ମୟୂରଭଞ୍ଜ ଜିଲ୍ଲା ପରିବେଶ ସମିତି ପକ୍ଷରୁ ବୃକ୍ଷରୋପଣ କାର୍ଯ୍ୟକ୍ରମ

ଓଡ଼ିଶାଲାଇଭ୍ ବ୍ୟୁରୋ (ମୟୂରଭଞ୍ଜରୁ ରାଧାଶ୍ୟାମ ପ୍ରଧାନ): ବିଶ୍ଵ ପରିବେଶ ଦିବସ ଉପଲକ୍ଷେ ମୟୂରଭଞ୍ଜ ଜିଲ୍ଲା ପରିବେଶ ସମିତି ପକ୍ଷରୁ ଜିଲ୍ଲାସ୍ତରୀୟ କାର୍ଯ୍ୟକ୍ରମ ବାରିପଦା ବନଖଣ୍ଡ କାର୍ଯ୍ୟାଳୟ ପରିସରରେ ଆୟୋଜିତ ହୋଇଯାଇଛି। ଶିମିଳିପାଳ ବ୍ୟାଘ୍ର ପ୍ରକଳ୍ପର ନିର୍ଦ୍ଦେଶକ...

ଗୋଟିଏ ଭାଇରାଲ ଭିଡିଓ ବଦଳାଇ ଦେଲା କ୍ରିଷ୍ଣା ରାଉତଙ୍କ ଜୀବନ

ଓଡ଼ିଶାଲାଇଭ୍ ବ୍ୟୁରୋ https://www.youtube.com/watch?v=h8pOUz1PqJM&list=PLKig8_kZBmDNDgXyShRcPIp86E2gP8af0&index=1&t=81s କମେଡିଆନ୍ ତଥା ରିଲ୍ ଷ୍ଟାର ଭାବେ ଘରେ ଘରେ ପରିଚିତ କ୍ରିଷ୍ଣା ରାଉତ। ନୂଆ ବୋହୂ, ମା’, ଶାଶୂ ଆଦି ଅନେକ ଚରିତ୍ରରେ କମେଡି କରି ସୋସିଆଲ୍ ମିଡିଆରେ ବହୁ ପ୍ରଶଂସା...

ଯୁବାବସ୍ଥାରେ କାହିଁକି ବଢ଼ୁଛି ହାର୍ଟଆଟାକ୍ ସମସ୍ୟା?

ଓଡ଼ିଶାଲାଇଭ୍ ସ୍ଵାସ୍ଥ୍ୟ ବ୍ୟୁରୋ https://www.youtube.com/watch?v=2_N1S-6GjF0 ହୃତପିଣ୍ଡ ଆମ ଶରୀରର ମୁଖ୍ୟ ଅଙ୍ଗ। ସମ୍ପୂର୍ଣ୍ଣ ଶରୀରରେ ରକ୍ତ ସଞ୍ଚାଳନ କରିବା ହୃତପିଣ୍ଡର ମୁଖ୍ୟ କାର୍ଯ୍ୟ। ଯଦି କୌଣସି କାରଣରୁ ହୃତପିଣ୍ଡରେ ସମସ୍ୟା ଦେଖାଯାଏ ଏବଂ ରକ୍ତ ସଞ୍ଚାଳନ...

କେମିତି ଥିଲା ବେଷ୍ଟ ଗ୍ରାଜୁଏଟ୍ ଅନ୍ଵେଷା ଦାସଙ୍କ ପ୍ରସ୍ତୁତି

ଓଡ଼ିଶାଲାଇଭ୍ ବ୍ୟୁରୋ https://www.youtube.com/shorts/vnKjG1ETLO0 ରମାଦେବୀ ମହିଳା ବିଶ୍ଵବିଦ୍ୟାଳୟର ବେଷ୍ଟ ଗ୍ରାଜୁଏଟ୍ ହୋଇଛନ୍ତି ଅନ୍ଵେଷା ଦାସ। ଜୁଲୋଜି ଅନର୍ସରେ ସିଜିପିଏ ୯.୬୨ ରଖି ଏହି ସଫଳତା ହାସଲ କରିଛନ୍ତି ଅନ୍ଵେଷା। ଅନ୍ଵେଷାଙ୍କ ଘର ଭୁବନେଶ୍ଵର ଉପକଣ୍ଠ ଅଟଳାରେ। ଦୃଢ଼...

ବାଲେଶ୍ଵର: ଜିଲ୍ଲାସ୍ତରୀୟ ବରିଷ୍ଠ ନାଗରିକ କର୍ମଶାଳା ଅନୁଷ୍ଠିତ

ଓଡ଼ିଶାଲାଇଭ୍ ବ୍ୟୁରୋ (ବାଲେଶ୍ଵରରୁ କୃଷ୍ଣ କୁମାର ମହାନ୍ତି): ବାଲେଶ୍ଵର ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷଠାରେ ଜିଲ୍ଲାସ୍ତରୀୟ ବରିଷ୍ଠ ନାଗରିକମାନଙ୍କ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି। କର୍ମଶାଳାରେ ମୁଖ୍ୟ ଅତିଥି ଭାବେ ଅତିରିକ୍ତ ଜିଲ୍ଲାପାଳ ସୁଧାକର ନାୟକ ଯୋଗ ଦେଇଥିବା...

