ରାଉରକେଲାରେ କୋଭିଡ୍ କଟକଣା କଡ଼ାକଡ଼ି – ଆଜି ଆଦାୟ ହେଲା ୪୩ ହଜାର ୫୦୦ ଟଙ୍କା ଜରିମାନା

ଓଡ଼ିଶାଲାଇଭ୍‌ ବ୍ୟୁରୋ ରାଉରକେଲାରେ କୋଭିଡ୍‌ କଟକଣା କଡ଼ାକଡ଼ି କରାଯାଇଛି। କୋଭିଡ୍‌ ନିୟମ ଉଲ୍ଲଂଘନ କରୁଥିବା ବ୍ୟକ୍ତିଙ୍କଠାରୁ ପ୍ରଶାସନ ମୋଟା ଅଙ୍କର ଜରିମାନା ଆଦାୟ କରୁଛି। ଆଜି  ମାସ୍କ ପିନ୍ଧି ନଥିବା ବ୍ୟକ୍ତିଙ୍କଠାରୁ ପ୍ରଶାସନ ମୋଟ...

ଭୁବନେଶ୍ୱରରୁ ପୁଣି ୩ ନୂଆ ପଜିଟିଭ୍ ଚିହ୍ନଟ, ଆକ୍ରାନ୍ତଙ୍କ ସଂଖ୍ୟା ୧୦୬କୁ ବୃଦ୍ଧି

ଓଡ଼ିଶାଲାଇଭ୍ କରୋନା ବ୍ୟୁରୋ ଭୁବନେଶ୍ୱରରୁ ପୁଣି ଚିହ୍ନଟ ହେଲେ ୩ ନୂଆ କରୋନା ପଜିଟିଭ୍। ଫଳରେ ରାଜଧାନୀ ଭୁବନେଶ୍ୱରର ମୋଟ ସଂକ୍ରମିତଙ୍କ ସଂଖ୍ୟା ୧୦୬କୁ ବୃଦ୍ଧି ପାଇଛି। ଆଜି ଚିହ୍ନଟ ହୋଇଥିବା ଏହି ତିନିଜଣ ଆକ୍ରାନ୍ତଙ୍କ...

ଦିଲ୍ଲୀରେ ବଢୁଛି କରୋନା ମୃତ୍ୟୁସଂଖ୍ୟା, ଶବ ସତ୍କାର ପାଇଁ ଶ୍ମଶାନରେ ଜାଗା ନାହିଁ

ଓଡ଼ିଶାଲାଇଭ୍ ବ୍ୟୁରୋ ଦେଶରେ ଦିନକୁ ଦିନ କରୋନା ଆକ୍ରାନ୍ତଙ୍କ ସହ ମୃତ୍ୟୁସଂଖ୍ୟା ମଧ୍ୟ ବଢ଼ିବାରେ ଲାଗିଛି। ଦେଶର ସଂଖ୍ୟା ସହ ତାଳ ଦେଇ ରାଜଧାନୀ ଦିଲ୍ଲୀରେ ମଧ୍ୟ କରୋନା ମୃତ୍ୟୁସଂଖ୍ୟା ଦିନକୁ ଦିନ ବଢ଼ିବାରେ...

କୋଭିଡ ଯୋଦ୍ଧାଙ୍କୁ କରୋନା – ଛତ୍ରପୁର SDPO ଓ IIC କରୋନା ପଜିଟିଭ୍‌

ଓଡ଼ିଶାଲାଇଭ୍‌ ବ୍ୟୁରୋ ପୁଣି ୨ କୋଭିଡ ଯୋଦ୍ଧା ହେଲେ କରୋନା ଆକ୍ରାନ୍ତ। ଛତ୍ରପୁର ଏସ୍‌ଡିପିଓ ଓ ଆଇଆଇସି କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ଏନେଇ ଟୁଇଟ କରି ସୂଚନା ଦେଇଛନ୍ତି ଗଞ୍ଜାମ ଜିଲ୍ଲା ଏସ୍‌ପି। ପୂର୍ବରୁ...

କରୋନା ପଜିଟିଭ୍ ଅପଡେଟ୍ –  ଆକ୍ରାନ୍ତ ସଂଖ୍ୟା ଦିନକୁ ଟପିଲା ୨ ଶହ, କଟକ ଜିଲ୍ଲାରୁ ୯୨

ଓଡ଼ିଶାଲାଇଭ୍ କରୋନା ବ୍ୟୁରୋ ରାଜ୍ୟରେ ପୁଣି ବୃଦ୍ଧି ପାଇଲା କରୋନା ସଂକ୍ରମିତଙ୍କ ସଂଖ୍ୟା। ଶନିବାର ଆଉ ୨୨୫ ନୂଆ ପଜିଟିଭ୍ ଚିହ୍ନଟ ହେବା ସହିତ ରାଜ୍ୟରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୩୭ ଶହ ପାର୍...

