ଦେଶରେ ୨୪ ଘଣ୍ଟା ମଧ୍ୟରେ ୩ଲକ୍ଷ ୯୨ହଜାର ୪୮୮ ନୂଆ ପଜିଟିଭ୍ ଚିହ୍ନଟ, ୩୬୮୯ ମୃତ

ଓଡ଼ିଶାଲାଇଭ୍ ବ୍ୟୁରୋ ଦେଶର କରୋନା ସଂକ୍ରମଣ ଦ୍ରୁତ ଗତିରେ ବଢ଼ିବାରେ ଲାଗିଛି। ପ୍ରତିଦିନ ରେକର୍ଡ ସଂଖ୍ୟକ ପଜିଟିଭ୍ ଚିହ୍ନଟ ହେବାସହ ମୃତ୍ୟୁ ସଂଖ୍ୟା ମଧ୍ୟ ବଢ଼ୁଛି। କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟର ତାଜା ରିପୋର୍ଟ ଅନୁସାରେ...

ବଢୁଛି ସଂକ୍ରମଣ – ରେଡ୍ ଜୋନ୍‌ରେ ଓଡ଼ିଶାର ୧୯ ଜିଲ୍ଲା

ଓଡ଼ିଶାଲାଇଭ୍ ବ୍ୟୁରୋ କରୋନା ଦ୍ୱିତୀୟ ଲହର ସଂକ୍ରମଣରେ ଓଡ଼ିଶାର ୧୯ଜିଲ୍ଲା ଏବେ ରେଡ୍ ଜୋନ୍ ଭିତରେ ରହିଛି। ସେହିପରି ଅନ୍ୟାନ୍ୟ ୭ଜିଲ୍ଲା ୟେଲୋ ଜୋନ୍‌ରେ ରହିଥିବାବେଳେ, ଆଉ ୪ଟି ଗ୍ରୀନ ଜୋନ୍‌ରେ ରହିଛି। କିଛିଦିନ...

ରାଜ୍ୟରେ ରେକର୍ଡ ଭାଙ୍ଗିଲା କରୋନା ସଂକ୍ରମଣ – ଦିନକରେ ୧୦ହଜାର ଟପିଲା ପଜିଟିଭ୍ ସଂଖ୍ୟା, ୧୧ମୃତ

ଓଡ଼ିଶାଲାଇଭ୍ ବ୍ୟୁରୋ ରାଜ୍ୟରେ କୋଭିଡ୍‌ର ଦ୍ୱିତୀୟ ଲହର ସଂକ୍ରମଣ କମିବାରେ ନାଁ ଧରୁନାହିଁ। ପ୍ରତିଦିନ ପୁଳା ପୁଳା କରୋନା ଆକ୍ରାନ୍ତ ଚିହ୍ନଟ ହେଉଛନ୍ତି। ସେପଟେ ମୃତ୍ୟୁ ସଂଖ୍ୟା ମଧ୍ୟ ବଢ଼ିବାରେ ଲାଗିଛି। ପ୍ରଥମ ଓ...

ଦେଶରେ ୨୪ ଘଣ୍ଟା ମଧ୍ୟରେ ପଜିଟିଭ୍ ସଂଖ୍ୟା ୪ଲକ୍ଷ ପାର୍‌, ୩୫୨୩ ମୃତ

ଓଡ଼ିଶାଲାଇଭ୍ ବ୍ୟୁରୋ ଦେଶର କରୋନା ସଂକ୍ରମଣ ଦ୍ରୁତ ଗତିରେ ବଢ଼ିବାରେ ଲାଗିଛି। ପ୍ରତିଦିନ ରେକର୍ଡ ସଂଖ୍ୟକ ପଜିଟିଭ୍ ଚିହ୍ନଟ ହେବାସହ ମୃତ୍ୟୁ ସଂଖ୍ୟା ମଧ୍ୟ ବଢ଼ୁଛି। କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟର ତାଜା ରିପୋର୍ଟ ଅନୁସାରେ...

କୋଭିଡ୍ ପଜିଟିଭ୍ ହେଲେ ହଠାତ୍ ହସ୍ପିଟାଲ୍ ଆସନ୍ତୁ ନାହିଁ, ଘରେ ରହି ଚିକିତ୍ସିତ ହୁଅନ୍ତୁ – ପ୍ରଦୀପ୍ତ କୁମାର...

ଓଡ଼ିଶାଲାଇଭ୍ ବ୍ୟୁରୋ କୋଭିଡ୍ ପଜିଟିଭ୍ ହେଲେ ଛାନିଆ ହୋଇ ହସ୍ପିଟାଲ୍ ଆସିବା ଆବଶ୍ୟକ ନାହିଁ ପଜିଟିଭ୍ ବାହାରିଲେ ଘରେ ରହି ଚିକିତ୍ସା ହୋଇପାରିବେ ରାଜ୍ୟରେ କୋଭିଡ୍ ଔଷଧ ଓ ଅକ୍ସିଜେନେ ଯଥେଷ୍ଟ ମହଜୁଦ୍...