ପରିବେଶ ପାଇଁ ଅଭିଶାପ ପାଲଟିଛି ପ୍ଲାଷ୍ଟିକ

ଓଡ଼ିଶାଲାଇଭ୍ ବ୍ୟୁରୋ https://www.youtube.com/watch?v=EYrlfD0G-rM&t=112s ଆଜି ବିଶ୍ଵ ପରିବେଶ ଦିବସ। ପରିବେଶକୁ ସୁସ୍ଥ ଏବଂ ସବୁଜ କରିବା ଉଦ୍ଦେଶ୍ୟରେ ୧୯୭୩ ମସିହା ଜୁନ ତାରିଖରୁ ‘ବିଶ୍ଵ ପରିବେଶ ଦିବସ’ ପାଳନ ଆରମ୍ଭ ହୋଇଥିଲା। ପ୍ଲାଷ୍ଟିକ ମୁକ୍ତ ପରିବେଶ...

ପୂର୍ବତନ ସାଂସଦ ପିନାକୀ ମିଶ୍ରଙ୍କ ହାତ ଧରିଲେ ଟିଏମସି ସାଂସଦ ମହୁଆ ମୋଇତ୍ରା!

ଓଡ଼ିଶାଲାଇଭ୍ ବ୍ୟୁରୋ ପୁଣି ଚର୍ଚ୍ଚାକୁ ଆସିଛନ୍ତି ଟିଏମସି ସାଂସଦ ମହୁଆ ମୋଇତ୍ରା। ଏହି ଚର୍ଚ୍ଚା ବିବାଦକୁ ନେଇ ନୁହେଁ, ତାଙ୍କ ବିବାହକୁ ନେଇ। ପୁରୀର ପୂର୍ବତନ ସାଂସଦ ପିନାକୀ ମିଶ୍ରଙ୍କୁ ଜୀବନ ସାଥୀ ଭାବେ...

ଉନ୍ମୋଚିତ ହେଲା ଡାକ୍ତର ଚୌଧୁରୀ ସତ୍ୟବ୍ରତ ନନ୍ଦଙ୍କ ପୁସ୍ତକ ‘କହିଥିଲି ଦିନେ’

ଓଡ଼ିଶାଲାଇଭ୍ ବ୍ୟୁରୋ (ବାଲେଶ୍ଵରରୁ କୃଷ୍ଣ କୁମାର ମହାନ୍ତି): ‘ଓଡ଼ିଆ ଭାଷା ବିକାଶ ଆନ୍ଦୋଳନ’ ଆନୁକୂଲ୍ୟରେ ଡାକ୍ତର ଚୌଧୁରୀ ସତ୍ୟବ୍ରତ ନନ୍ଦଙ୍କ ପୁସ୍ତକ ‘କହିଥିଲି ଦିନେ’ ସ୍ଥାନୀୟ ଲକି ଇଣ୍ଟରନ୍ୟାସନାଲ ପ୍ରେକ୍ଷାଳୟରେ ଉନ୍ମୋଚିତ ହୋଇଯାଇଛି। ଡାକ୍ତର ସତ୍ୟବ୍ରତ...

ବିଜେବି ଉଚ୍ଚ ମାଧ୍ୟମିକ ସ୍କୁଲ ଯୁକ୍ତ ୨ କଳା ଟପ୍ପର କଶିଶ୍ ନାୟକ

ଓଡ଼ିଶାଲାଇଭ୍ ବ୍ୟୁରୋ https://www.youtube.com/watch?v=OwYjxfbrgrc ବିଜେବି ଉଚ୍ଚ ମାଧ୍ୟମିକ ସ୍କୁଲର ଯୁକ୍ତ ୨ କଳା ବିଭାଗର ଟପ୍ପର ହୋଇଛନ୍ତି ଭୁବନେଶ୍ୱରର କଶିଶ୍ ନାୟକ। ସମୁଦାୟ ୬୦୦ରୁ ୫୫୭ ମାର୍କ ରଖି ସେ ଟପ୍ପର ହୋଇଛନ୍ତି। ଏହି ସଫଳତା...

ପ୍ରକାଶ ପାଇଲା ଫକୀର ମୋହନ ସ୍ୱୟଂଶାସିତ ମହାବିଦ୍ୟାଳୟର ସ୍ନାତକ ପରୀକ୍ଷା ଫଳ: ସୁଜଲ ଶୁଭ୍ରଜିତ ଟପ୍ପର

ଓଡ଼ିଶାଲାଇଭ୍ ବ୍ୟୁରୋ (ବାଲେଶ୍ଵରରୁ କୃଷ୍ଣ କୁମାର ମହାନ୍ତି): ପ୍ରକାଶ ପାଇଛି ବାଲେଶ୍ଵରସ୍ଥିତ ଫକୀର ମୋହନ ସ୍ଵୟଂଶାସିତ ମହାବିଦ୍ୟାଳୟର ସ୍ନାତକ କଳା, ବିଜ୍ଞାନ ଓ ବାଣିଜ୍ୟ ପରୀକ୍ଷା ଫଳାଫଳ। ଚଳିତ ବର୍ଷ କଳା, ବିଜ୍ଞାନ ଓ ବାଣିଜ୍ୟରେ...