ବଢୁଛି କୋରୋନା – ଆକ୍ରାନ୍ତଙ୍କ ସଂଖ୍ୟା ୮୧କୁ ବୃଦ୍ଧି
ଓଡ଼ିଶାଲାଇଭ୍ ବ୍ୟୁରୋ
ଭାରତରେ ବଢ଼ିଚାଲିଛି କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା। ବର୍ତ୍ତମାନ ପର୍ଯ୍ୟନ୍ତ ଦେଶରେ ୮୧ ଜଣ କୋରୋନା ଆକ୍ରାନ୍ତ ଚିହ୍ନ ହୋଇ ସାରିଲେଣି। ଏମାନଙ୍କ ମଧ୍ୟରେ ୬୪ ଜଣ ଭାରତୀୟ ଥିବା ବେଳେ ୧୭...
କୋରୋନା ଡର – କଟକ-ଭୁବନେଶ୍ଵରରେ ବାହାଘର ପ୍ରୋସେସନ୍କୁ କମିସନରେଟ୍ ପୋଲିସର ନାଁ
ଓଡ଼ିଶାଲାଇଭ୍ ବ୍ୟୁରୋ
କୋରୋନା ଭାଇରସ୍କୁ ମୁକାବିଲା କରିବାକୁ ଏବେ ଅଣ୍ଟା ଭିଡ଼ିଛନ୍ତି ରାଜ୍ୟ ସରକାର। ଏଥିପାଇଁ ରାଜ୍ୟ ସରକାର ବିବାହ ଉତ୍ସବ ଓ ଶୋଭାଯାତ୍ରା ଅନୁମତିକୁ ରଦ୍ଦ କରିଛନ୍ତି। ଏନେଇ ସାମ୍ଵାଦିକ ସମ୍ମିଳନୀ କରି...
କୋରୋନାକୁ ଡରନା – ହ୍ୟାଣ୍ଡୱାସ୍ରେ ହାତଧୋଇ ସଚେତନ କରାଇଲେ ମୁଖ୍ୟମନ୍ତ୍ରୀ
ଓଡ଼ିଶାଲାଇଭ୍ ବ୍ୟୁରୋ
https://www.youtube.com/watch?v=z0BGKO_VI1w
କୋରୋନାକୁ ଡରନା। ଆଜି ଏଭଳି ବାର୍ତ୍ତା ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ବିଧାନସଭା ପରିସରରେ ମୁଖ୍ୟମନ୍ତ୍ରୀ ହ୍ୟାଣ୍ଡୱାସ୍ରେ ହାତ ଧୋଇ ଲୋକଙ୍କୁ ସଚେତନ କରାଇଛନ୍ତି।
କେବଳ ମୁଖ୍ୟମନ୍ତ୍ରୀ ନୁହନ୍ତି, ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର,...
ସ୍ଵାସ୍ଥ୍ୟ ବିଭାଗର ବିଜ୍ଞପ୍ତି – ଘରୋଇ ଲ୍ୟାବରେ କରିପାରିବେନି କୋରୋନା ପରୀକ୍ଷା
ଓଡ଼ିଶାଲାଇଭ୍ ବ୍ୟୁରୋ
କୋରୋନା ମୁକାବିଲା ପାଇଁ ରାଜ୍ୟ ସ୍ଵାସ୍ଥ୍ୟ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ଏନେଇ ସତର୍କ ରହିବାକୁ ଲୋକମାନଙ୍କୁ ପରାମର୍ଶ ଦିଆଯାଇଛି। କୌଣସି ଘରୋଇ ଲ୍ୟାବରେ କୋରୋନା ପରୀକ୍ଷା ନକରିବାକୁ ନିର୍ଦ୍ଦେଶ...
କୋରୋନାକୁ ନେଇ ସଚେତନତା, ଜାରି ହେଲା ଟ୍ରାଭେଲ୍ ଆଡଭାଇଜରି
ଓଡ଼ିଶାଲାଇଭ୍ ବ୍ୟୁରୋ
ସାରା ବିଶ୍ୱରେ କୋରୋନା ଭାଇରସ କାୟା ବିସ୍ତାର କରିବାକୁ ଲାଗିଛି। ଏପର୍ଯ୍ୟନ୍ତ ବିଶ୍ୱର ୧୧୦ଟି ଦେଶକୁ କୋରୋନା ବ୍ୟାପି ସାରିଲାଣି। ଏଥିପାଇଁ ଭାରତ ସରକାରଙ୍କ ପକ୍ଷରୁ ବିଭିନ୍ନ ସଚେତନମୂଳକ ପଦକ୍ଷେପ ନିଆଯାଉଛି।...