ଓଡ଼ିଶାରେ ଏଚଏମପିଭି ରୋଗୀ ନାହାନ୍ତି, ଭୟଭୀତ ହୁଅନ୍ତୁ ନାହିଁ – ଜନସ୍ଵାସ୍ଥ୍ୟ ନିର୍ଦ୍ଦେଶକ
ଓଡ଼ିଶାଲାଇଭ୍ ବ୍ୟୁରୋ
ରାଜ୍ୟରେ କୌଣସି ଏଚଏମପିଭି ସଂକ୍ରମିତ ଚିହ୍ନଟ ହୋଇନାହାନ୍ତି। ଏଚଏମପିଗିକୁ ନେଇ ଭୟଭୀତ ହୁଅନ୍ତୁ ନାହିଁ ବୋଲି ପରାମର୍ଶ ଦେଇଛନ୍ତି ଜନସ୍ଵାସ୍ଥ୍ୟ ନିର୍ଦ୍ଦେଶକ ଡାକ୍ତର ନୀଳକଣ୍ଠ ମିଶ୍ର।
ଖୋର୍ଦ୍ଧା ଜିଲ୍ଲା କାଇପଦର ଅଞ୍ଚଳରେ ଜଣେ...
କେନ୍ଦ୍ରାପଡ଼ା: ଜାନୁଆରି ୧୮ରେ ଭିତରକନିକାରେ ପକ୍ଷୀ ଗଣନା
ଓଡ଼ିଶାଲାଇଭ୍ ବ୍ୟୁରୋ
କେନ୍ଦ୍ରାପଡ଼ା ଜିଲ୍ଲା ଭିତରକନିକା ଜାତୀୟ ଉଦ୍ୟାନରେ ଜାନୁଆରି ୧୮ ତାରିଖରେ ହେବ ପକ୍ଷୀ ଗଣନା। ଭିତରକନିକାର ରାଜନଗର, କନିକା, ଗହୀରମଥା, ମହାକାଳପଡ଼ା ଏବଂ କୁଜଙ୍ଗ ଭଳି ୫ଟି ରେଞ୍ଜରେ ଗଣନା କରାଯିବ।...
ଜାଣନ୍ତୁ, କ୍ୟାନ୍ସର ରୋଗୀଙ୍କ କେଶ କାହିଁକି ଝଡ଼େ?
ଓଡ଼ିଶାଲାଇଭ୍ ସ୍ଵାସ୍ଥ୍ୟ ବ୍ୟୁରୋ
https://www.youtube.com/watch?v=QQxDJsfVcW8
କେମୋଥେରାପିର ସବୁଠାରୁ ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟା ହେଉଛି କେଶ ଝଡ଼ିବା। ହେଲେ ଏହି କେଶ ଝଡ଼ିବା ପ୍ରକ୍ରିୟାକୁ ସମସ୍ତେ ଗ୍ରହଣ କରିପାରନ୍ତି ନାହିଁ। ଏହା ତାଙ୍କ ବ୍ୟକ୍ତିତ୍ୱକୁ ପ୍ରଭାବିତ କରିଥାଏ।
ତେଣୁ,...
ଇସ୍ରୋ ‘ସ୍ପେଡେକ୍ସ’ ମିଶନକୁ ଐତିହାସିକ ସଫଳତା: ମହାକାଶରେ ଯୋଡ଼ି ହେଲା ୨ଟି ସାଟେଲାଇଟ୍
ଓଡ଼ିଶାଲାଇଭ୍ ବ୍ୟୁରୋ
ମହାକାଶ ଗବେଷଣା କ୍ଷେତ୍ରରେ ଆଉ ଏକ ଐତିହାସିକ ସଫଳତା ହାସଲ କରିଛି ଭାରତୀୟ ମହାକାଶ ଗବେଷଣା ସଂସ୍ଥା (ଇସ୍ରୋ)। ଗୁରୁବାର ଇସ୍ରୋର ସ୍ପେଡେକ୍ସ ମିଶନରେ ମହାକାଶରେ ପ୍ରଥମଥର ପାଇଁ ୨ଟି ସାଟେଲାଇଟର...
ଘରେ ପଶି ଅଭିନେତା ସୈଫ ଅଲ୍ଲୀ ଖାନଙ୍କୁ ଛୁରାମାଡ଼: ଶରୀରରେ ଲାଗିଛି ଗଭୀର ଆଘାତ
ଓଡ଼ିଶାଲାଇଭ୍ ବ୍ୟୁରୋ
ବଲିଉଡ ଷ୍ଟାର ସୈଫ ଅଲ୍ଲୀ ଖାନଙ୍କ ଉପରେ ହୋଇଛି ଛୁରାମାଡ଼। ବୁଧବାର ରାତି ୨ଟା ପରେ ଘର ଭିତରେ ପଶି ଜଣେ ଦୁର୍ବୃତ୍ତ ତାଙ୍କୁ ଛୁରାମାଡ଼ କରିଛି। ତାଙ୍କ ଉପରକୁ ୬...
