ଡିସେମ୍ବର ଦ୍ୱିତୀୟ ସପ୍ତାହରୁ ଋଷରେ କରୋନା ଟିକାକରଣ ପ୍ରକ୍ରିୟା ଆରମ୍ଭ

ଓଡ଼ିଶାଲାଇଭ୍ ବ୍ୟୁରୋ ଋଷ ନାଗରିକଙ୍କୁ ଦିଆଯିବ କରୋନା ଟିକା ସ୍ପୁଟନିକ୍-ଭି । ଡିସେମ୍ବର ମାସ ଦ୍ୱିତୀୟ ସପ୍ତାହରୁ ଋଷରେ ଆରମ୍ଭ ହେବ କରୋନା ଟିକାକରଣ ପ୍ରକ୍ରିୟା। ଏନେଇ ଋଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ୍ ସେଠାକାର ଅଧିକାରୀମାନଙ୍କୁ...

ରାଜ୍ୟରେ ଆଜି ୪୩୪ ପଜିଟିଭ୍ ଚିହ୍ନଟ, ଆଖି ବୁଜିଲେ ୫ ଆକ୍ରାନ୍ତ

ଓଡ଼ିଶାଲାଇଭ୍ କରୋନା ବ୍ୟୁରୋ ରାଜ୍ୟର ୨୮ଟି ଜିଲ୍ଲା ଓ ଷ୍ଟେଟ୍‌ ପୁଲ୍‌ରୁ ଆଜି ୪୩୪ ଜଣ ନୂଆ ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ସେଥିମଧ୍ୟରେ କ୍ଵାରେଣ୍ଟାଇନ୍‌ରୁ ୨୪୯ ଜଣ ଥିବା ବେଳେ ୧୮୫ଟି ଲୋକାଲ୍ କେସ୍...

ତଳମୁହାଁ ରାଜ୍ୟର କରୋନା ଗ୍ରାଫ୍ – ଗ୍ରୀନ୍ ଜୋନରେ ୩୦ଟି ଯାକ ଜିଲ୍ଲା

ଓଡ଼ିଶାଲାଇଭ୍ ବ୍ୟୁରୋ ରାଜ୍ୟରେ ଏବେ କମିବାରେ ଲାଗିଛି କରୋନା ସଂକ୍ରମଣ ଏବଂ ମୃତ୍ୟୁ। ରାଜ୍ୟର କରୋନା ଗ୍ରାଫ୍ ଏବେ ତଳମୁହାଁ। କିଛି ମାସ ଧରି ଦ୍ରୁତ ସଂକ୍ରମଣ ହେବା ପରେ ଗତ ଦୁଇ ସପ୍ତାହେ ହେଲା...

ଘରୋଇ ଲ୍ୟାବରେ ଏଣିକି ୪ ଶହ ଟଙ୍କାରେ କରୋନା ଟେଷ୍ଟ

ଓଡ଼ିଶାଲାଇଭ୍ ବ୍ୟୁରୋ ଘରୋଇ ଲ୍ୟାବ ପାଇଁ କରୋନା ଟେଷ୍ଟିଂ ଫି’ ଧାର୍ଯ୍ୟ କଲେ ରାଜ୍ୟ ସରକାର। ଏଣିକି ମାତ୍ର ୪ ଶହ ଟଙ୍କା ଦେଇ ଲୋକମାନେ ଘରୋଇ ଲ୍ୟାବରେ ଆରଟି-ପିସିଆର୍ ଟେଷ୍ଟ କରାଇପାରିବେ। ଏ...

ରାଜ୍ୟର କରୋନା ରିପୋର୍ଟ – ୪୮୦ ପଜିଟିଭ୍ ଚିହ୍ନଟ, ୬ ଆକ୍ରାନ୍ତ ମୃତ

ଓଡ଼ିଶାଲାଇଭ୍ ବ୍ୟୁରୋ ରାଜ୍ୟରୁ ଆଜି ୪୮୦ ପଜିଟିଭ୍ ଚିହ୍ନଟ ଆଖିବୁଜିଲେ ଆଉ ୬ କରୋନା ଆକ୍ରାନ୍ତ ରାଜ୍ୟରେ ଏବେ ବି ୫୦୪୬ ଆକ୍ରାନ୍ତ ସକ୍ରିୟ ଗତ ୨୪ ଘଣ୍ଟା ଭିତରେ ରାଜ୍ୟରୁ ଚିହ୍ନଟ ହେଲେ...

