ରାଜ୍ୟରେ କରୋନା ଗ୍ରାଫ ତଳମୁହାଁ – ଦିନକରେ ଚିହ୍ନଟ ହେଲେ ୫ହଜାର ୨୩୫ ପଜିଟିଭ୍‌, ୪୩ ମୃତ

ଓଡ଼ିଶାଲାଇଭ୍‌ ବ୍ୟୁରୋ ରାଜ୍ୟରେ କରୋନାର ଦ୍ୱିତୀୟ ଲହର ସଂକ୍ରମଣ ଜାରି ରହିଛି। ରାଜ୍ୟ ସରକାରଙ୍କ ସୂଚନା ଓ ଲୋକସମ୍ପର୍କ ବିଭାଗର ତାଜା ରିପୋର୍ଟ ଅନୁସାରେ ଆଜି ୫ହଜାର ୨୩୫ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ...

ଗତ ୨୪ଘଣ୍ଟାରେ ଦେଶରୁ ବାହାରିଲେ ୯୧ହଜାର ପଜିଟିଭ୍‌, ୩୪୦୩ମୃତ

ଓଡ଼ିଶାଲାଇଭ୍‌ ବ୍ୟୁରୋ ଦେଶରେ ଏବେ ଦୈନିକ ସଂକ୍ରମଣ କମିବାରେ ଲାଗିଛି। କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟର ତାଜା ରିପୋର୍ଟ ଅନୁସାରେ ଗତ ୨୪ ଘଣ୍ଟା ମଧ୍ୟରେ ୯୧ହଜାର ୭୦୨ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ, ୩ହଜାର...

ସଂକ୍ରମଣକୁ ଟପିଲା ସୁସ୍ଥ ସଂଖ୍ୟା – ଆଜି ରାଜ୍ୟରୁ ସୁସ୍ଥ ହେଲେ ୮,୨୯୯ ଜଣ କରୋନା ରୋଗୀ

ଓଡ଼ିଶାଲାଇଭ୍ ବ୍ୟୁରୋ ରାଜ୍ୟରେ ଦିନକୁ ଦିନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ହ୍ରାସ ପାଉଥିବା ବେଳେ ସୁସ୍ଥହାର ବଢ଼ିବାରେ ଲାଗିଛି। ସ୍ଵାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ସୂଚନା ଅନୁସାରେ ଆଜି ରାଜ୍ୟରୁ ୮ ହଜାର...

ଘରେ ରହି ବ୍ୟାୟାମ କରନ୍ତୁ, ନିଜକୁ ଫିଟ୍ ରଖନ୍ତୁ – ହକି ଖେଳାଳି ଅମିତ ରୋହିଦାଶ

ଓଡ଼ିଶାଲାଇଭ୍ ବ୍ୟୁରୋ [youtube https://www.youtube.com/watch?v=D_qchVG4xeU] କୋଭିଡ୍-୧୯ସମସ୍ତଙ୍କ ଜୀବନକୁ ପ୍ରଭାବିତ କରିଛି। ଭାରତୀୟ ଖେଳ ଜଗତ ମଧ୍ୟ ଏଥିରେ ବେଶ୍ ପ୍ରଭାବିତ ହୋଇଛି। କେତେ ନୂଆ ବାଟ ମିଡିଆ କ୍ୟାମ୍ପେନରେ ଯୋଗ ଦେଇ ଭାରତୀୟ ହକି ଖେଳାଳି...

ମାଲକାନଗିରିର କିଶୋରୀ ହେମାଶ୍ରୀ ଖମାରୀଙ୍କ କୋଭିଡ ଡାଏରି

ଓଡ଼ିଶାଲାଇଭ୍ ବ୍ୟୁରୋ [youtube https://www.youtube.com/watch?v=NScPf_8_gdc] ‘‘କରୋନା ମହାମାରୀ ପାଇଁ ଆମେ ସମସ୍ତେ ଘରେ ରହିଛୁ। ଭାଇ ଭଉଣୀମାନଙ୍କ ସହ ସମୟ ବିତାଉଛୁ। ଘରୁ ବାହାରକୁ ଯିବା ବେଳେ ମାସ୍କ ବ୍ୟବହାର କରୁଛୁ ଏବଂ ଘରକୁ ଆସିଲେ...