ଦିନକରେ ୧୧,୪୫୮ ନୂଆ ପଜିଟିଭ୍, ଆକ୍ରାନ୍ତଙ୍କ ସଂଖ୍ୟା ୩ ଲକ୍ଷ ଟପିଲା

ଓଡ଼ିଶାଲାଇଭ୍ କରୋନା ବ୍ୟୁରୋ ଦେଶରେ ହୁ ହୁ ହୋଇ ବଢ଼ିଚାଲିଛି କରୋନା ସଂକ୍ରମିତଙ୍କ ସଂଖ୍ୟା। ଗତକାଲି ଗୋଟିଏ ଦିନରେ ଦେଶରେ ସର୍ବାଧିକ ୧୧ ହଜାର ୪୫୮ ଜଣ ଲୋକ କରୋନା ପଜିଟିଭ୍ ହୋଇଥିବା ଜଣାପଡ଼ିଛି।...

କଳାହାଣ୍ଡିରେ ଦୁଇ ଜଣ ଡାକ୍ତରଙ୍କୁ କରୋନା

ଓଡ଼ିଶାଲାଇଭ୍‌ ବ୍ୟୁରୋ କଳାହାଣ୍ଡିରେ ଦୁଇ ଜଣ ଡାକ୍ତର କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ନର୍ଲା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ୨ ଡାକ୍ତରଙ୍କ ନମୁନା କରୋନା ପଜିଟିଭ୍‌ ଆସିଥିବା ସିଡିଏମ୍‌ଓ ସୂଚନା ଦେଇଛନ୍ତି। ଗତ କିଛିଦିନ ହେଲା କରୋନା...

କଟକରେ କରୋନା – ଗୋଟିଏ ଦିନରେ ୯୨ ଆକ୍ରାନ୍ତ, ନିଶ୍ଚିନ୍ତକୋଇଲିରୁ ସର୍ବାଧିକ ୪୩

ଓଡ଼ିଶାଲାଇଭ୍‌ ବ୍ୟୁରୋ କଟକ ଜିଲ୍ଲାରେ ଆଜି ସର୍ବାଧିକ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଆଜି ଗୋଟିଏ ଦିନରେ ୯୨ ଆକ୍ରାନ୍ତ ଚିହ୍ନଟ ହୋଇଥିବା ଜିଲ୍ଲା ପ୍ରଶାସନ ସୂଚନା ଦେଇଛି। ସେଥିମଧ୍ୟରୁ ୪୩ ଜଣ ଆକ୍ରାନ୍ତ...

ଭାରତରେ କାୟା ମେଲାଉଛି କରୋନା – ୩ ଲକ୍ଷ ଟପିଲା ଆକ୍ରାନ୍ତଙ୍କ ସଂଖ୍ୟା

ଓଡ଼ିଶାଲାଇଭ୍‌ ବ୍ୟୁରୋ ଭାରତରେ କରୋନା କାୟା ମେଲାଉଛି। ପ୍ରତିଦିନ ନୂଆ ନୂଆ ଆକ୍ରାନ୍ତ ଚିହ୍ନଟ ହେଉଛନ୍ତି। ଫଳରେ ଆକ୍ରାନ୍ତଙ୍କ ସଂଖ୍ୟା ୩ ଲକ୍ଷ ଟପିଛି। ସେଥିମଧ୍ୟରେ ମହାରାଷ୍ଟ୍ରରେ ସର୍ବାଧିକ ଆକ୍ରାନ୍ତ ଥିବା ଜଣାପଡ଼ିଛି। ଏହି...

ରଥଯାତ୍ରା ପାଇଁ ବାଟ ଫିଟୁଛି

ଓଡ଼ିଶାଲାଇଭ୍‌ ବ୍ୟୁରୋ ଏଥର ବିନା ଭକ୍ତରେ ହୋଇପାରେ ରଥଯାତ୍ରା ଆୟୋଜନ। କରୋନା ସଙ୍କଟ ଭିତରେ ଏଥର ମହାପ୍ରଭୁ ଜଗନ୍ନାଥଙ୍କ ବିଶ୍ୱପ୍ରସିଦ୍ଧ ରଥଯାତ୍ରା ଆୟୋଜନକୁ ନେଇ ଯେଉଁ ଅନିଶ୍ଚିତତା ଲାଗି ରହିଥିଲା ତାକୁନେଇ ଏବେ ରାସ୍ତା ସଫା...