ମଦ ପିଇ ଚଳାଇ ପାରିବେନି ବାଇକ୍: ରୋକିବ ଏହି ହେଲମେଟ୍!
ଓଡ଼ିଶାଲାଇଭ୍ ବ୍ୟୁରୋ
ସଡ଼କ ସୁରକ୍ଷା ଆଜି ଭାରତରେ ଏକ ଚିନ୍ତାର ବିଷୟ ହୋଇଛି। ନିଶାଶକ୍ତ ହୋଇ ବେପରୁଆ ଗାଡ଼ି ଚଲାଇବା ଯୋଗୁଁ ଦେଶରେ ଦୁର୍ଘଟଣା ଜନିତ ମୃତ୍ୟୁ ବଢ଼ିଚାଲିଛି। ବିଶେଷ କରି ନିଶାଶକ୍ତ ଭାବେ...
ବହୁଚର୍ଚ୍ଚିତ କୋଲକାତା ଅଭୟା ଦୁଷ୍କର୍ମ ଓ ହତ୍ୟା ମାମଲା: ସଞ୍ଜୟ ରାୟକୁ ଆଜୀବନ କାରାଦଣ୍ଡ
ଓଡ଼ିଶାଲାଇଭ୍ ବ୍ୟୁରୋ
ବହୁ ଚର୍ଚ୍ଚିତ କୋଲକାତା ଆରଜି କର ମେଡିକାଲ କଲେଜର ଟେନିଂ ଡାକ୍ତର ଅଭୟା ଦୁଷ୍କର୍ମ ଓ ହତ୍ୟା ମାମଲାର ରାୟ ପ୍ରକାଶ ପାଇଛି। ମୁଖ୍ୟ ଅଭିଯୁକ୍ତ ସଞ୍ଜୟ ରାୟକୁ ଦୋଷୀ ସାବ୍ୟସ୍ତ...
ଜାନୁଆରି ୨୪ରୁ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ପାଇଁ ଆବେଦନ ଆରମ୍ଭ – ପଞ୍ଚାୟତିରାଜ ମନ୍ତ୍ରୀ
ଓଡ଼ିଶାଲାଇଭ୍ ବ୍ୟୁରୋ
ଓଡ଼ିଶାରେ ଜାନୁଆରି ୨୪ ତାରିଖରୁ ଆରମ୍ଭ ହେବ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ପାଇଁ ଆବେଦନ ଆରମ୍ଭ ହେବ। ଏଥିପାଇଁ ଆବାସ ପୋର୍ଟାଲର ଶୁଭାରମ୍ଭ କରିବେ ରାଜ୍ୟ ସରକାର। ଏଥିରେ ହିତାଧିକାରୀମାନେ ଉଭୟ...
ଚିଲିକାରେ ଆରମ୍ଭ ହେଲା ଡଲଫିନ ଗଣନା
ଓଡ଼ିଶାଲାଇଭ୍ ବ୍ୟୁରୋ
ଚିଲିକାରେ ଆରମ୍ଭ ହୋଇଛି ଡଲଫିନ ଗଣନା। ସୋମବାର ସକାଳୁ ଆରମ୍ଭ ହୋଇଥିବା ଏହି ଗଣନା ତିନିଦିନ ଧରି ଚାଲିବ। ଚିଲିକାରେ ଥିବା ବିରଳ ପ୍ରଜାତିର ଇରାଓ୍ଵାଡି ଡଲଫିନ ଗଣନା ପାଇଁ ନିୟୋଜିତ...
ଆଜି ଡୋନାଲ୍ଡ ଟ୍ରମ୍ପଙ୍କ ଶପଥ ଗ୍ରହଣ ସମାରୋହ: ଯୋଗଦେବେ ବିଶ୍ଵର ଅନେକ ବିଶିଷ୍ଟ ବ୍ୟକ୍ତିବିଶେଷ
ଓଡ଼ିଶାଲାଇଭ୍ ବ୍ୟୁରୋ
ଆଜି ଆମେରିକାର ରାଷ୍ଟ୍ରପତି ଭାବେ ଶପଥ ନେବାକୁ ଯାଉଛନ୍ତି ଡୋନାଲ୍ଡ ଟ୍ରମ୍ପ। ସେ ଦେଶର ୪୭ତମ ରାଷ୍ଟ୍ରପତି ଭାବେ ଶପଥ ନେଇ ହ୍ୱାଇଟ ହାଉସକୁ ଫେରିବେ। ଟ୍ରମ୍ପଙ୍କ ଶପଥ ଗ୍ରହଣ ସମାରୋହକୁ...
ସର୍ଭାଇକାଲ କ୍ୟାନ୍ସର କେମିତି ଭଲ ହେବ?
