ବ୍ୟୁରୋ ବିଶ୍ଵର ସର୍ବବୃହତ ଗଣତନ୍ତ୍ରରେ ବହୁ ପଛରେ ମହିଳାଙ୍କ ରାଜନୈତିକ ଅଂଶଗ୍ରହଣ। ବିଶ୍ଵର ସର୍ବବୃହତ ଗଣତନ୍ତ୍ର ଭାରତରେ ଆଜି ରାଜନୈତିକ କ୍ଷେତ୍ରରେ ବହୁ ପଛରେ ମହିଳା। ଭାରତର ସଂସଦ ହେଉ କି କ୍ୟାବିନେଟ ଏଥିରେ...

କିଡ୍‌ନିରେ ଷ୍ଟୋନ ହେଲେ କେଉଁ ସବୁ ଲକ୍ଷଣ ଦେଖାଦିଏ?

ଓଡ଼ିଶାଲାଇଭ୍ ସ୍ଵାସ୍ଥ୍ୟ ବ୍ୟୁରୋ https://youtu.be/tf4nUokTU1c ଆମ ଶରୀରରେ କିଡ୍‌ନି ହେଉଛି ଏକ ଫିଲଟର ଭଳି। ଅପରିଷ୍କାର ରକ୍ତକୁ ଛାଣି ଶରୀରକୁ ବିଶୁଦ୍ଧ ରକ୍ତ ଯୋଗାଇବା କିଡ୍‌ନିର ମୁଖ୍ୟ କାମ। ତେଣୁ କିଡ୍‌ନିକୁ ସୁସ୍ଥ ରଖିବା ନିହାତି...

ଏଣିକି ଯୁକ୍ତ ୨ ପରେ ଛାତ୍ରଛାତ୍ରୀ କରିପାରିବେ ବିଏଡ୍ – ଉଚ୍ଚଶିକ୍ଷା ମନ୍ତ୍ରୀ

ଓଡ଼ିଶାଲାଇଭ୍ ବ୍ୟୁରୋ ଏଣିକି ଓଡ଼ିଶାରେ ଗ୍ରାଜୁଏସନ ନୁହଁ ବରଂ ଯୁକ୍ତ ୨ ପରେ କରିପାରିବେ ବିଏଡ୍। ରାଜ୍ୟର ୮ ଟି ଶିକ୍ଷକ ଶିକ୍ଷଣ ଅନୁଷ୍ଠାନ ସେମାନଙ୍କ ନିକଟସ୍ଥ ମହାବିଦ୍ୟାଳୟ ସହ ବୁଝାମଣା ପତ୍ର ସ୍ଵାକ୍ଷର...

କିଡ୍‌ନି ଫେଲ୍ୟୁଅର କାହିଁକି ହୁଏ?

ଓଡ଼ିଶାଲାଇଭ୍ ସ୍ୱାସ୍ଥ୍ୟ ବ୍ୟୁରୋ https://youtu.be/8pknhgvtzm0 ଆମ ଶରୀରର ଏକ ଗୁରୁତ୍ୱପୂର୍ଣ୍ଣ ଅଙ୍ଗ ହେଉଛି କିଡ୍‌ନି। ଶରୀରର ବିଭିନ୍ନ ଅଙ୍ଗକୁ ଏହା ସନ୍ତୁଳିତ କରିବାରେ ସହାୟକ ହୋଇଥାଏ। ବିଭିନ୍ନ କାରଣରୁ କିଡ୍‌ନିଜନିତ ରୋଗ ଦେଖାଦେବା ସହ କିଡ୍‌ନି...

ଆହୁରି ବିଳମ୍ଭିତ ହେବ ସୁନିତାଙ୍କ ମହାକାଶରୁ ଫେରିବା: ‘ନାସା’ର କ୍ରୁ-୧୦ ମିଶନ ପୁଣି ସ୍ଥଗିତ

ଓଡ଼ିଶାଲାଇଭ୍ ବ୍ୟୁରୋ ୨୦୨୪ ଜୁନ୍ ୫ରୁ ଅନ୍ତର୍ଜାତୀୟ ମହାକାଶ ଷ୍ଟେସନରେ ଫସିଛନ୍ତି ସୁନିତା ୱିଲିୟମ୍ସ। ୯ ଦିନିଆ ମିଶନକୁ  ୯ ମାସ ବିତି ଗଲାଣି। ଅନ୍ତର୍ଜାତୀୟ ମହାକାଶ ଷ୍ଟେସନରୁ (ଆଇଏସଏସ) ମହାକାଶଚାରୀ ସୁନିତା ୱିଲିୟମ୍ସ ଏବଂ...

