ଲକଡାଉନ ପାଇଁ ଘରେ ଅବସାଦରେ ଅଛନ୍ତି କି? କରନ୍ତୁ ଏହି କାମ
ଓଡ଼ିଶାଲାଇଭ୍ କରୋନା ବ୍ୟୁରୋ
[youtube https://www.youtube.com/watch?v=B7D4irh2e20]
କରୋନା ଭାଇରସ୍ କାରଣରୁ ବର୍ତ୍ତମାନ ସମଗ୍ର ଦେଶରେ ତାଲା ପଡ଼ିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ୨୧ ଦିନିଆ ତାଲା ପକାଇବାକୁ ଘୋଷଣା କରିଛନ୍ତି। ଅର୍ଥାତ୍ ଏହି ସମୟ ମଧ୍ୟରେ...
୨୪ ଘଣ୍ଟାର କରୋନା ଅପଡେଟ୍ – ଜାଣନ୍ତୁ, କ’ଣ କହିଲେ ରାଜ୍ୟ ସରକାର?
ଓଡ଼ିଶାଲାଇଭ୍ କରୋନା ବ୍ୟୁରୋ
କରୋନା ଭାଇରସକୁ ନେଇ ମଙ୍ଗଳବାର ତାଜା ସୂଚନା ଦେଇଛନ୍ତି ରାଜ୍ୟ ସରକାର। ଏଥିରେ କରୋନା ସମ୍ପର୍କରେ ବହୁ ଗୁରୁତ୍ୱପୂର୍ଣ୍ଣ ସୂଚନା ଦେବା ସହିତ ଲୋକମାନଙ୍କୁ ସଚେତନ ରହିବାକୁ କୁହାଯାଇଛି।
ଓଡ଼ିଶାରେ କରୋନା...
କରୋନା ଭାଇରସର ଲକ୍ଷଣ କ’ଣ, ଜାଣନ୍ତୁ କେମିତି ହୁଏ ପରୀକ୍ଷା?
ଓଡ଼ିଶାଲାଇଭ୍ କରୋନା ବ୍ୟୁରୋ
https://www.youtube.com/watch?v=fbYkoY8WDoE
କରୋନା ଭୂତାଣୁର ଲକ୍ଷଣ ଓ ଏହାର ପରୀକ୍ଷା କେମିତି ହୁଏ? ଜାଣନ୍ତୁ କ’ଣ କହୁଛନ୍ତି ବରିଷ୍ଠ ପଲ୍ମନୋଲୋଜିଷ୍ଟ ଡାକ୍ତର ସମୀର ସାହୁ।
କରୋନା ଭାଇରସ ସଂକ୍ରମିତ ବ୍ୟକ୍ତିଙ୍କଠାରେ କାଶ, ସର୍ଦ୍ଦି ତଥା ନାକରୁ ପାଣିଗଡ଼ିବା ଭଳି...
ଘରେ ବସି ବଲିଉଡ ଷ୍ଟାର କଲେ ସର୍ଟ ଫିଲ୍ମ – କହିଲେ ଘରେ ରହନ୍ତୁ, ସୁସ୍ଥ ରହନ୍ତୁ
ଓଡ଼ିଶାଲାଇଭ୍ ଏଣ୍ଟରଟେନମେଣ୍ଟ ବ୍ୟୁରୋ
କରୋନା ଦିନକୁ ଦିନ ସାଂଘାତିକ ହେବାରେ ଲାଗିଛି। ଏହାର ପ୍ରଭାବ ସମସ୍ତଙ୍କ ଉପରେ ପଡ଼ିଛି। ଗୋଟିଏ ପଟେ ସରକାର କରୋନା ବିରୋଧରେ ଯୁଦ୍ଧ କରୁଥିବାବେଳେ ଅନ୍ୟ ପଟେ ବଲିଉଡ ଷ୍ଟାର...
ଡାଇବେଟିସ୍ ରୋଗୀଙ୍କୁ କେତେ ବିପଦ କରୋନା ଭାଇରସ?
ଓଡ଼ିଶାଲାଇଭ୍ କରୋନା ବ୍ୟୁରୋ
[youtube https://www.youtube.com/watch?v=5R_rKqBTYj0]
ସାରାବିଶ୍ୱରେ କରୋନା ଭାଇରସ (କୋଭିଡ୍-୧୯)ର ବାତାବରଣ ରହିଛି। ସବୁଠୁ ଗୁରୁତ୍ୱପୂର୍ଣ୍ଣ କଥା ଏହି ଭାଇରସ ସଂକ୍ରମଣ ରୋକିବା ପାଇଁ ଏଯାଏଁ କିଛି ପ୍ରତିଷେଧକ ବାହାରିନି। କିନ୍ତୁ ହଁ ସଚେତନ...
