ଓଡ଼ିଆ ସିନେମାରେ ପ୍ରଥମ ଝିଅ ବିଦା ଗୀତ ପଛର କାହାଣୀ

ଓଡ଼ିଶାଲାଇଭ୍‌ ବ୍ୟୁରୋ   ବହୁତ କମ୍ ଓଡ଼ିଆ ଛବିରେ ଝିଅକୁ ବିଦାୟ ଦେବାର ଦୃଶ୍ୟ ଉପରେ ଗୀତ ରହିଛି। ଏଭଳି ଦୁଇଟି ଝିଅ ବିଦା ଗୀତ ଦର୍ଶକ ମହଲରେ ବେଶ୍ ଆଦୃତ ହୋଇଥିଲା। ଓଡ଼ିଆ ଚଳଚ୍ଚିତ୍ରରେ ଅନେକ...

ଆନନ୍ଦ ଭବନ ପରିଦର୍ଶନ କଲେ ଗୀତା ମେହେଟ୍ଟା

ଓଡ଼ିଶାଲାଇଭ୍‌ ବ୍ୟୁରୋ ବିଜୁ ପଟ୍ଟନାୟକଙ୍କ ଜନ୍ମସ୍ଥାନ ଆନନ୍ଦ ଭବନକୁ ରାଜ୍ୟ ସରକାର ସଂଗ୍ରହାଳୟରେ ପରିଣତ କରିଛନ୍ତି। ଏହି ସଂଗ୍ରହାଳୟ ୧୭ ତାରିଖରେ ଲୋକାର୍ପଣ କରିବେ ରାଷ୍ଟ୍ରପତି ରାମନାଥ କୋବିନ୍ଦ। ଏଥିପାଇଁ ପ୍ରଶାସନ ପକ୍ଷରୁ ଜୋରଦାର...

ଗାୟକ ଏବେ ‘ନାୟକ’, ଗାୟିକା ‘ନାୟିକା’

ସୌମ୍ୟ ରଞ୍ଜନ ବିହାରା ଆଜିକାଲି ଗାୟକ, ଗାୟିକା ଷ୍ଟୁଡିଓରେ କେବଳ ଗୀତ ଗାଉନାହାନ୍ତି। ବରଂ ଗୀତ ଗାଇବା ସହ ନାୟକର ଭୂମିକା ନିଭାଉଛନ୍ତି ଗାୟକ ଏବଂ ନାୟିକା ଭାବେ ଲୋକଙ୍କ ମନ ଜିଣୁଛନ୍ତି ଗାୟିକା।...

ପୁରୀ ରାଜଭବନ ନିରାପଦ ନୁହେଁ: ସ୍ପେଶାଲ ସର୍କିଟ ହାଉସରେ ରହିବେ ରାଷ୍ଟ୍ରପତି

ଓଡ଼ିଶାଲାଇଭ୍‌ ବ୍ୟୁରୋ ୧୯୧୩ ମସିହାରେ ନିର୍ମାଣ କରାଯାଇଥିବା ପୁରୀ ରାଜଭବନ ଏବେ ବିପଦସଙ୍କୁଳ ଅବସ୍ଥାରେ। ୧୮ ତାରିଖରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ପୁରୀ ଆସୁଥିବାରୁ ତାଙ୍କ ରହଣି ପାଇଁ ସ୍ପେଶାଲ ସର୍କିଟ ହାଉସରେ ବ୍ୟବସ୍ଥା...

ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ବଢ଼ିଲା ବ୍ୟାଙ୍କ-ମୋବାଇଲ ସହ ଆଧାର ଲିଙ୍କ୍

ଓଡ଼ିଶାଲାଇଭ୍ ବ୍ୟୁରୋ ମୋବାଇଲ ନମ୍ବର, ପାସ୍‌ପୋର୍ଟ ଏବଂ ବ୍ୟାଙ୍କ ଆକାଉଣ୍ଟରେ ଆଧାର ଲିଙ୍କ୍‌କୁ ନେଇ ସୁପ୍ରିମକୋର୍ଟ ମଙ୍ଗଳବାର ଗୁରୁତ୍ୱପୂର୍ଣ୍ଣ ରାୟ ଦେଇଛନ୍ତି। ଏସବୁଥିରେ ଆଧଶଣ ଲିଙ୍କ୍‌ ଏବେ ଜରୁରୀ ନୁହେଁ ବୋଲି ସୁପ୍ରିମକୋର୍ଟ କହିଛନ୍ତି। ସୁପ୍ରିମକୋର୍ଟ...

