Coronavirus - Elmshorn

ଆଇଏଏସ୍ ଅଫିସର ତୁହିନକାନ୍ତ ପାଣ୍ଡେଙ୍କୁ କରୋନା

ଓଡ଼ିଶାଲାଇଭ୍‌ ବ୍ୟୁରୋ ଆଇଏଏସ୍‌ ଅଫିସର ତୁହିନକାନ୍ତ ପାଣ୍ଡେଙ୍କୁ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଗତ କିଛିଦିନ ହେଲା ସେ ଅସୁସ୍ଥ ଥିଲେ। ଜ୍ୱର ହେବାରୁ ସେ କରୋନା ପରୀକ୍ଷା କରିଥିଲେ। ଆଜି ତାଙ୍କ ରିପୋର୍ଟ...

ରାଜ୍ୟରେ ସୁସ୍ଥ ହେଲେ ୧୪୦ କରୋନା ଆକ୍ରାନ୍ତ, କଟକରୁ ସର୍ବାଧିକ

ଓଡ଼ିଶାଲାଇଭ୍‌ ବ୍ୟୁରୋ ଆଜି ରାଜ୍ୟରେ ଆଉ ୧୪୦ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଏହାସହ ରାଜ୍ୟରେ ୨,୧୩୩ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଏନେଇ ସୂଚନା ଦେଇଛି ରାଜ୍ୟ ସ୍ଵାସ୍ଥ୍ୟ...
Nurse wearing respirator mask holding a positive blood test result for the new rapidly spreading Coronavirus, originating in Wuhan, China

ଭୁବନେଶ୍ଵରରୁ ଆଉ ୪ ପଜିଟିଭ୍‌ ଚିହ୍ନଟ

ଓଡ଼ିଶାଲାଇଭ୍‌ ବ୍ୟୁରୋ ଆଜି ଚିହ୍ନଟ ହୋଇଥିବା ୧୪୬ ପଜିଟିଭ୍‌ଙ୍କ ମଧ୍ୟରେ ଭୁବନେଶ୍ଵରରୁ ୪ ଚିହ୍ନଟ ହୋଇଛନ୍ତି। ଏହାସହ ଭୁବନେଶ୍ଵରରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୯୩ରେ ପହଞ୍ଚିଛି। ଏନେଇ ସୂଚନା ଦେଇଛି ଭୁବନେଶ୍ଵର ମହାନଗର ନିଗମ। ଆଜି...

ରାଜ୍ୟରେ ୧୨ ଅଗ୍ନିଶମ କର୍ମଚାରୀ କରୋନା ଆକ୍ରାନ୍ତ

ଓଡ଼ିଶାଲାଇଭ୍‌ ବ୍ୟୁରୋ ରାଜ୍ୟରେ ୧୨ ଜଣ ଅଗ୍ନିଶମ କର୍ମଚାରୀ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଅଗ୍ନିଶମ କର୍ମଚାରୀଙ୍କୁ କରୋନା ସଂକ୍ରମଣ ନେଇ ଅଗ୍ନିଶମ ଡିଜି ଟୁଇଟ କରି ସୂଚନା ଦେଇଛନ୍ତି। କୋଲକାତାରୁ ବାତ୍ୟା ପୁନରୁଦ୍ଧାର...
Coronavirus - Elmshorn

ରାଜ୍ୟରେ ୧୪୬ ପଜିଟିଭ୍‌ ଚିହ୍ନଟ, ୩ ହଜାର ଟପିଲା ଆକ୍ରାନ୍ତଙ୍କ ସଂଖ୍ୟା

ଓଡ଼ିଶାଲାଇଭ୍‌ ବ୍ୟୁରୋ ରାଜ୍ୟରେ ଆଜି ୧୪୬ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏହାସହ ରାଜ୍ୟରେ ମୋଟ୍‌ ଆକ୍ରାନ୍ତଙ୍କ ସଂଖ୍ୟା ୩, ୧୪୦କୁ ବୃଦ୍ଧି ପାଇଛି। ଏନେଇ ସୂଚନା ଦେଇଛି ରାଜ୍ୟ ସୂଚନା ଓ ଲୋକ...

ନୟାଗଡ଼ ଜିଲ୍ଲା ହସ୍ପିଟାଲର ଡାକ୍ତର ଓ ନର୍ସଙ୍କୁ କରୋନା

ଓଡ଼ିଶାଲାଇଭ୍‌ ବ୍ୟୁରୋ କାର୍ଯ୍ୟରତ ଡାକ୍ତରଙ୍କ ସ୍ୱାବ୍ ପରୀକ୍ଷାରେ କରୋନା ପଜିଟିଭ୍ ଆଉ ଜଣେ ନର୍ସ ଆକ୍ରାନ୍ତ ଡାକ୍ତର, ନର୍ସ ଭୁବନେଶ୍ୱର କୋଭିଡ୍‌ ହସ୍ପିଟାଲକୁ ସ୍ଥାନାନ୍ତର ନୟାଗଡ଼: ନୟାଗଡ଼ ଜିଲ୍ଲା ହସ୍ପିଟାଲର ଜଣେ ଡାକ୍ତର ଓ...

