ଓଡ଼ିଶାଲାଇଭ୍ ବ୍ୟୁରୋ

କମେଡିଆନ୍ ତଥା ରିଲ୍ ଷ୍ଟାର ଭାବେ ଘରେ ଘରେ ପରିଚିତ କ୍ରିଷ୍ଣା ରାଉତ। ନୂଆ ବୋହୂ, ମା’, ଶାଶୂ ଆଦି ଅନେକ ଚରିତ୍ରରେ କମେଡି କରି ସୋସିଆଲ୍ ମିଡିଆରେ ବହୁ ପ୍ରଶଂସା ସାଉଁଟିଛନ୍ତି କ୍ରିଷ୍ଣା।

ପରିବାରରେ ନିତିଦିନ ଘଟୁଥିବା ଘଟଣାକୁ ନେଇ କ୍ରିଷ୍ଣାଙ୍କ କମେଡି ଦର୍ଶକଙ୍କ ମନକୁ ବେଶ ଛୁଇଁ ପାରୁଛି। କ୍ରିଷ୍ଣାଙ୍କ ସହିତ କମେଡିରେ ସହଯୋଗ କରନ୍ତି ତାଙ୍କ ଭାଇ ମହାପ୍ରସାଦ ରାଉତ। ଲୋକଙ୍କୁ ହସେଇବାକୁ ମତେ ଭଲଲାଗେ ବୋଲି କୁହନ୍ତି କ୍ରିଷ୍ଣା।

ଓଡ଼ିଶାଲାଇଭ୍‌ର ସ୍ୱତନ୍ତ୍ର ସାକ୍ଷାତକାରରେ କମେଡିଆନ୍ କ୍ରିଷ୍ଣା ରାଉତ ଓ ମହାପ୍ରସାଦ ରାଉତ ତାଙ୍କ ସଫଳତାର କାହାଣୀ କହିଛନ୍ତି। ଦେଖନ୍ତୁ ଭିଡିଓ।

Tags: #KrishnaRout #ComedyStar #StruggleStory #ViralReels

Comment