ଓଡ଼ିଶାଲାଇଭ୍ ସ୍ଵାସ୍ଥ୍ୟ ବ୍ୟୁରୋ
https://www.youtube.com/watch?v=T0JOyTKuZJo
ଜରାୟୁ କର୍କଟ ବା ସର୍ଭାଇକାଲ କ୍ୟାନ୍ସରକୁ ନେଇ ସଚେତନତା ସୃଷ୍ଟି କରିବା ଉଦ୍ଦେଶ୍ୟରେ ପ୍ରତିବର୍ଷ ଜାନୁଆରି ମାସକୁ ସର୍ଭାଇକାଲ କ୍ୟାନ୍ସର ସଚେତନତା ମାସ ଭାବେ ପାଳନ କରାଯାଏ।
ଜରାୟୁ କର୍କଟ ରୋଗ...
ଓଡ଼ିଶାରେ ଶୀତଲହରୀ ଜାରି: ୧୦ ଡିଗ୍ରୀ ତଳେ ରାଜ୍ୟର ୯ ସହର
ଓଡ଼ିଶାଲାଇଭ୍ ବ୍ୟୁରୋ
ଓଡ଼ିଶାରେ ଜାରି ରହିଛି ଶୀତ ଲହରୀ
ସୋମବାର ସକାଳେ ୧୦ ଡିଗ୍ରୀ ତଳେ ୯ ସହର
ଜି ଉଦୟଗିରିରେ ୪ ଡିଗ୍ରୀ ସହ ସର୍ବନିମ୍ନ ତାପମାତ୍ରା
ଓଡ଼ିଶାରେ ଏବେ ଜାରି ରହିଛି ଶୀତଲହରୀ। ରାଜ୍ୟର ଅଧିକାଂଶ...
ପରଲୋକରେ ଓଡ଼ିଶାର ବିଶିଷ୍ଟ ମାନସିକ ରୋଗ ବିଶେଷଜ୍ଞ ପ୍ରଫେସର ଡାକ୍ତର ଗୋପାଳ ଚନ୍ଦ୍ର କର
ଓଡ଼ିଶାଲାଇଭ୍ ବ୍ୟୁରୋ
ଓଡ଼ିଶାର ବିଶିଷ୍ଟ ମାନସିକ ରୋଗ ବିଶେଷଜ୍ଞ ପ୍ରଫେସର ଡାକ୍ତର ଗୋପାଳ ଚନ୍ଦ୍ର କରଙ୍କ ପରଲୋକ ଘଟିଛି। ରବିବାର କଟକ ସ୍ଥିତ ବାସଭବନରେ ସେ ଶେଷ ନିଶ୍ଵାସ ତ୍ୟାଗ କରିଥିଲେ। ମୃତ୍ୟୁ ବେଳକୁ ତାଙ୍କୁ...
ସକାଳୁ ଉଠିବା ପରେ ବାରମ୍ବାର ଛିଙ୍କ ହେଉଛି କି, ଜାଣନ୍ତୁ କାହିଁକି?
ଓଡ଼ିଶାଲାଇଭ୍ ସ୍ଵାସ୍ଥ୍ୟ ବ୍ୟୁରୋ
https://www.youtube.com/watch?v=uVh1o73rPak
ଅଧିକାଂଶ ଲୋକଙ୍କର ଅଭିଯୋଗ ଥାଏ ଯେ, ସେମାନଙ୍କର ସକାଳୁ ଉଠିବା ପରେ ବାରମ୍ବାର ଛିଙ୍କ ହୁଏ। ଆଲର୍ଜି ରାଇନାଇଟିସ୍ ଯୋଗୁଁ ଏହିପରି ହେବାର ସମ୍ଭାବନା ରହିଥିବା ଡାକ୍ତର କୁହନ୍ତି।
ତେବେ ଆଲର୍ଜି...
ଜାଣନ୍ତୁ ଏମିତି କିଛି ଦେଶ ଯେଉଁଠି ଭାରତୀୟ ମୁଦ୍ରାର ମୂଲ୍ୟ ବହୁତ ଅଧିକ
ଓଡ଼ିଶାଲାଇଭ୍ ବ୍ୟୁରୋ
ଆମେରିକାର ରାଷ୍ଟ୍ରପତି ନିର୍ବାଚନ ପରେ ଏବେ ବିଭିନ୍ନ ଦେଶର ମୁଦ୍ରାର ମୂଲ୍ୟ ଡଲାର ତୁଳନାରେ ହ୍ରାସ ପାଇବାରେ ଲାଗିଛି। ଭାରତରେ ମଧ୍ୟ ଡଲାର ତୁଳନାରେ ଟଙ୍କାର ମୂଲ୍ୟ କିଛି ମାତ୍ରାରେ ହ୍ରାସ...





















