ରମାଦେବୀରେ ଛାତ୍ର ବିଜେଡିର ବାଜିମାତ୍: ସଭାନେତ୍ରୀ ହେଲେ ସୌଭାଗ୍ୟ ସୌମ୍ୟାଶ୍ରୀ
ଓଡ଼ିଶାଲାଇଭ୍ ବ୍ୟୁରୋ
ରମାଦେବୀ ବିଶ୍ୱବିଦ୍ୟାଳୟ ଓ ରାଜଧାନୀ କଲେଜକୁ କବ୍ଜା କଲା ଛାତ୍ର ବିଜେଡି। ଛାତ୍ର ବିଜେଡି ସମର୍ଥିତ ସଭାପତି ପ୍ରାର୍ଥୀ ଏହି ଦୁଇ ପ୍ରମୁଖ କ୍ୟାମ୍ପସରେ ନିର୍ବାଚିତ ହୋଇଛନ୍ତି।
ରମାଦେବୀରେ ଛାତ୍ର ବିଜେଡି ସମର୍ଥିତ...
ବିଜ୍ଞାନରେ ପ୍ରଥମ ମହିଳା ଡକ୍ଟରେଟ୍
ଓଡ଼ିଶାଲାଇଭ୍ ବ୍ୟୁରୋ
ଭାରତର ପ୍ରଥମ ମହିଳା ଯିଏ ବିଜ୍ଞାନରେ ଡକ୍ଟରେଟ ଉପାଧି ହାସଲ କରିଥିଲେ ତାଙ୍କୁ ଆଜି ଗୁଗଲ ପକ୍ଷରୁ ସମ୍ମାନିତ କରାଯାଇଛି। ସେହି ମହାନ ମହିଳା ହେଉଛନ୍ତି ଅସୀମା ଚାଟ୍ଟାର୍ଜି।
୧୯୨୦ ଓ ୧୯୩୦...
ବିଜେଡିରେ ସାମିଲ ହେଲେ ଦିବଙ୍ଗତ ବିଧାୟକ ସୁବଳ ସାହୁଙ୍କ ପରିବାର
ଓଡ଼ିଶାଲାଇଭ୍ ବ୍ୟୁରୋ
ବିଜେଡିରେ ସାମିଲ୍ ହେଲେ ବିଜେପୁରର ଦିବଙ୍ଗତ ବିଧାୟକ ସୁବଳ ସାହୁଙ୍କ ପରିବାର। ବିଜେଡି ପାର୍ଟି ଅଫିସରେ ଆୟୋଜିତ ସ୍ୱତନ୍ତ୍ର ଉତ୍ସବରେ ଶନିବାର ସ୍ୱର୍ଗତ ସାହୁଙ୍କ ପତ୍ନୀ ରୀତା ସାହୁ, ପୁଅ ସୁମିତ...
ବିଶିଷ୍ଟ ଲେଖିକା ‘ବନଜ ଦେବୀ’ ପାଇବେ ସାରଳା ପୁରସ୍କାର
ଓଡ଼ିଶାଲାଇଭ୍ ବ୍ୟୁରୋ
୩୮ତମ ‘ଶାରଳା ପୁରସ୍କାର’ ପାଇବେ ବିଶିଷ୍ଟ ଲେଖିକା ବନଜ ଦେବୀ। ‘କାଠପୁଅ’ ଗଳ୍ପ ସଙ୍କଳନ ନିମନ୍ତେ ତାଙ୍କୁ ଏହି ସମ୍ମାନଜନକ ପୁରସ୍କାର ପ୍ରଦାନ କରାଯିବ। ଶାରଳା ପୁରସ୍କାର ଉପଦେଷ୍ଟା ପରିଷଦ କମିଟି...
ଚନ୍ଦନ ମିତ୍ରଙ୍କ ଗଣିତ: ବିଜେଡିକୁ ‘ଚନ୍ଦନ’, ବିଜେପିକୁ ‘ପବନ’
ଓଡ଼ିଶାଲାଇଭ୍ ବ୍ୟୁରୋ
ଓଡ଼ିଶା ରାଜନୀତିକୁ ନେଇ ବିଜେପିର ବରିଷ୍ଠ ନେତା ଚନ୍ଦନ ମିତ୍ର ଅଙ୍କ କଷିଛନ୍ତି। ତାଙ୍କ ଗଣିତ କହୁଛି ୨୦୧୯ରେ ଓଡ଼ିଶାରେ ପଦ୍ମ ଫୁଟିବନି। ଚନ୍ଦନ ମିତ୍ରଙ୍କ ଭଳି ଜଣେ ବରିଷ୍ଠ ନେତାଙ୍କ...
