ପ୍ରଥମ ବିଫଳତାରୁ ପାଇଥିଲି ସଫଳ ଷ୍ଟାର୍ଟଅପ୍ର ସୂତ୍ର – ଅମୀୟ ସାମନ୍ତରାୟ
ଓଡ଼ିଶାଲାଇଭ୍ ବ୍ୟୁରୋ
[youtube https://www.youtube.com/watch?v=UdPfYdDq6Ts]
ଯୁବ ଓଡ଼ିଆ ଉଦ୍ୟୋଗୀ ଅମୀୟ ସାମନ୍ତରାୟ। ଓଡ଼ିଶାର ଜଣେ ସଫଳ ଷ୍ଟାର୍ଟଅପ୍ ତାରକା। ନୟାଗଡ଼ର ଏକ ଛୋଟ ଗାଁ ବାସୁଦିଆରୁ ଏବେ ସେ ଷ୍ଟାର୍ଟଅପ୍ କମ୍ପାନି ‘ଫିନିକ୍ସ ରୋବୋଟିକ୍ସ’ର ପ୍ରତିଷ୍ଠାତା...
ରାଜ୍ୟରେ କରୋନାରୁ ସୁସ୍ଥ ହେଲେ ୧୧,୮୨୧ ଜଣ, ସୁନ୍ଦରଗଡ଼ରୁ ସର୍ବାଧିକ
ଓଡ଼ିଶାଲାଇଭ୍ ବ୍ୟୁରୋ
ରାଜ୍ୟରେ କରୋନା ମହାମାରୀର ଦୈନିକ ସଂକ୍ରମଣ ଭୟଙ୍କର ସ୍ଥିତି ସୃଷ୍ଟି କରିଥିବା ବେଳେ ସୁସ୍ଥହାର ଏଥିରୁ ଆଶ୍ଵସ୍ଥି ଦେଉଛି। ରାଜ୍ୟ ସ୍ଵାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ମିଳିଥିବା ସୂଚନା...
ଘରୋଇ ଆମ୍ଵୁଲାନ୍ସ ଭଡ଼ା ପାଇଁ ଦର ନିର୍ଦ୍ଧାରଣ କଲେ ରାଜ୍ୟ ସରକାର
ଓଡ଼ିଶାଲାଇଭ୍ ବ୍ୟୁରୋ
କରୋନା ଭଳି ମହାମାରୀ ସମୟରେ ରୋଗୀ ସେବାରେ ନିୟୋଜିତ ଆମ୍ଵୁଲାନ୍ସଗୁଡ଼ିକ ଲୋକଙ୍କଠାରୁ ମନଇଚ୍ଛା ଭଡ଼ା ନେଉଛନ୍ତି। ଏହାକୁ ଦୃଷ୍ଟିରେ ରଖି ସରକାର ଆମ୍ଵୁଲାନ୍ସଗୁଡ଼ିକ ପାଇଁ ଦର ନିର୍ଦ୍ଧାରଣ କରିଛନ୍ତି। ଉଭୟ ଘରୋଇ...
କୋଭିଡ୍ ହସ୍ପିଟାଲରେ ହେବ ୨୪ ଘଣ୍ଟିଆ ହେଲ୍ପ ଡେସ୍କ – ସିସିଟିଭି ଜରିଆରେ ରୋଗୀଙ୍କୁ ଦେଖିପାରିବେ ସମ୍ପର୍କୀୟ
ଓଡ଼ିଶାଲାଇଭ୍ ବ୍ୟୁରୋ
ରାଜ୍ୟର ସମସ୍ତ ଘରୋଇ, ସରକାରୀ କୋଭିଡ୍ ହସ୍ପିଟାଲ ଓ କୋଭିଡ୍ କେୟାର ସେଣ୍ଟରରେ ୨୪ ଘଣ୍ଟିଆ ହେଲ୍ପ ଡେସ୍କ ଖୋଲାଯିବ। ସମସ୍ତ ସେଣ୍ଟରରେ ଏକ ସ୍ଵତନ୍ତ୍ର କନ୍ଫରେନ୍ସ ହଲ୍ର ବ୍ୟବସ୍ଥା କରାଯାଇ...
ଦିନକରେ ରାଜ୍ୟରୁ ଚିହ୍ନଟ ୧୦ହଜାରରୁ ଊର୍ଦ୍ଧ୍ୱ ପଜିଟିଭ୍, କରୋନାରେ ଆଖି ବୁଜିଲେ ୨୨ଆକ୍ରାନ୍ତ
ଓଡ଼ିଶାଲାଇଭ୍ ବ୍ୟୁରୋ
ରାଜ୍ୟରେ ଏବେ ଦୈନିକ ସଂକ୍ରମଣ ୧୦ହଜାରରୁ ଅଧିକ ରହୁଥିବାବେଳେ, ମୃତ୍ୟୁ ସଂଖ୍ୟା ମଧ୍ୟ ବଢ଼ିବାରେ ଲାଗିଛି। ସୂଚନା ଓ ଲୋକସମ୍ପର୍କ ବିଭାଗର ତଥ୍ୟ ଅନୁସାରେ ଆଜି ରାଜ୍ୟରୁ ୧୦ହଜାର ୭୫୭ପଜିଟିଭ୍ ଚିହ୍ନଟ...
