ଲକ୍ଡାଉନରେ ପିଲାଙ୍କୁ ଶିଖାନ୍ତୁ ନୂଆ କଥା
ଓଡ଼ିଶାଲାଇଭ୍ କରୋନା ବ୍ୟୁରୋ
କରୋନା ଭାଇରସ ସଂକ୍ରମଣ ଭୟରେ ଏବେ ଲକଡାଉନ୍ରେ ସାରା ଦେଶ। ଏପ୍ରିଲ ୧୫ ପର୍ଯ୍ୟନ୍ତ ଲୋକଙ୍କୁ ଘରୁ ବାହାରକୁ ନ ବାହାରିବା ସହିତ ସାମାଜିକ ଦୂରତ୍ୱ ବଜାୟ ରଖିବାକୁ ପରାମର୍ଶ...
କରୋନା ଭାଇରସର ଲକ୍ଷଣ, ସଂକ୍ରମଣ ଓ ଚିକିତ୍ସା – ନିଜେ ଜାଣନ୍ତୁ, ଅନ୍ୟମାନଙ୍କୁ ବି ଜଣାନ୍ତୁ
ଓଡ଼ିଶାଲାଇଭ୍ କରୋନା ବ୍ୟୁରୋ
କରୋନାର ମୁକାବିଲା ଲାଗି ଏକ ମାତ୍ର ନିଶ୍ଚିତ ଔଷଧ ହେଉଛି ସଚେତନତା ଓ କରୋନାଠୁ ଦୂରତା।
କୋରୋନା ଭାଇରସର ଲକ୍ଷଣ କ’ଣ?
କରୋନା ଭାଇରସ ସଂକ୍ରମିତ ବ୍ୟକ୍ତିଙ୍କଠାରେ ପ୍ରଥମେ ସାଧାରଣ ଥଣ୍ଡା ଜ୍ୱରର ବିଭିନ୍ନ ଲକ୍ଷଣ ଦେଖାଯାଇଥାଏ।...
ଜାଣନ୍ତୁ, ହାର୍ଟ ଆଟାକର ମୁଖ୍ୟ କାରଣ ଓ ଲକ୍ଷଣ
ଓଡ଼ିଶାଲାଇଭ୍ ବ୍ୟୁରୋ
ଏବେ ହୃଦଘାତ ଭଳି ମାରାତ୍ମକ ରୋଗ ଏକ ସାଧାରଣ କଥାରେ ପରିଣତ ହୋଇଛି। ଜାଣନ୍ତୁ, ହାର୍ଟ ଆଟାକର ମୁଖ୍ୟ କାରଣ କ’ଣ?
୧- ହୃଦୟ ମାଂସପେଶୀକୁ ରକ୍ତ ପ୍ରବାହ ଅବରୋଧ ହେଲେ ହୃଦଘାତ ହୁଏ।
୨- ହୃଦୟ...
କାହିଁକି ହୁଏ ୟୁରିନ୍ ଇନ୍ଫେକ୍ସନ? ଏହାର ଲକ୍ଷଣ ଏବଂ ଚିକିତ୍ସା ବିଷୟରେ ଜାଣନ୍ତୁ
ଓଡ଼ିଶାଲାଇଭ୍ ବ୍ୟୁରୋ
ୟୁରିନ୍ ଇନ୍ଫେକ୍ସନର କାରଣ, ଲକ୍ଷଣ ଏବଂ ଚିକିତ୍ସା ବିଷୟରେ ଜାଣନ୍ତୁ।
ୟୁରିନାରି ଟ୍ରାକ୍ଟ ଇନ୍ଫେକ୍ସନ (ୟୁଟିଆଇ) ବା ମୂତ୍ରନଳୀ ସଂକ୍ରମଣ। ସାଧାରଣରେ ଏହାକୁ ଆମେ ୟୁରିନ୍ ଇନ୍ଫେକ୍ସନ ବୋଲି କହିଥାଉ। ବର୍ତ୍ତମାନ ସମୟରେ ସବୁ...
ମଧୁମେହ ରୋଗ ହେବାର କାରଣ କ’ଣ? ଜାଣନ୍ତୁ ତା’ର ଲକ୍ଷଣ ଓ ଚିକିତ୍ସା
ଓଡ଼ିଶାଲାଇଭ୍ ବ୍ୟୁରୋ
ଗତ କିଛି ବର୍ଷ ହେଲା ଭାରତରେ ମଧୁମେହ ରୋଗୀଙ୍କ ସଂଖ୍ୟା ବେଶ୍ ବୃଦ୍ଧିପାଇଛି। ଏପରିକି ଭାରତକୁ ଏବେ ଡାଇବେଟିକ୍ କ୍ୟାପିଟାଲ ବା ମଧୁମେହର ରାଜଧାନୀ ବୋଲି ମଧ୍ୟ କୁହାଯାଉଛି। ପୂର୍ବରୁ ୪୦...