ହାରିଲା କରୋନା, ଜିତିଲେ ୯୭ ବର୍ଷୀୟ ବୃଦ୍ଧ ନଟବର

ଓଡ଼ିଶାଲାଇଭ୍ ବ୍ୟୁରୋ କରୋନାକୁ ପରାସ୍ତ କଲେ ୯୭ ବର୍ଷୀୟ ବୃଦ୍ଧ। ଭୁବନେଶ୍ୱର ସମ୍ କୋଭିଡ୍ ହସ୍ପିଟାଲରେ ଚିକିତ୍ସିତ ହେଉଥିବା ବୃଦ୍ଧ ନଟବର ଦାସ ମଙ୍ଗଳବାର କରୋନାରୁ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। କଟକ ଜିଲ୍ଲା କିଶୋରନଗର...

ଓଡ଼ିଶାରୁ ଆଜି ୩୭୮ ପଜିଟିଭ୍ ଚିହ୍ନଟ, ଆଖି ବୁଜିଲେ ଆଉ ୫ ଆକ୍ରାନ୍ତ

ଓଡ଼ିଶାଲାଇଭ୍ ବ୍ୟୁରୋ ରାଜ୍ୟରୁ ଆଜି ୩୭୮ ପଜିଟିଭ୍ ଚିହ୍ନଟ ଆଖି ବୁଜିଲେ ଆଉ ୫ କରୋନା ଆକ୍ରାନ୍ତ ରାଜ୍ୟରେ ଏବେ ବି ୫୨୪୧ ଜଣ ଆକ୍ରାନ୍ତ ସକ୍ରିୟ ଗତ ୨୪ ଘଣ୍ଟା ଭିତରେ ରାଜ୍ୟରୁ...

ଚାରି ମାସ ପରେ ପ୍ରଥମ ଥର ଓଡ଼ିଶାରେ କରୋନା ମୃତ୍ୟୁ ୫ ତଳକୁ ଖସିଲା

ଓଡ଼ିଶାଲାଇଭ୍ ବ୍ୟୁରୋ ଓଡ଼ିଶାରେ କରୋନା ଜନିତ ମୃତ୍ୟୁ ୫ ତଳକୁ ଖସି ଆସିଛି। ରବିବାର ଦିନ ରାଜ୍ୟରେ ମାତ୍ର ୪ ଜଣ ପ୍ରାଣ ହରାଇଛନ୍ତି। ବିଗତ ଚାରି ମାସ ମଧ୍ୟରେ କରୋନା ମୃତ୍ୟୁରେ ଏହା...

ଡିସେମ୍ବର ମାସ ପାଇଁ ରାଜ୍ୟ ସରକାରଙ୍କ ଗାଇଡଲାଇନ୍ – ତୋଷାଳୀ ମେଳା ବନ୍ଦ, ପହିଲାରୁ ଖୋଲିବ ମେଡିକାଲ କଲେଜ

ଓଡ଼ିଶାଲାଇଭ୍ ବ୍ୟୁରୋ କରୋନା ସଂକ୍ରମଣକୁ ଆଖି ଆଗରେ ରଖି ଡିସେମ୍ବର ମାସ ପାଇଁ ଗାଇଡଲାଇନ୍ ଧାର୍ଯ୍ୟ କରିଛନ୍ତି ରାଜ୍ୟ ସରକାର। କରୋନା ପାଇଁ ଏଥର ବନ୍ଦ ରହିବ ତୋଷାଳୀ ଓ ଶିଶିର ସରସ ମେଳା। ...

ଦିଲ୍ଲୀ: ଘରୋଇ ହସ୍ପିଟାଲରେ ଏବେ ୮ ଶହ ଟଙ୍କାରେ କରୋନା ଟେଷ୍ଟିଂ

ଓଡ଼ିଶାଲାଇଭ୍ ବ୍ୟୁରୋ କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଦିଲ୍ଲୀରେ ଟେଷ୍ଟିଂ ଦାମ କମାଇଲେ କେଜରିୱାଲ ସରକାର। ଏଣିକି ଘରୋଇ ହସ୍ପିଟାଲରେ କରୋନା ଆରଟି-ପିସିଆର ପରୀକ୍ଷା କଲେ ଲୋକଙ୍କୁ ୧୨ ଶହ ବଦଳରେ ୮ ଶହ...