କ୍ରୋନିକ କିଡ୍‌ନି ରୋଗକୁ କେମିତି ରୋକିବେ?

ଓଡ଼ିଶାଲାଇଭ୍ ସ୍ୱାସ୍ଥ୍ୟ ବ୍ୟୁରୋ https://youtu.be/V-NgpwQl1I0 କ୍ରୋନିକ କିଡ୍‌ନି ରୋଗ (ସିକେଡି) ହେଉଛି ସମୟ କ୍ରମେ ଧୀରେ ଧୀରେ କିଡନିର କାର୍ଯ୍ୟ କ୍ଷମତା ହ୍ରାସ ପାଇବା। ମଧୁମେହ କିମ୍ବା ଉଚ୍ଚ ରକ୍ତଚାପ ଭଳି ବିଭିନ୍ନ ରୋଗ ଯୋଗୁଁ...

ଗନ୍ଧମାର୍ଦ୍ଦନ ଲୋଡିଂ ଏଜେନ୍ସି ଦୁର୍ନୀତି ମାମଲା: ବିଜେଡି ନେତା ରାଜା ଚକ୍ର ଗିରଫ

ଓଡ଼ିଶାଲାଇଭ୍ ବ୍ୟୁରୋ କେନ୍ଦୁଝର ଜିଲ୍ଲା ଗନ୍ଧମାର୍ଦ୍ଦନ ଲୋଡିଂ ଏଜେନ୍ସି ଦୁର୍ନୀତି ମାମଲାରେ ଗିରଫ ହେଲେ ବିଜେଡି ନେତା ସୌମ୍ୟଶଙ୍କର ଓରଫ୍ ରାଜା ଚକ୍ର ଗିରଫ। ଗୁରୁବାର ତାଙ୍କୁ ଗିରଫ କରିଛି କ୍ରାଇମବ୍ରାଞ୍ଚ। ଏନେଇ ସୂଚନା...

ଆଜି ବିଶ୍ଵ କିଡ୍‌ନି ଦିବସ: ଜାଣନ୍ତୁ ସୁସ୍ଥ କିଡନି ପାଇଁ ସଠିକ ଡାଏଟ୍ କ’ଣ?

ଓଡ଼ିଶାଲାଇଭ୍ ସ୍ୱାସ୍ଥ୍ୟ ବ୍ୟୁରୋ https://youtu.be/dZ91tLJnQJ8 ଆଜି ବିଶ୍ଵ କିଡ୍‌ନି ଦିବସ। ପ୍ରତି ବର୍ଷ ମାର୍ଚ୍ଚ ମାସର ଦ୍ୱିତୀୟ ଗୁରୁବାରକୁ ବିଶ୍ୱ କିଡ୍‌ନି ଦିବସ ଭାବେ ପାଳନ କରାଯାଉଛି। କିଡ୍‌ନି ରୋଗ ପ୍ରତି ଲୋକଙ୍କୁ ସଚେତନ କରାଇବା...

ଏପ୍ରିଲ ପହିଲାରୁ ଓଡ଼ିଶାରେ ଆୟୁଷ୍ମାନ ଭାରତ ଯୋଜନା

ଓଡ଼ିଶାଲାଇଭ୍ ବ୍ୟୁରୋ ଓଡ଼ିଶାରେ ଏପ୍ରିଲ ୧ ତାରିଖରୁ ଲାଗୁ ହେବ ଆୟୁଷ୍ମାନ ଭାରତ ଯୋଜନା। ଏହାସହ ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନା ମଧ୍ୟ ଲାଗୁ କରିବେ ରାଜ୍ୟ ସରକାର। ଉଭୟ ଯୋଜନାରେ ରାଜ୍ୟର ସାଢ଼େ...