ନୟାଗଡ଼ ବାଲିକୁଦିଆ ଗାଁ କଣ୍ଟେନମେଣ୍ଟ – ଅତ୍ୟାବଶ୍ୟକ ସାମଗ୍ରୀ ପହଞ୍ଚାଇବାରେ ପ୍ରଶାସନ ଫେଲ୍

ଓଡ଼ିଶାଲାଇଭ୍‌ ବ୍ୟୁରୋ   ଅତ୍ୟାବଶ୍ୟକ ସାମଗ୍ରୀ ବାଲିକୁଦିଆ ଗାଁରେ ପହଞ୍ଚାଇବାକୁ ଭିଡିଓ ଜାରି କରି ପ୍ରଶାସନର ଦୃଷ୍ଟି ଆକର୍ଷଣ କଲେ ପ୍ରକୃତିବନ୍ଧୁ ମାନସରଞ୍ଜନ ବଳବନ୍ତରା। ନୟାଗଡ଼ ସଦର ବ୍ଲକର ଗଦାଧର ପ୍ରସାଦ ପଞ୍ଚାୟତର ବାଲିକୁଦିଆ ଗାଁରୁ ଜଣେ...

କଟକ: ୫୦ ଏନଡିଆର୍‌ଏଫ୍‌ ଯବାନଙ୍କୁ କରୋନା

ଓଡ଼ିଶାଲାଇଭ୍‌ ବ୍ୟୁରୋ ୫୦ ଜଣ ଏନ୍‌ଡିଆର୍‌ଏଫ୍‌ ଯବାନ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। କଟକ ମୁଣ୍ଡଳୀସ୍ଥିତ ଏନଡିଆର୍‌ଏଫ୍‌ ୟୁନିଟରୁ ଏହି ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ୧୬୭ ଜଣ ଯବାନ ମୁଣ୍ଡଳି କ୍ୟାମ୍ପରୁ ଅମ୍ପନ ବାତ୍ୟା ବେଳେ...

ଜୁନ୍ ୨୦ରେ ପ୍ରବାସୀ ଓଡ଼ିଆଙ୍କୁ ନେଇ ବାହାରିନରୁ ଭୁବନେଶ୍ୱର ଆସିବ ଏୟାର ଇଣ୍ଡିଆର ସ୍ୱତନ୍ତ୍ର ବିମାନ

ଓଡ଼ିଶାଲାଇଭ୍‌ ବ୍ୟୁରୋ ବାହାରିନରୁ ଭୁବନେଶ୍ୱରକୁ ସିଧାସଳଖ ବିମାନ ବ୍ୟବସ୍ଥା ପାଇଁ କେନ୍ଦ୍ର ଓ ରାଜ୍ୟ ସରକାରଙ୍କୁ ଧନ୍ୟବାଦ ଦେଲା ବାହାରିନ ଓଡ଼ିଆ ସମାଜ। ଜୁନ୍‌ ୨୦ ତାରିଖରେ ବାହାରିନରୁ ପ୍ରବାସୀ ଓଡ଼ିଆଙ୍କୁ ନେଇ ଏୟାର ଇଣ୍ଡିଆର...

ଦେହରେ ପିପିଇ କିଟ, ସାଙ୍ଗରେ ଜୀବନସାଥୀ – କରୋନା ଯୁଦ୍ଧ ଲଢ଼ୁଛନ୍ତି ନବ ବିବାହିତ ଡାକ୍ତର ଦମ୍ପତ୍ତି

ଓଡ଼ିଶାଲାଇଭ୍‌ ବ୍ୟୁରୋ କରୋନା ଯୁଦ୍ଧରେ ଯୋଦ୍ଧା ସାଜିଛନ୍ତି ଡାକ୍ତର ଦମ୍ପତ୍ତି। ଦିଲ୍ଲୀର ଲୋକ ନାୟକ ଜୟପ୍ରକାଶ ଡାକ୍ତରଖାନାର ଡ୍ୟୁଟି କରୁଥିବା ଏହି ଡାକ୍ତର ଦମ୍ପତ୍ତି ବିବାହ ପରଠୁ କରୋନା ପାଇଁ ନିଜକୁ ସମର୍ପି ଦେଇଛନ୍ତି। ୪...