ପୁରୀରେ ଭକ୍ତ ଶୂନ୍ୟ ରଥଯାତ୍ରା ପାଇଁ ଶ୍ରେୟ କାହାର? ବିଜେପି ଜପୁଛି ମୋଦୀ, ଶାହଙ୍କ ନାଁ

ଓଡ଼ିଶାଲାଇଭ୍‌ ପଲିଟିକାଲ ବ୍ୟୁରୋ ସୋସିଆଲ ମିଡିଆରେ ରଥଯାତ୍ରାକୁ ନେଇ ବିଜେପି କରୁଛି କ୍ୟାମ୍ପେନ। ମୋଦୀ, ଶାହଙ୍କୁ ପ୍ରଶଂସା। ରାଜ୍ୟ ସରକାରଙ୍କୁ ସମାଲୋଚନା। ପବିତ୍ର ଶ୍ରୀଗୁଣ୍ଡିଚାରେ ନୂଆ ଇତିହାସ ସୃଷ୍ଟି କରିଛି ଓଡ଼ିଶା। ଭକ୍ତ ଶୂନ୍ୟ ବଡ଼ଦାଣ୍ଡରେ...

କଟକ ଆଚାର୍ଯ୍ୟ ହରିହର କ୍ୟାନ୍‌ସର ହସ୍ପିଟାଲରେ କରୋନା – ଇମର୍ଜେନ୍ସୀ ୱାର୍ଡ ସିଲ୍‌, ଆଇସୋଲେସନରେ ଡାକ୍ତର ଓ ନର୍ସ

ଓଡ଼ିଶାଲାଇଭ୍‌ ବ୍ୟୁରୋ ଗୋଟିଏ ପରେ ଗୋଟିଏ ହସ୍ପିଟାଲରୁ କରୋନା ଆକ୍ରାନ୍ତ ଚିହ୍ନଟ ହେଉଛନ୍ତି। ଗତକାଲି ଭୁବନେଶ୍ୱରର ବ୍ଲୁ ହୁଇଲ ହସ୍ପିଟାଲରୁ ୨୭ ଆକ୍ରାନ୍ତ ଚିହ୍ନଟ ହେବା ପରେ ଆଜି କଟକ ଆଚାର୍ଯ୍ୟ ହରିହର କର୍କଟ...

କରୋନା ବେଳେ ଘରକୁ ବନ୍ଧୁ ବାନ୍ଧବଙ୍କୁ ଡାକନା

ଓଡ଼ିଶାଲାଇଭ୍‌ ବ୍ୟୁରୋ ଭାରତ ଏବେ ବିଶ୍ୱର ତୃତୀୟ କରୋନା ଆକ୍ରାନ୍ତ ଦେଶ ହେବାର ସମ୍ଭାବନା ରହିଛି। ଯେଉଁ ହାରରେ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ି ଚାଲିଛି ଜୁଲାଇ ଶେଷ ବେଳକୁ ଆମ ଦେଶ ଏବଂ ରାଜ୍ୟର...

ରାଜ୍ୟରେ ସୁସ୍ଥ ହେଲେ ଆଉ ୧୩୫ କରୋନା ଆକ୍ରାନ୍ତ

ଓଡ଼ିଶାଲାଇଭ୍‌ ବ୍ୟୁରୋ ରାଜ୍ୟରେ ଆଉ ୧୩୫ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଏହାସହ ରାଜ୍ୟରେ ମୋଟ୍‌ ୪ ହଜାର ୧୨୩ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଏନେଇ ରାଜ୍ୟ ସ୍ଵାସ୍ଥ୍ୟ ଓ ପରିବାର...

କରୋନା ସଙ୍କଟ – ଘରେ ଏବେ ବୟସ୍କମାନଙ୍କ ଅଧିକ ଯତ୍ନ ନିଅନ୍ତୁ

ଓଡ଼ିଶାଲାଇଭ୍‌ ବ୍ୟୁରୋ କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ବୟସ୍କମାନଙ୍କର ଯତ୍ନ ନେବାକୁ ରାଜ୍ୟ ସରକାର ଦେଲେ ପରାମର୍ଶ। କରୋନା ମହାମାରୀର ଆତଙ୍କ ଏବେ ବଢ଼ି ଚାଲିଛି। ଭାରତ ଏବଂ ଓଡ଼ିଶାରେ ଆକ୍ରାନ୍ତଙ୍କ ସଂଖ୍ୟା ଏବେ ଯେଉଁ...