କରୋନା ଭାଇରସ୍ ମହାମାରୀ ରୂପ ନେଉଥିବାରୁ ଲୋକେ ଭୟଭୀତ, କ’ଣ କଲେ ସେମାନଙ୍କର ମନ ଶାନ୍ତ ରହିବ?
ଗୀତା ଦାସ
ଗୀତା ଦାସ ଜଣେ ଜଣାଶୁଣା ମନୋବିଜ୍ଞାନୀ ଓ ଦୀର୍ଘବର୍ଷରୁ କାନାଡାରେ ରହିଆସୁଛନ୍ତି। କରୋନା ଭାଇରସ୍ ସଂକ୍ରମଣ ସମୟରେ ଲୋକଙ୍କ ମନରେ ସୃଷ୍ଟି ହେଉଥିବା ନାନା ପ୍ରଶ୍ନ ଓ ବିଭିନ୍ନ ମାନସିକ ସମସ୍ୟାର...
ହୃଦରୋଗର କାରଣ ଓ ଲକ୍ଷଣ
ଓଡ଼ିଶାଲାଇଭ୍ ବ୍ୟୁରୋ
ହୃଦରୋଗ ବା ହୃଦୟଜନିତ ରୋଗ କାରଣରୁ ଭାରତରେ ମୃତ୍ୟୁ ସଂଖ୍ୟା ଅଧିକ। ଏକ ଅଧ୍ୟୟନ ଅନୁଯାୟୀ, ୧୦୦୦ ଲୋକଙ୍କ ମଧ୍ୟରୁ ୨୭୨ ଲୋକଙ୍କ ମୃତ୍ୟୁ ହୃଦରୋଗ କାରଣରୁ ହୋଇଥାଏ। ତେବେ ହୃଦୟ...
ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି ପାଇଁ ପିଅନ୍ତୁ ଏହି ଜୁସ୍
ଓଡ଼ିଶାଲାଇଭ୍ କରୋନା ବ୍ୟୁରୋ
କରୋନା ଭାଇରସର ସଂକ୍ରମଣ ଏବେ ତୀବ୍ର ଗତିରେ ବ୍ୟାପୁଛି। ଏପରିସ୍ଥଳେ ସେଥିରୁ ରକ୍ଷା ପାଇବା ପାଇଁ ଠିକ୍ ଡାଏଟ୍ ନେବା ଖୁବ୍ ଜରୁରୀ। ଏଥିସହିତ ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି...
କରୋନା ପାଇଁ ଆଗକୁ କଟକଣା ଆହୁରି ବଢ଼ିପାରେ, ତେଣୁ ଘରେ ବନ୍ଦ ହୋଇ ରହିଲାରୁ ଲୋକଙ୍କ ମନର ଅବସ୍ଥାରେ...
ଗୀତା ଦାସ
ଗୀତା ଦାସ ଜଣେ ଜଣାଶୁଣା ମନୋବିଜ୍ଞାନୀ ଓ ଦୀର୍ଘବର୍ଷରୁ କାନାଡାରେ ରହିଆସୁଛନ୍ତି। କରୋନା ଭାଇରସ୍ ସଂକ୍ରମଣ ସମୟରେ ଲୋକଙ୍କ ମନରେ ସୃଷ୍ଟି ହେଉଥିବା ନାନା ପ୍ରଶ୍ନ ଓ ବିଭିନ୍ନ ମାନସିକ ସମସ୍ୟାର...
ଲୁଣ ଅଧିକ ଖାଇବା ଦ୍ଵାରା ଉଚ୍ଚ ରକ୍ତଚାପ ହୋଇଥାଏ କି? ଜାଣନ୍ତୁ ଡାକ୍ତର କ’ଣ କହୁଛନ୍ତି?
ଓଡ଼ିଶାଲାଇଭ୍ ବ୍ୟୁରୋ
ଖାଦ୍ୟକୁ ଟିକେ ଅଧିକ ସ୍ୱାଦିଷ୍ଟ କରିବା ପାଇଁ ଲୋକେ ଖାଦ୍ୟରେ ଲୁଣର ମାତ୍ରା ଟିକେ ଅଧିକ ପକାନ୍ତି। କିଛି ଲୋକଙ୍କୁ ଲୁଣ ଖାଇବାକୁ ଏତେ ପସନ୍ଦ ଥାଏ ଯେ, ଖାଦ୍ୟରେ ଲୁଣର...





