ସାରା ରାଜ୍ୟରେ ଦିନ ୨ଟାରୁ ବନ୍ଦ ରହିବ ଦୋକାନ, ବଜାର

ଓଡ଼ିଶାଲାଇଭ୍‌ ବ୍ୟୁରୋ ସାରାରାଜ୍ୟରେ ଦିନ ୨ଟାରୁ ବନ୍ଦ ରହିବ ଦୋକାନ। ମେ’ ୩ ତାରିଖରୁ ରାଜ୍ୟରେ ଏହା ଲାଗୁ ହେବ। ୧୫ ତାରିଖ ପର୍ଯ୍ୟନ୍ତ ଏହି କଟକଣା ବଳବତ୍ତର ରହିବ। ରାଜ୍ୟରେ କରୋନା ସଂକ୍ରମଣ...

ପ୍ଲାଜମା କ’ଣ – ‘ପ୍ଲାଜମା ଥେରାପି’ କିପରି କରାଯାଏ?

ଓଡ଼ିଶାଲାଇଭ୍‌ ବ୍ୟୁରୋ[youtube https://www.youtube.com/watch?v=aVrVptK9V_g] ପ୍ଲାଜମା ଥେରାପି କ’ଣ ? କରୋନା ଚିକିତ୍ସାରେ ଏହା କିପରି ସାହାଯ୍ୟ କରୁଛି ସେନେଇ ଓଡ଼ିଶାଲାଇଭ୍‌କୁ ବିସ୍ତୃତ ଭାବେ କହିଛନ୍ତି ପ୍ଲାଜମା ଥେରାପିର ଷ୍ଟେଟ୍‌ ନୋଡାଲ ଅଫିସର ଡାକ୍ତର ସ୍ମିତା...

ଆଇସୋଲେସନ୍‌ରେ ରହିଛନ୍ତି କି? କ’ଣ କରିବେ ଏବଂ କ’ଣ ନାହିଁ?

ଓଡ଼ିଶାଲାଇଭ୍ ବ୍ୟୁରୋ କରୋନାରେ ସଂକ୍ରମଣ ହୋଇଥିଲେ ମଧ୍ୟ ଭୟବିତ ନ ହୋଇ ସଠିକ ଚିକିତ୍ସା ଏବଂ ସଚେତନ ରହିଲେ ଏଥିରୁ ସୁସ୍ଥ ହୋଇପାରିବା। ମଧ୍ୟମ ଓ ସାଧାରଣ ଲକ୍ଷଣ ଦେଖାଦେଉଥିବା ରୋଗୀମାନେ ସଙ୍ଗରୋଧରେ ରହି...

ଓଡ଼ିଶାରେ ଗୁରୁତର କୋଭିଡ୍ ରୋଗୀଙ୍କ ପାଇଁ ‘ପ୍ଲାଜମା ଥେରାପି’

 ଓଡ଼ିଶାଲାଇଭ୍‌ ବ୍ୟୁରୋ [youtube https://www.youtube.com/watch?v=aVrVptK9V_g] ଗୁରୁତର କରୋନା ରୋଗୀଙ୍କ ଚିକିତ୍ସା କ୍ଷେତ୍ରରେ 'ପ୍ଲାଜମା ଥେରାପି'ର ପ୍ରୟୋଗ କରାଯାଉଛି। ଓଡ଼ିଶାରେ ଏହି ଚିକିତ୍ସା ପଦ୍ଧତି ଜାରି ରହିଛି। ରାଜ୍ୟରେ ଏହି ଥେରାପି ସଫଳ ହେଉଥିବାରୁ କରୋନାରୁ ସୁସ୍ଥ...

ରାଜ୍ୟରୁ ପୁଣି ବାହାରିଲେ ୮୬୮୧ ପଜିଟିଭ୍ – ଦିନକରେ କରୋନା ନେଲା ୧୪ ଜୀବନ

ଓଡ଼ିଶାଲାଇଭ୍ ବ୍ୟୁରୋ ରାଜ୍ୟରେ କୋଭିଡ୍‌ର ଦ୍ୱିତୀୟ ଲହର ସଂକ୍ରମଣ ଉଦ୍‌ବେଗଜନକ ସ୍ଥିତିରେ ପହଞ୍ଚିଲାଣି। ସୂଚନା ଓ ଲୋକସମ୍ପର୍କ ବିଭାଗର ତଥ୍ୟ ଅନୁସାରେ ବୁଧବାର ରାଜ୍ୟରୁ ୮ହଜାରରୁ ଅଧିକ ନୂଆ ପଜିଟିଭ୍ ଚିହ୍ନଟ ହୋଇଥିବାବେଳେ, ଗୋଟିଏ...