ଓଡ଼ିଶାରେ ଦିନକରେ ୧୫୯୪ ପଜିଟିଭ – କେବଳ ଗଞ୍ଜାମରୁ ୭୩୨

ଓଡ଼ିଶାଲାଇଭ୍‌ ବ୍ୟୁରୋ ଆଜି ରାଜ୍ୟରେ ପୁଣି ରେକର୍ଡ ପାର କରିଛି କରୋନା। ଦିନକରେ ରାଜ୍ୟର ୨୮ ଜିଲ୍ଲାରୁ ସର୍ବାଧିକ ୧୫୯୪ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ଏମାନଙ୍କ ଭିତରୁ କ୍ୱାରେଣ୍ଟାଇନରୁ ୧୦୬୭ ଜଣ ଚିହ୍ନଟ...

ଖୋର୍ଦ୍ଧାର ୧୧ ପୋଲିସ କର୍ମଚାରୀ କରୋନା ଆକ୍ରାନ୍ତ

ଓଡ଼ିଶାଲାଇଭ୍‌ ବ୍ୟୁରୋ ଖୋର୍ଦ୍ଧା ଜିଲ୍ଲାର ୧୧ ପୋଲିସ କର୍ମଚାରୀ କରୋନା ସଂକ୍ରମିତ ହୋଇଛନ୍ତି। ବାଣପୁର ଓ ବାଲୁଙ୍ଗାର ବିଭିନ୍ନ ଥାନା ଓ ଫାଣ୍ଡିର କର୍ମଚାରୀ କରୋନା ଚିହ୍ନଟ ହୋଇଛନ୍ତି। ସଂପୃକ୍ତ ଥାନା ଓ ଫାଣ୍ଡିର...

ବାଣପୁର ଏନ୍ଏସିରେ କୋଭିଡ୍ କଟକଣା – ବିବାହ, ବ୍ରତରେ ଭୋଜିଭାତ ମନା

ଓଡିଶାଲାଇଭ୍ ବ୍ୟୁରୋ (ଖୋର୍ଦ୍ଧାରୁ ଦିଲ୍ଳୀପ ନାଇଡୁ): ଖୋର୍ଦ୍ଧା ଜିଲ୍ଲା ବାଣପୁର ଏନ୍‌ଏସିରେ ନୂଆ କୋଭିଡ୍ କଟକଣା ଜାରି ହୋଇଛି। ବିବାହ, ବ୍ରତ ଆଦିରେ ଭୋଜିଭାତ ମନା କରାଯାଇଛି। ନିୟମ ଉଲଂଘନ କଲେ ଆୟୋଜକଙ୍କ ଉପରେ...
corona positive

୩୦ ସେକେଣ୍ଡରେ ଆସିବ କରୋନା ରେଜଲ୍ଟ – ଭାରତ ସହ ମିଶି ରାପିଡ ଟେଷ୍ଟିଂ କିଟ ତିଆରି କରିବ...

ଓଡ଼ିଶାଲାଇଭ୍‌ ବ୍ୟୁରୋ ମାତ୍ର ୩୦ ସେକେଣ୍ଡରେ ଆସିବ କରୋନା ଟେଷ୍ଟ ରିପୋର୍ଟ। ଏନେଇ ପରୀକ୍ଷା ନୀରିକ୍ଷା ପାଇଁ ଇସ୍ରାଏଲର ଏକ ବୈଜ୍ଞାନିକ ଟିମ୍‌ ଭାରତ ଆସିବେ। ଦିଲ୍ଲୀ ଏମ୍ସରେ ବୈଜ୍ଞାନିକମାନେ ଗବେଷଣା କରିବେ ବୋଲି...

ଦେଶରେ ରେକର୍ଡ ପାର କଲା କରୋନା – ଦିନକରେ ୪୯ ହଜାର ନୂଆ ମାମଲା

ଓଡ଼ିଶାଲାଇଭ୍‌ ବ୍ୟୁରୋ ଆଜି ବି ଦେଶରେ ରେକର୍ଡ ପାର କଲା କରୋନା ମାମଲା। ଗତ ୨୪ ଘଣ୍ଟାରେ ଦେଶରେ ସର୍ବାଧିକ ୪୯ ହଜାର ୩୧୦ ଆକ୍ରାନ୍ତ  ଚିହ୍ନଟ ହୋଇଥିଲା ବେଳେ ୭୪୦ ଜଣଙ୍କର କରୋନାରେ...