୨୦୧୯ ପାଇଁ ରଣନୀତି: ସୋନିଆଙ୍କ ଡିନର ପାର୍ଟିରେ ସାମିଲ ହେଲେ ୨୦ ଦଳର ନେତା

ଓଡ଼ିଶାଲାଇଭ୍ ବ୍ୟୁରୋ ସୋନିଆ ଗାନ୍ଧିଙ୍କ ଡିନର ପାର୍ଟିରେ ଯୋଗ ଦେଇଛନ୍ତି ୨୦ଟି ଦଳର ନେତା। ଏହି ଡିନର ପାର୍ଟିରେ ୨୦୧୯ ପାଇଁ ପ୍ରସ୍ତୁତ ହୋଇଛି ରଣନୀତି। ବିଜେପି ବିଜୟକୁ କିପରି ରୋକାଯିବ ସେନେଇ ଆଲୋଚନା...

୨୦୦୭ରୁ ୨୦୧୮: ମାଓବାଦୀ ନେଲେଣି କେତେ ଯବାନଙ୍କ ଜୀବନ

ଓଡ଼ିଶାଲାଇଭ୍ ବ୍ୟୁରୋ ମାଓବାଦୀ-ଯବାନଙ୍କ ଭିତରେ ଚାଲିଛି ଲୁଚକାଳି ଖେଳ। ମାଓବାଦୀଙ୍କୁ ନିପାତ କରିବା ପାଇଁ ଘଞ୍ଚ ଜଙ୍ଗଲରେ ଯବାନମାନେ ଡେରା ପକାଇଥିବା ବେଳେ ମାଓବାଦୀମାନେ ତାଙ୍କ ପରାକ୍ରମ ଦେଖାଉଛନ୍ତି। ଛତିଶଗଡ, ଝାଡଖଣ୍ଡ, ଓଡ଼ିଶା ଏବଂ...

ରାଜ୍ୟସଭା ନିର୍ବାଚନ: ତିନି ବିଜେଡି ପ୍ରାର୍ଥୀଙ୍କ ପ୍ରାର୍ଥିପତ୍ର କାଏମ

ଓଡ଼ିଶାଲାଇଭ୍ ବ୍ୟୁରୋ ରାଜ୍ୟସସଭା ନିର୍ବାଚନ ପାଇଁ ମଙ୍ଗଳବାର ହୋଇଥିଲା ପ୍ରାର୍ଥିପତ୍ର ଯାଞ୍ଚ। ଯାଞ୍ଚ ପରେ ବିଜେଡିର ତିନି ପ୍ରାର୍ଥୀଙ୍କର ପ୍ରାର୍ଥିପତ୍ର କାଏମ ରହିଛି। ରାଜ୍ୟସଭା ନିର୍ବାଚନ ପାଇଁ ପ୍ରାର୍ଥିପତ୍ର ଦାଖଲ କରିଥିବା ତିନି ଜଣ ବିଜେଡି...

ଆଇଆଇଡି ବିସ୍ଫୋରଣ: ସହିଦ ୯ ଜଣଙ୍କ ଭିତରେ ଜଣେ ଓଡ଼ିଆ

ଓଡ଼ିଶାଲାଇଭ୍ ବ୍ୟୁରୋ ମାଓବାଦୀଙ୍କ ଭୟଙ୍କର ବିସ୍ଫୋରଣରେ ୯ ଜଣ ସିଆର୍‌ପିଏଫ୍‌ ଯବାନ ସହିଦ ହୋଇଛନ୍ତି। ୯ ଜଣଙ୍କ ଭିତରେ ଅଛନ୍ତି ଜଣେ ଓଡ଼ିଆ। ଛତିଶଗଡ ସୁକମାରେ ନକ୍ସଲମାନେ ମଙ୍ଗଳବାର ଭୟଙ୍କର ବିସ୍ଫୋରଣ ଘଟାଇଛନ୍ତି। ଏଥିରେ ୯...

ସୁକମାରେ ବଡ଼ ଧରଣର ମାଓ ହମଲା: ଆଇଆଇଡି ବିସ୍ଫୋରଣରେ ୯ ଯବାନ ସହିଦ

ଓଡ଼ିଶାଲାଇଭ୍ ବ୍ୟୁରୋ ଛତିଶଗଡରେ ମାଓବାଦୀମାନେ ବର୍ବର କାଣ୍ଡ ଘଟାଇଛନ୍ତି। ସୁକ୍‌ମା ଜିଲ୍ଲାରେ ଆଇଆଇଡି ବିସ୍ଫୋରଣ ଘଟିବାରୁ ୯ ଯବାନ ସହିଦ ହୋଇଛନ୍ତି। ଛତିଶଗଡ ସୁକ୍‌ମା ଜିଲ୍ଲାରେ ବଡ଼ ଧରଣର ମାଓ ହମଲା ହୋଇଛି। କିସ୍ତାରାମ ଅଞ୍ଚଳରେ...