ଲକ୍ଡାଉନ ବଢ଼ିବ? ଏହି ୮ଟି ବିଷୟ ଉପରେ ଘମାଘୋଟ ଚର୍ଚ୍ଚା
ଓଡ଼ିଶାଲାଇଭ୍ ବ୍ୟୁରୋ
ଲକ୍ଡାଉନ୍ ଅବଧି ସାରା ଦେଶରେ ବଢ଼ିବ କି ନା ତାକୁ ନେଇ ଚର୍ଚ୍ଚା ଜୋର୍।
୨୧ ଦିନ ଲକଡାଉନ ସମୟ ଶେଷ ହୋଇ ଆସୁଥିବା ବେଳେ ଏହାକୁ ବଢ଼ାଯିବ କି ନା ସେନେଇ...
କରୋନା – ବାପା, ମା’ଙ୍କୁ ମନେପକାଇ ହସ୍ପିଟାଲରେ କାନ୍ଦିଲେ ଡାକ୍ତର, ହେଲେ ହାରି ନାହାନ୍ତି ସାହସ
ଓଡ଼ିଶାଲାଇଭ୍ କରୋନା ବ୍ୟୁରୋ
[youtube https://www.youtube.com/watch?v=fbYkoY8WDoE]
କରୋନା ସହିତ ଏବେ ଯୁଦ୍ଧ କରୁଛି ସାରାବିଶ୍ୱ। ଏହି ଯୁଦ୍ଧରେ ଯୋଦ୍ଧା ପାଲଟିଛନ୍ତି ଡାକ୍ତର। ନିଜ ଜୀବନକୁ ବାଜି ଲଗାଇ ଏଭଳି ଘଡ଼ିସନ୍ଧି ମୁହୂର୍ତ୍ତରେ ଲୋକଙ୍କ ସେବା ପାଇଁ...
କେମିତି ବ୍ୟାପୁଛି କରୋନା ଭାଇରସ, ଜାଣନ୍ତୁ ଏହାକୁ କେମିତି ରୋକିବା
ଓଡ଼ିଶାଲାଇଭ୍ କରୋନା ବ୍ୟୁରୋ
କରୋନା ଭୂତାଣୁ କେମିତି ବ୍ୟାପୁଛି ଓ ଏହାକୁ ଆମେ କିପରି ରୋକିପାରିବା? ଆସନ୍ତୁ ଜାଣିବା ଏନେଇ କ’ଣ କହୁଛନ୍ତି ବରିଷ୍ଠ ପଲ୍ମନୋଲୋଜିଷ୍ଟ ଡାକ୍ତର ସମୀର ସାହୁ।
ଥଣ୍ଡା, ସର୍ଦ୍ଦି ଭଳି ଯେମିତି...
ଲକ୍ଡାଉନ – ୧୨ଶହ କିମି ଚାଲିଚାଲି ଘରେ ପହଞ୍ଚିଲେ ତାମିଲନାଡ଼ୁର ୭ଜଣ ଯୁବକ
ଓଡ଼ିଶାଲାଇଭ୍ କରୋନା ବ୍ୟୁରୋ
[youtube https://www.youtube.com/watch?v=fbYkoY8WDoE]
ଲକ୍ଡାଉନ ଯୋଗୁଁ ମହାରାଷ୍ଟ୍ରରୁ ଚାଲିଚାଲି ଘରେ ପହଞ୍ଚିଲେ ତାମିଲନାଡ଼ୁର ୭ଜଣ ଯୁବକ। ମନରେ ଡର ଥିଲା। ହେଲେ ଦୃଢ଼ ନିଶ୍ଚୟ କରିଥିଲେ ଘରେ ପହଞ୍ଚିବୁ। ନାନା ସୁବିଧା ଅସୁବିଧା...
ଓଡ଼ିଶାରେ ପ୍ରଥମ କରୋନା ମୃତ୍ୟୁ
ଓଡ଼ିଶାଲାଇଭ୍ କରୋନା ବ୍ୟୁରୋ
[youtube https://www.youtube.com/watch?v=fbYkoY8WDoE]ରାଜ୍ୟରେ କରୋନା ନେଲା ପ୍ରଥମ ମୁଣ୍ଡ। ଭୁବନେଶ୍ୱର ଝାରପଡ଼ା ଅଞ୍ଚଳର ଜଣେ ୭୨ ବର୍ଷୀୟ ବ୍ୟକ୍ତି କରୋନାରେ ଆକ୍ରାନ୍ତ ହୋଇ ମୃତ୍ୟୁବରଣ କରିଛନ୍ତି। ଏନେଇ ସ୍ୱାସ୍ଥ୍ୟ ବିଭାଗ ଟୁଇଟ୍...




















