ଗୋରଖପୁରରେ ଓଡ଼ିଶାର ଦୁଃସାହସିକ ସାଇକେଲ ଯାତ୍ରୀଙ୍କୁ ଭବ୍ୟ ସ୍ୱାଗତ
ଓଡ଼ିଶାଲାଇଭ୍ ବ୍ୟୁରୋ
ଦିନ ପରେ ଦିନ ଗଡ଼ୁଛି। ହେଲେ କଟକରୁ କାଠମାଣ୍ଡୁ ଅଭିମୁଖେ ଦୁଃସାହସିକ ସାଇକେଲ ଯାତ୍ରାରେ ଯାଇଥିବା ୮ ଜଣିଆ ଟିମଙ୍କ ସାଇକେଲ ଅଟକୁନି। ଗୋଟିଏ ଲକ୍ଷ୍ୟରେ ଏମାନେ ମାଡ଼ି ଚାଲିଛନ୍ତି ଆଗକୁ।...
୭୦ ଟପିଲେଣି ନେତା: ପୁଅ ପାଇଁ ବାପା ନେବେ ସନ୍ନ୍ୟାସ!
ଓଡ଼ିଶାଲାଇଭ୍ ବ୍ୟୁରୋ
ରାଜନୀତିରେ ପୁଅ ପାଇଁ ବାଟ ଛାଡ଼ୁଛନ୍ତି ବାପା। ଏଭଳି ଦୃଷ୍ଟାନ୍ତ ଅତୀତରେ ଦେଖିବାକୁ ମିଳିଛି। ବିଜୟଶ୍ରୀ ରାଉତରାୟ, ନରସିଂହ ମିଶ୍ର ଏବଂ ହେମାନନ୍ଦ ବିଶ୍ୱାଳ ନିର୍ବାଚନ ଲଢେଇରୁ ସନ୍ନ୍ୟାସ ଘୋଷଣା କରିବା...
ଓଡ଼ିଶା ଡାକ ପରିମଣ୍ଡଳ ତରଫରୁ ପାଳନ କରାଯିବ ବିଶ୍ୱ ଡାକ ଦିବସ
ଓଡ଼ିଶାଲାଇଭ୍ ବ୍ୟୁରୋ
“ପରିବର୍ତ୍ତିତ ଧାରା ସହ ପାଦ ମିଶାଇ ବଦଳିଚାଲିଛି ଭାରତୀୟ ଡାକସେବା ବା ଇଣ୍ଡିଆ ପୋଷ୍ଟ। ଉନ୍ନତ ଅତ୍ୟାଧୁନିକ ଡିଜିଟାଲ୍-ଫ୍ରେଣ୍ଡଲି ଓ ସବୁବର୍ଗ ତଥା ସବୁ ବୟସର ସାଥୀ ଭାରତୀୟ ଡାକସେବା”, କହିଛନ୍ତି...
ଆମିରଙ୍କୁ ଚମକାଇଲେ ତୁର୍କୀର ଆଇସ୍କ୍ରିମ୍ ବିକାଳି
ଓଡ଼ିଶାଲାଇଭ୍ ବ୍ୟୁରୋ
ମିଷ୍ଟର ପରଫେକ୍ଟନିଷ୍ଟ ଆମିର ଖାନ ଏବେ ନିଜର ଆଗାମୀ ସିନେମା ‘ସିକ୍ରେଟ୍ ସୁପରଷ୍ଟାର’ର ପ୍ରମୋସନ ପାଇଁ ଅଛନ୍ତି ତୁର୍କୀରେ। ଆମିର ତୁର୍କୀରେ ବହୁତ ଖୁସି ଅଛନ୍ତି ଓ ତୁର୍କୀ ଯିବା ପାଇଁ...
ଟି-୨୦ ମ୍ୟାଚ: କଙ୍ଗାରୁ ଟିମ୍କୁ ହରାଇଲା ଟିମ୍ ଇଣ୍ଡିଆ
ଓଡ଼ିଶା ଲାଇଭ୍ ବ୍ୟୁରୋ
ଅଷ୍ଟ୍ରେଲିଆ ଟିମ୍କୁ ୯ ଓ୍ବିକେଟରେ ହରାଇଛି ଟିମ୍ ଇଣ୍ଡିଆ। ରାଞ୍ଚିରେ ଅନୁଷ୍ଠିତ ଟି-୨୦ ମ୍ୟାଚରେ ରୋମାଞ୍ଚକର ବିଜୟ ହାସଲ କରିଛି ଭାରତୀୟ ଟିମ୍। ଟସ୍ ଜିତିଥିବା ଟିମ୍ ଇଣ୍ଡିଆ ପ୍ରଥମେ...
