ଛତିଶଗଡ଼: ସୁକମା ଜିଲ୍ଲା ଜଙ୍ଗଲରେ ପୋଲିସ-ମାଓବାଦୀ ଗୁଳି ବିନିମୟ, ୨ ଜଣ ମାଓବାଦୀ ନିହତ
ଓଡ଼ିଶାଲାଇଭ୍ ବ୍ୟୁରୋ
ଛତିଶଗଡ଼ର ସୁକମା ଜିଲ୍ଲାର ଜଙ୍ଗଲରେ ଶନିବାର ପୋଲିସ ଓ ମାଓବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଛି। ଏଥିରେ ୨ ଜଣ ମାଓବାଦୀ ନିହତ ହୋଇଥିବା ସୂଚନା ମିଳିଛି। ଘଟଣାସ୍ଥଳରୁ ବନ୍ଧୁକ ଓ...
କଟକ ଦହିବରା ଭାରି ସୁଆଦିଆ
ଓଡ଼ିଶାଲାଇଭ୍ ବ୍ୟୁରୋ
https://www.youtube.com/watch?v=aaC9hy6hynw
ଓଡ଼ିଶାର ସାଂସ୍କୃତିକ ରାଜଧାନୀ କଟକ। ପରମ୍ପରା, ଐତିହ୍ୟଠୁ ଆରମ୍ଭ କରି ଖାନା ଖଜାନା ପର୍ଯ୍ୟନ୍ତ ଏଠି ସବୁଥିରେ ଦେଖିବାକୁ ମିଳେ କିଛି ନା କିଛି ସ୍ୱତନ୍ତ୍ରତା। ସେଥିମଧ୍ୟରୁ ଚଟପଟି ଖାଦ୍ୟ ମଧ୍ୟରେ...
ହ୍ଵାଇଟ୍ ହାଉସରେ ଟ୍ରମ୍ପ-ଜେଲେନସ୍କି ମୁହାଁମୁହିଁ
ଓଡ଼ିଶାଲାଇଭ୍ ବ୍ୟୁରୋ
ତୃତୀୟ ବିଶ୍ଵଯୁଦ୍ଧକୁ ଉସୁକାଉଛି ୟୁକ୍ରେନ - ଡୋନାଲ୍ଡ ଟ୍ରମ୍ପ
ରୁଷ ସହ ଯୁଦ୍ଧ ବିରାମ କରିବାକୁ ଜେଲେନସ୍କିଙ୍କ ଉପରେ ଟ୍ରମ୍ପଙ୍କ ଚାପ
ୟୁକ୍ରେନର ରାଷ୍ଟ୍ରପତି ଭୋଲଡୋମିର୍ ଜେଲେନସ୍କି ଆମେରିକା ଗସ୍ତରେ ଯାଇ ରାଷ୍ଟ୍ରପତି...
ଲିଭର ସିରୋସିସ୍ କାହିଁକି ହୁଏ?
ଓଡ଼ିଶାଲାଇଭ୍ ସ୍ଵାସ୍ଥ୍ୟ ବ୍ୟୁରୋ
https://www.youtube.com/watch?v=E1VhBSefP_c
ଲିଭର ସିରୋସିସର ମୁଖ୍ୟ କାରଣ ହେଉଛି ମଦ୍ୟପାନ ଓ ମେଦବହୁଳତା। କିନ୍ତୁ ବର୍ତ୍ତମାନ ସମୟରେ ମଦ୍ୟପାନ କରୁନଥିବା ଏବଂ ପତଳା ଲୋକଙ୍କଠାରେ ମଧ୍ୟ ଲିଭର ସିରୋସିସ୍ ଦେଖିବାକୁ ମିଳୁଛି ବୋଲି...
ଆଜି ଦହିବରା ଆଳୁଦମ୍ ଦିବସ
ଓଡ଼ିଶାଲାଇଭ୍ ବ୍ୟୁରୋ
ଆଜି ହେଉଛି ଦହିବରା ଆଳୁଦମ୍ ଦିବସ। ମାର୍ଚ୍ଚ ୧ ତାରିଖକୁ ଦହିବରା ଆଳୁଦମ୍ ଦିବସ ଭାବେ ପାଳନ କରାଯାଉଛି। ଦହିବରା ଆଳୁଦମ୍ ଓଡ଼ିଆ ଲୋକଙ୍କ ପ୍ରିୟ ଖାଦ୍ୟ। ରାଜ୍ୟର ପ୍ରାୟ ସମସ୍ତ...