ଏସବିଆଇ ପକ୍ଷରୁ ୬୦୦ଟି ‘ବ୍ୟାଙ୍କିଂ ପିଓ’ ପଦବୀରେ ନିଯୁକ୍ତି ପାଇଁ ଆବେଦନ ଜାରି, ଆଜି ଶେଷ ତାରିଖ
ଓଡ଼ିଶାଲାଇଭ୍ ବ୍ୟୁରୋ
ଭାରତୀୟ ଷ୍ଟେଟ ବ୍ୟାଙ୍କରେ (ଏସବିଆଇ) ଅନେକ ବ୍ୟାଙ୍କିଂ ପ୍ରୋବେସନାରି ଅଫିସର (ପିଓ) ପଦବୀ ପାଇଁ ନିଯୁକ୍ତି ସୁଯୋଗ ପ୍ରକାଶ ପାଇଛି। ଭାରତରେ ଥିବା ଏସବିଆଇର ବିଭିନ୍ନ ଶାଖାରେ ୬୦୦ଟି ପିଓ ପଦବୀ...
ଅଧିକ ଷ୍ଟ୍ରେସ୍ରେ ରହୁଛନ୍ତି କି, ଜାଣନ୍ତୁ କ’ଣ କରିବେ?
ଓଡ଼ିଶାଲାଇଭ୍ ସ୍ଵାସ୍ଥ୍ୟ ବ୍ୟୁରୋ
https://www.youtube.com/watch?v=Ss5yhZH4P7E
ଜଣେ ବ୍ୟକ୍ତି ଜୀବନରେ କେବେ ନା କେବେ ଷ୍ଟ୍ରେସ୍ର ସମ୍ମୁଖୀନ ହୋଇଥାଆନ୍ତି। ମାନସିକ ଚାପ ହେଉଛି ଏକ ଭାବନା, ଯାହା କୌଣସି ଘଟଣା କିମ୍ବା ଚିନ୍ତାଧାରାରୁ ସୃଷ୍ଟି ହୋଇଥାଏ। ଏହା...
ଓଏଏସ୍ ଆଲୋକ କୁମାର ପ୍ରଧାନ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଯୁଗ୍ମ ସଚିବ ନିଯୁକ୍ତ
ଓଡ଼ିଶାଲାଇଭ୍ ବ୍ୟୁରୋ
ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଯୁଗ୍ମ ସଚିବ ଭାବେ ନିଯୁକ୍ତ ହେଲେ ଓଏଏସ୍ ଆଲୋକ କୁମାର ପ୍ରଧାନ। ଏନେଇ ବୁଧବାର ଦିନ ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି।
ଓଏଏସ୍...
ଓଡ଼ିଶାରେ ଲାଗୁ ହେବ ଜାତୀୟ ଶିକ୍ଷା ନୀତି – ୨୦୨୦
ଓଡ଼ିଶାଲାଇଭ୍ ବ୍ୟୁରୋ
ଓଡ଼ିଶାରେ ଲାଗୁ ହେବ ଜାତୀୟ ଶିକ୍ଷା ନୀତି-୨୦୨୦। ସ୍କୁଲ ସ୍ତରରେ ଏହାକୁ ଲାଗୁ କରାଯିବ। ଏନେଇ ବୁଧବାର ରାଜ୍ୟ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି।
ଶିକ୍ଷା ବ୍ୟବସ୍ଥାକୁ...
ବାଲେଶ୍ଵର: ଫକୀରମୋହନ ବିଶ୍ୱବିଦ୍ୟାଳୟରେ ବ୍ୟାସକବି ଫକୀରମୋହନ ସେନାପତିଙ୍କ ୧୮୩ତମ ଜୟନ୍ତୀ ପାଳିତ
ଓଡ଼ିଶାଲାଇଭ୍ ବ୍ୟୁରୋ
(ବାଲେଶ୍ଵରରୁ କୃଷ୍ଣ କୁମାର ମହାନ୍ତି): ବାଲେଶ୍ଵରର ଫକୀରମୋହନ ବିଶ୍ୱବିଦ୍ୟାଳୟ ବ୍ୟାସକବି ଫକୀରମୋହନ ସେନାପତିଙ୍କ ୧୮୩ତମ ଜନ୍ମ ଜୟନ୍ତୀ ପାଳିତ ହୋଇଛି। ବିଶ୍ଵବିଦ୍ୟାଳୟର କୁଳପତି ପ୍ରଫେସର ସନ୍ତୋଷ କୁମାର ତ୍ରିପାଠୀଙ୍କ ଅଧ୍ୟକ୍ଷତାରେ ଏହି...





