ବୁର୍ଲାଠାରେ ଏପିଜେ ଅବଦୁଲ୍ କାଲାମ୍ ପ୍ଲାନେଟୋରିୟମ୍କୁ ଉଦ୍ଘାଟନ କଲେ ମୁଖ୍ୟମନ୍ତ୍ରୀ
ଓଡ଼ିଶାଲାଇଭ୍ ବ୍ୟୁରୋ
ଭୁବନେଶ୍ୱର ପରେ ସମ୍ବଲପୁରର ବୁର୍ଲାଠାରେ ପ୍ରତିଷ୍ଠା ହୋଇଛି ରାଜ୍ୟର ଦ୍ୱିତୀୟ ପ୍ଲାନେଟୋରିୟମ୍। ଏହାକୁ ମିଜାଇଲ୍ ମ୍ୟାନ୍ ତଥା ପୂର୍ବତନ ରାଷ୍ଟ୍ରପତି ଏପିଜେ ଅବଦୁଲ କାଲାମଙ୍କ ନାମରେ ନାମିତ କରାଯାଇଛି। ମୁଖ୍ୟମନ୍ତ୍ରୀ ନବୀନ...
‘ହ୍ୱାଟ ଆଇ ଷ୍ଟାଣ୍ଡ ଫର୍ ମିଟିଂ’ ପରେ ପ୍ରଚାର ଶେଷ: ପ୍ରତିଶ୍ରୁତିରେ ପୋତି ପକାଇଲେ ପ୍ରାର୍ଥୀ
ଓଡ଼ିଶାଲାଇଭ୍ ବ୍ୟୁରୋ
ଛାତ୍ର ସଂସଦ ନିର୍ବାଚନ ପାଇଁ ଆଜି ଅନୁଷ୍ଠିତ ହୋଇଛି 'ହ୍ୱାଟ ଆଇ ଷ୍ଟାଣ୍ଡ ଫର୍ ମିଟିଂ।' ପ୍ରାର୍ଥୀ ଏବଂ ସମର୍ଥକମାନେ ଶୋଭାଯାତ୍ରାରେ କ୍ୟାମ୍ପସ୍କୁ ଆସି ନିଜ ପତିଆରା ଦେଖାଇଛନ୍ତି। ଛାତ୍ରଛାତ୍ରୀଙ୍କୁ ବିଭିନ୍ନ...
୨୦୧୮ରେ ସାଧାରଣ ନିର୍ବାଚନ, ସଜବାଜ ହେଲେଣି ମୋଦି-ଶାହା ଯୋଡ଼ି!
ଓଡ଼ିଶାଲାଇଭ୍ ବ୍ୟୁରୋ
ସମୟ ପୂର୍ବରୁ ନିର୍ବାଚନ ବିଗୁଲ୍ ଫୁଙ୍କିପାରନ୍ତି ମୋଦି
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ବିଜେପି ଅଧ୍ୟକ୍ଷ ଅମିତ ଶାହାଙ୍କ ଯୋଡ଼ି ଚମକାଇବା ଭଳି ନିଷ୍ପତ୍ତି ନେବାରେ ସିଦ୍ଧହସ୍ତ।
ବର୍ତ୍ତମାନ ଖବର ଆସୁଛି ୨୦୧୯ରେ ହେବାକୁ...
ନବୀନ-ମମତାଙ୍କ ଗଡ଼ ଜିତିପାରିବ ବିଜେପି?
ଓଡ଼ିଶାଲାଇଭ୍ ବ୍ୟୁରୋ
ଅନ୍ୟ କେହି କହୁ କି ନ କହୁ ବିଜେପିର ଦୁଇଥର ରାଜ୍ୟସଭା ସାଂସଦ ଥିବା ଚନ୍ଦନ ମିତ୍ର କହିଛନ୍ତି ଯେ ଓଡ଼ିଶା ଏବଂ ବଙ୍ଗଳା (ପଶ୍ଚିମବଙ୍ଗ) ଭେଦ କରିବା ବିଜେପି ପାଇଁ...
ବିଶ୍ୱାସ ହେଉନି ମୁଁ ପ୍ରିୟଙ୍କା ଚୋପ୍ରାଙ୍କୁ ଭେଟିଲି: ମାଲାଲା
ଓଡ଼ିଶାଲାଇଭ୍ ବ୍ୟୁରୋ
“କ୍ୟାନ୍ ନଟ୍ ବିଲିଭ୍ ଆଇ ମେଟ୍ ପ୍ରିୟଙ୍କା ଚୋପ୍ରା” – ନୋବେଲ ଶାନ୍ତି ପୁରସ୍କାର ବିଜେତା ପାକିସ୍ତାନୀ ଝିଅ ମାଲାଲା ୟୁସୁଫଜାଇ କିଛି ଘଣ୍ଟା ତଳେ ତାଙ୍କ ଟ୍ୱିଟର ଆକାଉଣ୍ଟରେ ଏକଥା...





