କରୋନା ଟିକା – ଷାଠିଏ କୋଟି ଡୋଜ୍ ଅର୍ଡର ଦେଲେ ଟ୍ରମ୍ପ

ଓଡିଶାଲାଇଭ୍ ବ୍ୟୁରୋ ଆମେରିକା ରାଷ୍ଟ୍ରପତି ଟ୍ରମ୍ପ ୬୦ କୋଟି ଟିକା ଡୋଜ୍‌ର ଏକ ବଡ଼ ଅର୍ଡର ଦେଇଛନ୍ତି। ଫାଇଜର ଓ ବାୟୋଏନଟେକ ମିଳିତ ଭାବେ ଆମେରିକାରେ କରୋନା ଟିକା ଉଦ୍ଭାବନ କରୁଛନ୍ତି। ଏଥିସହିତ ଆଉ...

ନୟାଗଡ଼ରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୪୦୦ ଟପିଲା

ଓଡ଼ିଶାଲାଇଭ୍‌ ବ୍ୟୁରୋ ନୟାଗଡ଼ ଜିଲ୍ଲାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୪୦୦ ପାର କରିଛି। ଦିନକରେ ୬୧ ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି। ସେଥିରେ ୨୫ ଜଣ ମହିଳା ଓ ୩୬ ପୁରୁଷ ଆକ୍ରାନ୍ତ ଅଛନ୍ତି।...

ରାଜ୍ୟରେ ଏବେ କାହିଁକି ବଢୁଛି ଆକ୍ରାନ୍ତଙ୍କ ସଂଖ୍ୟା? ଦୁଇ ଦିନରେ ୨୩୦୦ ଟପିଲା

ଓଡ଼ିଶାଲାଇଭ୍‌ ବ୍ୟୁରୋ କରୋନାକୁ ନେଇ ଗତ ଦୁଇ ଦିନ ହେଲା ରାଜ୍ୟବାସୀଙ୍କ ମନରେ ଭୟ ବଢ଼ିଛି। ଦୁଇ ଦିନରେ ଆକ୍ରାନ୍ତଙ୍କ ସଂଖ୍ୟା ୨୩୦୦ ଟପିଥିବାରୁ ଆଗକୁ ପରିସ୍ଥିତି ଅସମ୍ଭାଳ ହୋଇପାରେ ବୋଲି ଚର୍ଚ୍ଚା ହେଉଛି।...

ଅଟାକଳ – ଭୁବନେଶ୍ୱରରେ କରୋନାର ‘ସୁପର ସ୍ପ୍ରେଡର’

ଓଡ଼ିଶାଲାଇଭ୍‌ ବ୍ୟୁରୋ ଭୁବନେଶ୍ୱରର ଅଟାକଳ ସାଜିଲା କାଳ। ଦୁଇ ଦିନରେ ୬୧ ଆକ୍ରାନ୍ତ ଚିହ୍ନଟ। ଭୁବନେଶ୍ୱବାସୀଙ୍କ ଚିନ୍ତା ବଢ଼ାଇଲା ଅଟାକଳ। ମଞ୍ଚେଶ୍ୱରରେ ଥିବା ଅଟାକଳ ଏବେ ସୁପର ସ୍ପ୍ରେଡର ପାଲଟିଛି। ଗତ ଦୁଇ ଦିନରେ...

କରୋନା ଟେନ୍‌ସନ୍ – ରାଜ୍ୟରେ ଏବେ ସର୍ଭେ ଚାଲିଛି, ସଂକ୍ରମିତଙ୍କ ସଂଖ୍ୟା ବି ବଢୁଛି

ଓଡ଼ିଶାଲାଇଭ୍‌ ବ୍ୟୁରୋ କରୋନା ସଂକ୍ରମଣକୁ ନେଇ ଭୟ ନକରିବାକୁ ରାଜ୍ୟବାସୀଙ୍କୁ ଅପିଲ୍‌ କଲେ ସ୍ୱାସ୍ଥ୍ୟ ବିଭାଗ ପ୍ରମୁଖ ଶାସନ ସଚିବ ପ୍ରଦୀପ୍ତ କୁମାର ମହାପାତ୍ର। ରାଜ୍ୟରେ ଗତ ଦୁଇ ଦିନ ହେଲା କରୋନା ଆକ୍ରାନ୍ତଙ୍କ ସଂଖ୍ୟା...