କରୋନା ପାଇଁ ବିଏମସିର ଆକ୍ସନ୍ ପ୍ଲାନ୍ – ଜୋରଦାର ହେବ ସଫେଇ କାମ
ଓଡ଼ିଶାଲାଇଭ୍ କରୋନା ବ୍ୟୁରୋ
ପ୍ରାଣଘାତୀ କରୋନା ଭାଇରସର ମୁକାବିଲା ପାଇଁ ଭୁବନେଶ୍ୱର ମହାନଗର ନିଗମ (ବିଏମସି) ପ୍ରସ୍ତୁତ କରିଛି ଆକ୍ସନ୍ ପ୍ଲାନ୍। ବିଏମସି ଅଫିସରୁ ନେଇ ଓ୍ୱାର୍ଡର ଗଳିକନ୍ଦିରେ ଆଜିଠୁ ଜୋରଦାର ସଫେଇ ପାଇଁ...
କରୋନା ଆତଙ୍କ: ମାର୍ଚ୍ଚ ୩୧ ଯାଏଁ ବନ୍ଦ ରହିବ ପ୍ଲାନେଟୋରିୟମ୍
ଓଡ଼ିଶାଲାଇଭ୍ ବ୍ୟୁରୋ
କରୋନା ଭାଇରସ୍ ଏବେ ସାରା ବିଶ୍ୱରେ ଆତଙ୍କ ସୃଷ୍ଟି କରିଛି। କରୋନା ସତର୍କତା ପାଇଁ ଭୁବନେଶ୍ୱରସ୍ଥିତ ପଠାଣି ସାମନ୍ତ ପ୍ଲାନେଟୋରିୟମ୍ ଓ ବୁର୍ଲାର ଏପିଜେ କଲାମ ପ୍ଲାନେଟୋରିୟମ୍ର ସବୁ ସୋ’କୁ ମାର୍ଚ୍ଚ...
କୋରୋନାରେ ଗଲାଣି ୫ ହଜାର ଜୀବନ, ଇଟାଲୀ ଓ ଇରାନରେ ହାହାକାର
ଓଡ଼ିଶାଲାଇଭ୍ ବ୍ୟୁରୋ
ବିଶ୍ୱ ମହାମାରୀର ରୂପ ନେଇଥିବା କୋରୋନା ଭାଇରସ କାରଣରୁ ସମଗ୍ର ବିଶ୍ୱରେ ଜନଜୀବନ ଅସ୍ତବ୍ୟସ୍ତ ହୋଇ ପଡ଼ିଥିବା ବେଳେ ଅର୍ଥନୀତି ଉପରେ ଭୀଷଣ ପ୍ରଭାବ ପଡ଼ିବା ଆରମ୍ଭ ହୋଇଛି। ପୃଥିବୀର ପ୍ରାୟ...
କୋରୋନା ନେଲା ଆଉ ଜଣଙ୍କ ଜୀବନ – ଭାରତରେ ମୃତ୍ୟୁ ସଂଖ୍ୟା ୨ରେ ପହଞ୍ଚିଲା
ଓଡ଼ିଶାଲାଇଭ୍ ବ୍ୟୁରୋ
କୋରୋନା ଭାଇରସ୍ ଆଉ ଜଣଙ୍କ ଜୀବନ ନେଇଛି। ଦିଲ୍ଲୀ ରାମ ମନୋହର ଲୋହିଆ ହସ୍ପିଟାଲରେ ୬୯ ବର୍ଷିୟା ଜଣେ ମହିଳା ଆଖି ବୁଜିଛନ୍ତି। ତାଙ୍କ ପୁଅ ନିକଟରେ ବିଦେଶରୁ ଫେରିଥିଲେ। ପୁଅଙ୍କଠାରୁ...
ହାଇଦ୍ରାବାଦରେ ସୁସ୍ଥ ହେଲେ ଜଣେ କରୋନା ଆକ୍ରାନ୍ତ
ଓଡ଼ିଶାଲାଇଭ୍ ବ୍ୟୁରୋ
ହାଇଦ୍ରାବାଦରେ ଜଣେ କୋରୋନା ରୋଗୀ ସୁସ୍ଥ ହେବା ଖବର ସାମ୍ନାକୁ ଆସିଛି। ଆକ୍ରାନ୍ତ ଜଣକ ହାଇଦ୍ରାବାଦର ଗାନ୍ଧୀ ହସ୍ପିଟାଲରେ ଦୀର୍ଘଦିନ ହେବ ଚିକିତ୍ସିତ ହେଉଥିଲେ। ଏବେ ସେ ସୁସ୍ଥ ହୋଇଯାଇଛନ୍ତି। ଖୁବ୍ଶୀଘ୍ର...