ଓଡ଼ିଶାରେ ସରକାରୀ ସ୍କୁଲର ପାଚିକା ଓ ସହାୟିକାଙ୍କ ପାରିଶ୍ରମିକ ୩ ହଜାର ଟଙ୍କାକୁ ବଢ଼ିଲା
ଓଡ଼ିଶାଲାଇଭ୍ ବ୍ୟୁରୋ
ଓଡ଼ିଶାର ବିଭିନ୍ନ ସରକାରୀ ସ୍କୁଲରେ କାର୍ଯ୍ୟରତ ପାଚିକା ଓ ସହାୟିକାଙ୍କ ପାରିଶ୍ରମିକ ବଢ଼ାଇଛନ୍ତି ରାଜ୍ୟ ସରକାର। ସେମାନଙ୍କ ମାସିକ ପାରିଶ୍ରମିକ ୨ ହଜାରରୁ ୩ ହଜାର ଟଙ୍କାକୁ ବୃଦ୍ଧି କରାଯାଇଛି। ଆସନ୍ତା...
ଓଡ଼ିଶାରେ ଆଇପିଏସ୍ ସ୍ତରରେ ବଡ଼ ଅଦଳବଦଳ: ୨୬ ଜଣ ବରିଷ୍ଠ ପୋଲିସ ଅଧିକାରୀଙ୍କୁ ନୂଆ ଦାୟିତ୍ଵ
ଓଡ଼ିଶାଲାଇଭ୍ ବ୍ୟୁରୋ
ଓଡ଼ିଶାରେ ଆଇପିଏସ୍ ସ୍ତରରେ ବଡ଼ ଧରଣର ଅଦଳବଦଳ ହୋଇଛି। ରାଜ୍ୟର ୨୬ ଜଣ ଆଇପିଏସ୍ ଅଧିକାରୀଙ୍କ ବଦଳି କରିଛନ୍ତି ରାଜ୍ୟ ସରକାର। ଏନେଇ ଶୁକ୍ରବାର ରାଜ୍ୟ ଗୃହ ବିଭାଗ ପକ୍ଷରୁ ବିଜ୍ଞପ୍ତି...
‘ବିପିୟୁଟି’ର କମାଲ୍: ପରୀକ୍ଷା ସରିବା ମାତ୍ରେ ରେଜଲ୍ଟ
ଓଡ଼ିଶାଲାଇଭ୍ ବ୍ୟୁରୋ
ପରୀକ୍ଷା ସରିଯାଏ, ହେଲେ ରେଜଲ୍ଟ ବାହାରିବା ଅନେକ ସମୟରେ ବିଳମ୍ବ ହୋଇଥାଏ। ଫଳରେ ଉଚ୍ଚଶିକ୍ଷା ତଥା ଚାକିରି ପାଇବାରେ ଛାତ୍ରଛାତ୍ରୀମାନେ ଅସୁବିଧାର ସମ୍ମୁଖୀନ ହୋଇଥାନ୍ତି। ଏହି ସମସ୍ୟାକୁ ଦୃଷ୍ଟିରେ ରଖି ବିଜୁ...
ଅଭିନୟର ଅନ୍ୟ ନାମ ଉତ୍ତମ
ସଙ୍ଗୀତା ମାନସିଂହ
କେତେବେଳେ ରୋମାଣ୍ଟିକ ଅନ୍ଦାଜରେ ଅଭିନେତ୍ରୀଙ୍କ ମୁହଁରେ ହସ ଫୁଟାଉଥିଲେ ତ କେତେବେଳେ ସିନେ ପରଦାରେ ନିଜେ କାନ୍ଦି ଦର୍ଶକଙ୍କ ଆଖିରେ ଲୁହ ଭରୁଥିଲେ। ନିଜର ନିଆର ଅନ୍ଦାଜ ଏବଂ ଅଭିନୟ ଯାଦୁରେ...
ଓଡ଼ିଶାରେ ୪ ଲକ୍ଷରୁ ଅଧିକ ମୃତ ବ୍ୟକ୍ତିଙ୍କ ରାସନକାର୍ଡ କଟାଯାଇଛି – ଖାଦ୍ୟ ଯୋଗାଣ ମନ୍ତ୍ରୀ
ଓଡ଼ିଶାଲାଇଭ୍ ବ୍ୟୁରୋ
ଓଡ଼ିଶାରେ ୪ ଲକ୍ଷରୁ ଅଧିକ ମୃତ ବ୍ୟକ୍ତିଙ୍କ ନାଁରେ ରାସନକାର୍ଡ ରହିଥିଲା। ସେମାନଙ୍କ ନାଁରେ ଚାଉଳ ନିଆଯାଉଥିଲା। ଏବେ ଜାରି ରହିଥିବା ଇ-କେୱାଇସି ଅପଡେଟ୍ ସମୟରେ ସେମାନଙ୍କ ରାସନକାର୍ଡ କଟା ଯାଇଛି।...




