ଟିକା ପାଇଁ ଆଗୁଆ ସ୍ଲଟ୍ ବୁକିଙ୍ଗ ଆଉ ଜରୁରୀ ନୁହେଁ

ଓଡ଼ିଶାଲାଇଭ୍ ବ୍ୟୁରୋ କରୋନା ଟିକାକରଣ ପଦ୍ଧତିରେ କୋହଳ କରାଯାଇଛି। ଏବେ ଟିକା ପାଇଁ ଆଉ ଆଗୁଆ ସ୍ଲଟ୍ ବୁକିଙ୍ଗ କରିବାକୁ ପଡିବ ନାହିଁ। କରୋନା ସଂକ୍ରମଣକୁ ରୋକିବା ପାଇଁ ବ୍ୟାପକ ଟିକାକରଣ ଉପରେ ଗୁରୁତ୍ୱ...

ତୃତୀୟ ଲହର ପାଇଁ ଆଗୁଆ ପ୍ରସ୍ତୁତି – ଶିଶୁମାନଙ୍କ ସ୍ୱାସ୍ଥ୍ୟକୁ ଅଧିକ ଗୁରୁତ୍ୱ, ଏବେଠୁ ତାଲିମ ନେବେ ସ୍ୱାସ୍ଥ୍ୟକର୍ମୀ

ଓଡ଼ିଶାଲାଇଭ୍‌ ବ୍ୟୁରୋ ତୃତୀୟ ଲହରକୁ ନେଇ ଏବେଠୁ ପ୍ରସ୍ତୁତି ଶିଶୁମାନେ ଅଧିକ ପ୍ରଭାବିତ ନେଇ ଆଶଙ୍କା ଶିଶୁଙ୍କ ଚିକିତ୍ସାକୁ ଅଧିକ ଗୁରୁତ୍ୱ ୧୧୧୪ ଡାକ୍ତର ଓ ୧୦୩୬ ସ୍ୱାସ୍ଥ୍ୟକର୍ମୀଙ୍କୁ ତାଲିମ ଚିକିତ୍ସା ପାଇଁ...

ରାଜ୍ୟରେ ତଳମୁହାଁ କରୋନା ସଂକ୍ରମଣ – ଦିନକରେ ଚିହ୍ନଟ ହେଲେ ୬ହଜାର ୦୧୯ ପଜିଟିଭ୍‌, ୪୩ ମୃତ

ଓଡ଼ିଶାଲାଇଭ୍‌ ବ୍ୟୁରୋ ରାଜ୍ୟରେ କରୋନାର ଦ୍ୱିତୀୟ ଲହର ସଂକ୍ରମଣ ଜାରି ରହିଛି। ରାଜ୍ୟ ସରକାରଙ୍କ ସୂଚନା ଓ ଲୋକସମ୍ପର୍କ ବିଭାଗର ତାଜା ରିପୋର୍ଟ ଅନୁସାରେ ଆଜି ୬ହଜାର ୦୧୯ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ...

ଗତ ୨୪ଘଣ୍ଟାରେ ଦେଶରୁ ବାହାରିଲେ ୯୨ହଜାର ପଜିଟିଭ୍‌, ୨୨୧୯ମୃତ

ଓଡ଼ିଶାଲାଇଭ୍‌ ବ୍ୟୁରୋ ଦେଶ ପାଇଁ ଆସ୍ୱସ୍ତିକର ଖବର। ଦେଶରେ ଏବେ ଦୈନିକ ସଂକ୍ରମଣ ଧିରେ ଧିରେ କମିବାରେ ଲାଗିଛି। କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟର ତାଜା ରିପୋର୍ଟ ଅନୁସାରେ ଗତ ୨୪ ଘଣ୍ଟା ମଧ୍ୟରେ ୯୨ହଜାର...

ଉତ୍ତମ ଚିକିତ୍ସା ପାଇଁ ସମ୍ କୋଭିଡ୍ ଓ ଅଲ୍ଟିମେଟ୍ ମେଡିକେୟାର ଟିମ୍‌କୁ ରୋଗୀଙ୍କ ପ୍ରଶଂସା

ଓଡ଼ିଶାଲାଇଭ୍ ବ୍ୟୁରୋ କରୋନା ମହାମାରୀର ଏହି କଠିନ ସମୟରେ ଉତ୍ତମ ଚିକିତ୍ସା ଯୋଗାଇ ପ୍ରଶଂସିତ ହୋଇଛି ସମ୍ କୋଭିଡ୍ ଏବଂ ଅଲ୍ଟିମେଟ୍ ମେଡିକେୟାର ଟିମ୍‌। ସମ୍‌ରେ ଚିକିତ୍ସିତ ହୋଇ କୋଭିଡ୍‌ରୁ ସୁସ୍ଥ ହୋଇଥିବା ପ୍ରଦୀପ...