ସବୁଠି କୋରୋନା ଭୟ – ଆକ୍ରାନ୍ତଙ୍କ ସଂଖ୍ୟା ଛୁଇଁଲା ୮୧, ୧୧ ରାଜ୍ୟରେ ଆଲର୍ଟ
ଓଡ଼ିଶାଲାଇଭ୍ ବ୍ୟୁରୋ
ଭାରତରେ ବ୍ୟାପୁଛି କୋରୋନା ଭାଇରସ୍। ଶୁକ୍ରବାର ସକାଳେ ଆକ୍ରାନ୍ତଙ୍କ ସଂଖ୍ୟା ୭୬ ଥିବା ବେଳେ ସନ୍ଧ୍ୟାରେ ୮୧ ଛୁଇଁଛି।
ଆତଙ୍କ ଖେଳାଇଛି କୋରୋନା। ପ୍ରତିଦିନ ନୂଆ ନୂଆ ସନ୍ଦିଗ୍ଧ ଚିହ୍ନଟ ହେଉଥିବାରୁ ସବୁଠି...
ବଢୁଛି କୋରୋନା – ଆକ୍ରାନ୍ତଙ୍କ ସଂଖ୍ୟା ୮୧କୁ ବୃଦ୍ଧି
ଓଡ଼ିଶାଲାଇଭ୍ ବ୍ୟୁରୋ
ଭାରତରେ ବଢ଼ିଚାଲିଛି କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା। ବର୍ତ୍ତମାନ ପର୍ଯ୍ୟନ୍ତ ଦେଶରେ ୮୧ ଜଣ କୋରୋନା ଆକ୍ରାନ୍ତ ଚିହ୍ନ ହୋଇ ସାରିଲେଣି। ଏମାନଙ୍କ ମଧ୍ୟରେ ୬୪ ଜଣ ଭାରତୀୟ ଥିବା ବେଳେ ୧୭...
କୋରୋନା ଡର – କଟକ-ଭୁବନେଶ୍ଵରରେ ବାହାଘର ପ୍ରୋସେସନ୍କୁ କମିସନରେଟ୍ ପୋଲିସର ନାଁ
ଓଡ଼ିଶାଲାଇଭ୍ ବ୍ୟୁରୋ
କୋରୋନା ଭାଇରସ୍କୁ ମୁକାବିଲା କରିବାକୁ ଏବେ ଅଣ୍ଟା ଭିଡ଼ିଛନ୍ତି ରାଜ୍ୟ ସରକାର। ଏଥିପାଇଁ ରାଜ୍ୟ ସରକାର ବିବାହ ଉତ୍ସବ ଓ ଶୋଭାଯାତ୍ରା ଅନୁମତିକୁ ରଦ୍ଦ କରିଛନ୍ତି। ଏନେଇ ସାମ୍ଵାଦିକ ସମ୍ମିଳନୀ କରି...
କୋରୋନାକୁ ଡରନା – ହ୍ୟାଣ୍ଡୱାସ୍ରେ ହାତଧୋଇ ସଚେତନ କରାଇଲେ ମୁଖ୍ୟମନ୍ତ୍ରୀ
ଓଡ଼ିଶାଲାଇଭ୍ ବ୍ୟୁରୋ
https://www.youtube.com/watch?v=z0BGKO_VI1w
କୋରୋନାକୁ ଡରନା। ଆଜି ଏଭଳି ବାର୍ତ୍ତା ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ବିଧାନସଭା ପରିସରରେ ମୁଖ୍ୟମନ୍ତ୍ରୀ ହ୍ୟାଣ୍ଡୱାସ୍ରେ ହାତ ଧୋଇ ଲୋକଙ୍କୁ ସଚେତନ କରାଇଛନ୍ତି।
କେବଳ ମୁଖ୍ୟମନ୍ତ୍ରୀ ନୁହନ୍ତି, ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର,...
ସ୍ଵାସ୍ଥ୍ୟ ବିଭାଗର ବିଜ୍ଞପ୍ତି – ଘରୋଇ ଲ୍ୟାବରେ କରିପାରିବେନି କୋରୋନା ପରୀକ୍ଷା
ଓଡ଼ିଶାଲାଇଭ୍ ବ୍ୟୁରୋ
କୋରୋନା ମୁକାବିଲା ପାଇଁ ରାଜ୍ୟ ସ୍ଵାସ୍ଥ୍ୟ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ଏନେଇ ସତର୍କ ରହିବାକୁ ଲୋକମାନଙ୍କୁ ପରାମର୍ଶ ଦିଆଯାଇଛି। କୌଣସି ଘରୋଇ ଲ୍ୟାବରେ କୋରୋନା ପରୀକ୍ଷା ନକରିବାକୁ ନିର୍ଦ୍ଦେଶ...