ଦେଶରେ କମିଲା କରୋନା ସଂକ୍ରମଣ – ୨୪ଘଣ୍ଟାରେ ୨ଲକ୍ଷ ୮୧ହଜାର ପଜିଟିଭ୍ ଚିହ୍ନଟ, ୪୧୦୬ ମୃତ
ଓଡ଼ିଶାଲାଇଭ୍ ବ୍ୟୁରୋ
କିଛି ଦିନର ବ୍ୟବଧାନ ପରେ ଆଜି ଦେଶର କରୋନା ସଂକ୍ରମଣ କମିଥିବା ଦେଖିବାକୁ ମିଳିଛି। କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟର ତାଜା ରିପୋର୍ଟ ଅନୁସାରେ ଗତ ୨୪ ଘଣ୍ଟା ମଧ୍ୟରେ ୨ ଲକ୍ଷ...
କୋଭିଡ୍ ମୁକାବିଲା ପାଇଁ ସରକାରଙ୍କ ପ୍ରସ୍ତୁତି – ଗ୍ଲୋବାଲ୍ ଟେଣ୍ଡର ଜରିଆରେ ୩ କୋଟି ୮୦ ଲକ୍ଷ ଟିକା...
ଓଡ଼ିଶାଲାଇଭ୍ ବ୍ୟୁରୋ
[youtube https://www.youtube.com/watch?v=H2ekVcZkZdY]ଗ୍ଲୋବାଲ ଟେଣ୍ଡର ମାଧ୍ୟମରେ ଓଡ଼ିଶା ସରକାର ୩ କୋଟି ୮୦ ଲକ୍ଷ ଟିକା କିଣିବେ। ଏଥିପାଇଁ ଟେଣ୍ଡର କରାଯାଇଛି। ଏହି ପ୍ରକ୍ରିୟା ସଫଳ ହେଲେ ମେ’ ୨୮ ପରେ ଟିକା...
ଭୁବନେଶ୍ଵରରେ ବରିଷ୍ଠ ନାଗରିକଙ୍କ ଘରେ କୋଭିଡ୍ ପରୀକ୍ଷା ସୁବିଧା ଯୋଗାଇବ ବିଏମ୍ସି
ଓଡ଼ିଶାଲାଇଭ୍ ବ୍ୟୁରୋ
[youtube https://www.youtube.com/watch?v=qoDv9QC_pxQ]ରାଜଧାନୀ ଭୁବନେଶ୍ଵରରେ ବରିଷ୍ଠ ନାଗରିକଙ୍କ କୋଭିଡ୍ ପରୀକ୍ଷା ପାଇଁ ସୁବିଧା ଆଣିଛି ବିଏମ୍ସି। ଏଣିକି ୬୦ରୁ ଅଧିକ ବୟସ୍କ ଯେଉଁମାନେ କୋଭିଡ୍ ଟେଷ୍ଟିଂ ସେଣ୍ଟରକୁ ଆସିପାରୁ ନାହାନ୍ତି ସେମାନଙ୍କ ଘରକୁ...
ଆମେରିକାରେ ବଦଳିଲା ନିୟମ, ଦୁଇଟି ଡୋଜ୍ ଟିକା ନେଇଥିଲେ ମାସ୍କ ପିନ୍ଧିବା ବାଧ୍ୟତାମୂଳକ ନୁହେଁ
ଓଡ଼ିଶାଲାଇଭ୍ ବ୍ୟୁରୋ
ମାସ୍କ ପିନ୍ଧିବା ନୀତିରେ କୋହଳ କରିଛି ଆମେରିକା। ଯେଉଁମାନେ କୋଭିଡ୍ ଟିକାର ଦୁଇଟିଯାକ ଡୋଜ୍ ନେଇସାରିଛନ୍ତି, ସେମାନଙ୍କ ଲାଗି ମାସ୍କ ପିନ୍ଧିବା ବାଧ୍ୟତାମୂଳକ ନୁହେଁ। ସେମାନେ ବିନା ମାସ୍କରେ ଗହଳି ନଥିବା...
ରାଉରକେଲାର ୩ଟି ଅଞ୍ଚଳରୁ କୋଭିଡ୍ କଣ୍ଟେନମେଣ୍ଟ ହଟିଲା
ଓଡ଼ିଶାଲାଇଭ୍ ବ୍ୟୁରୋ
କୋଭିଡ୍ ସଂକ୍ରମଣ ଉପରେ ରୋକ୍ ଲଗାଇବାକୁ ରାଉରକେଲା ମହାନଗର ନିଗମର ବିଭିନ୍ନ ଅଞ୍ଚଳକୁ ଆବଶ୍ୟକସ୍ଥଳେ ମାଇକ୍ରୋ କଣ୍ଟେନମେଣ୍ଟ ଭାବେ ଘୋଷଣା କରାଯାଉଛି। ଗତ କିଛିଦିନ ତଳେ କଣ୍ଟେନମେଣ୍ଟ ଲାଗୁ ହୋଇଥିବା ସେକ୍ଟର...





