୩୬ ଘଣ୍ଟା ଚକା ଜାମ୍ ଆନ୍ଦୋଳନ: ୯ରୁ ସାରା ଦେଶରେ ଗଡ଼ିବନି ଟ୍ରକ
ଓଡ଼ିଶାଲାଇଭ୍ ବ୍ୟୁରୋ
ଜିଏସ୍ଟିରେ ସଂଶୋଧନ ଆଣି ମୋଦି ସରକାର ଖୁସି ମନାଉଛନ୍ତି। କ୍ଷୁଦ୍ର ଓ ମଧ୍ୟମ ବ୍ୟବସାୟୀଙ୍କୁ ଦୀପାବଳି ଭେଟି ଦେଇଛନ୍ତି ବୋଲି ଡିଣ୍ଡିମ ପିଟୁଛନ୍ତି। ହେଲେ ସରକାରଙ୍କ ଏହି ଖୁସିକୁ ଟ୍ରକ ମାଲିକ...
ଧର୍ମଘଟ କରିବେ ବସ୍ ମାଲିକ ସଂଘ: ନଭେମ୍ବର ୧ରୁ ଗଡ଼ିବନି ଘରୋଇ ବସ୍
ଓଡ଼ିଶାଲାଇଭ୍ ବ୍ୟୁରୋ
୫ ଦଫା ଦାବି ପୂରଣ କର। ନଚେତ୍ ଧର୍ମଘଟକୁ ସମ୍ଭାଳ। ରାଜ୍ୟ ସରକାରଙ୍କୁ ଏଭଳି ଆହ୍ବାନ ଦେଇଛନ୍ତି ରାଜ୍ୟ ଘରୋଇ ବସ୍ ମାଲିକ ସଂଘ। ଦାବି ନ ମାନିଲେ ନଭେମ୍ବର ୧ରୁ...
ନବୀନ ନିବାସରେ ମୁଖ୍ୟମନ୍ତ୍ରୀଙ୍କୁ ସମ୍ବର୍ଦ୍ଧିତ କଲେ ବୁଣାକାର ସଂଘର କର୍ମକର୍ତ୍ତା
ଓଡ଼ିଶାଲାଇଭ୍ ବ୍ୟୁରୋ
[youtube https://www.youtube.com/watch?v=PVmj_bWwkX0]
ରାଜ୍ୟ ହସ୍ତଶିଳ୍ପୀ ଓ ବୁଣାକାରଙ୍କ ଦୀର୍ଘଦିନର ଆଶା ପୂରଣ ହୋଇଛି। ରାଜ୍ୟ ସରକାର ରାଜ୍ୟ ହସ୍ତତନ୍ତ ଓ ହସ୍ତ ଶିଳ୍ପ ବିକାଶ ପରିଷଦ ଗଠନ କରିଛନ୍ତି। ଏହା ଆଗାମୀ ଦିନରେ...
ପେଟ୍ରୋଲ୍ ପଲିଟିକ୍ସ: ୧୩ରେ ବନ୍ଦ ରହିବ ପେଟ୍ରୋଲ ପମ୍ପ୍, ଭାଟ୍ ହ୍ରାସକୁ ଓଡ଼ିଶା ସରକାରଙ୍କ ନା
ଓଡ଼ିଶାଲାଇଭ୍ ବ୍ୟୁରୋ
ଜୋର୍ ଧରିଛି ପେଟ୍ରୋଲ ପଲିଟିକ୍ସ। ପେଟ୍ରୋଲ ଓ ଡିଜେଲ ମୂଲ୍ୟ ହ୍ରାସ ପାଇଥିଲେ ମଧ୍ୟ ଏହାକୁ ନେଇ ପଲିଟିକ୍ସ ଥମିବାର ନାଁ ଧରୁନି। କେତେବେଳେ ବିରୋଧୀ ଦଳ ତ ପୁଣି ଆଉ...
ଗଡ଼ ରକ୍ଷା ପାଇଁ ଗୋଟି ଚାଳନା: ଦ୍ୱାରକାବାସୀଙ୍କୁ ନିର୍ବାଚନୀ ଭେଟିଦେଲେ ମୋଦି
ଓଡ଼ିଶାଲାଇଭ୍ ବ୍ୟୁରୋ
କଂଗ୍ରେସ ଉପାଧ୍ୟକ୍ଷ ରାହୁଲ ଗାନ୍ଧିଙ୍କ ଗୁଜୁରାଟ ଗସ୍ତକୁ ସପ୍ତାହେ ନ ପୂରୁଣୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦୁଇଦିନିଆ ଗୁଜୁରାଟ ଗସ୍ତରେ ଯାଇଛନ୍ତି। ଆଗକୁ ଗୁଜୁରାଟ ବିଧାନସଭା ନିର୍ବାଚନ ଆସୁଥିବାରୁ ମୋଦି...





