ଭୁବନେଶ୍ୱରରେ ଚିନ୍ତା ବଢ଼ାଇଲା କରୋନା – ଗୋଟିଏ ଦିନରେ ୨୨ ଆକ୍ରାନ୍ତ, ୧୯ ଲୋକାଲ୍‌ କେସ୍

ଓଡ଼ିଶାଲାଇଭ୍‌ ବ୍ୟୁରୋ ଭୁବନେଶ୍ୱରରେ କାୟା ମେଲାଉଛି କରୋନା ଭାଇରସ୍‌। କ୍ୱାରେଣ୍ଟାଇନ୍‌ ଅପେକ୍ଷା ବାହାରୁ ଆକ୍ରାନ୍ତଙ୍କ ସଂଖ୍ୟା ଲମ୍ବି ଚାଲିଛି। ଭୁବନେଶ୍ୱରରେ ପୁଣି ଚିନ୍ତା ବଢ଼ାଇଲା କରୋନା। ପ୍ରତିଦିନ ନୂଆ ନୂଆ ଆକ୍ରାନ୍ତ ଚିହ୍ନଟ ହେଉଥିବାରୁ ଲୋକଙ୍କ...

ଭୁବନେଶ୍ଵରରେ ପୁଣି ୨୨ ପଜିଟିଭ୍‌ ଚିହ୍ନଟ – ସର୍ବାଧିକ ଲୋକାଲ କେସ୍‌

ଓଡ଼ିଶାଲାଇଭ୍‌ ବ୍ୟୁରୋ ଭୁବନେଶ୍ଵର ସହରରେ ଆଉ ୨୨ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଚିହ୍ନଟ ହୋଇଥିବା ୨୨ ଜଣଙ୍କ ମଧ୍ୟରୁ ୩ ଜଣ ହୋମ୍‌ କ୍ଵାରେଣ୍ଟାଇନ୍‌ ଓ ୧୯ ଜଣ ଲୋକାଲ କେସ୍‌। ଏନେଇ...

୮ ଏନ୍‌ଡିଆରଏଫ୍‌ କର୍ମଚାରୀ କରୋନା ପଜିଟିଭ୍‌

ଓଡ଼ିଶାଲାଇଭ୍‌ କରୋନା ବ୍ୟୁରୋ ରାଜ୍ୟରେ ଆଜି ଆଉ ୮ ଏନ୍‌ଡିଆରଏଫ୍‌ କର୍ମଚାରୀ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ଆଜି ଚିହ୍ନଟ ହୋଇଥିବା ୨୮୨ଙ୍କ ମଧ୍ୟରୁ ଏନ୍‌ଡିଆରଏଫ୍‌ କର୍ମଚରୀ ରହିଛନ୍ତି। ଏନେଇ ରାଜ୍ୟ ସ୍ଵାସ୍ଥ୍ୟ ବିଭାଗ...

ରାଜ୍ୟରେ ଆଉ ୨୮୨ ଆକ୍ରାନ୍ତ ଚିହ୍ନଟ – ଗଜପତିରୁ ସର୍ବାଧିକ

ଓଡ଼ିଶାଲାଇଭ୍‌ କରୋନା ବ୍ୟୁରୋ ଆଜି ରାଜ୍ୟରେ ଆଉ ୨୮୨ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏହାସହ ରାଜ୍ୟରେ ବର୍ତ୍ତମାନ ପଜିଟିଭ୍‌ ସଂଖ୍ୟା ୫ ହଜାର ୭୫୨କୁ ବୃଦ୍ଧି ପାଇଛି। ଏନେଇ ରାଜ୍ୟ ସ୍ଵାସ୍ଥ୍ୟ ଓ ପରିବାର...

ତୁଳସୀକ୍ଷେତ୍ର କେନ୍ଦ୍ରାପଡ଼ାରେ ଗଡ଼ିଲାନି ବ୍ରହ୍ମ ତାଳଧ୍ୱଜ ରଥ, ବିଧି ରକ୍ଷା ପାଇଁ ପ୍ରତୀକ ରଥଯାତ୍ରା

ଓଡ଼ିଶାଲାଇଭ୍‌ ବ୍ୟୁରୋ କେନ୍ଦ୍ରାପଡ଼ା: ତୁଳସୀକ୍ଷେତ୍ର କେନ୍ଦ୍ରାପଡାରେ ୩୦୦ ବର୍ଷର ପରମ୍ପରା ଭାଙ୍ଗିଛି। କରୋନା କଟକଣା ଓ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶକ୍ରମେ ଅଟକିଗଲା ବ୍ରହ୍ମ ତାଳଧ୍ୱଜ ରଥ। କେବଳ ବିଧି ରକ୍ଷା ପାଇଁ ମନ୍ଦିର ପରିସରରେ ପ୍ରତୀକାତ୍ମକ...