କୋରୋନାକୁ ନେଇ ସଚେତନତା, ଜାରି ହେଲା ଟ୍ରାଭେଲ୍ ଆଡଭାଇଜରି
ଓଡ଼ିଶାଲାଇଭ୍ ବ୍ୟୁରୋ
ସାରା ବିଶ୍ୱରେ କୋରୋନା ଭାଇରସ କାୟା ବିସ୍ତାର କରିବାକୁ ଲାଗିଛି। ଏପର୍ଯ୍ୟନ୍ତ ବିଶ୍ୱର ୧୧୦ଟି ଦେଶକୁ କୋରୋନା ବ୍ୟାପି ସାରିଲାଣି। ଏଥିପାଇଁ ଭାରତ ସରକାରଙ୍କ ପକ୍ଷରୁ ବିଭିନ୍ନ ସଚେତନମୂଳକ ପଦକ୍ଷେପ ନିଆଯାଉଛି।...