କରୋନାରେ ଗଲା ଆଉ ୧୭ ଆକ୍ରାନ୍ତଙ୍କ ଜୀବନ – ରାଜ୍ୟରେ ମୋଟ କରୋନା ମୃତ୍ୟୁସଂଖ୍ୟା ୮୯୨

ରାଜ୍ୟରେ ଆଜି ଆଉ ୧୭ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି। ଆଜିର ମୃତକଙ୍କୁ ମିଶାଇ ରାଜ୍ୟରେ ମୋଟ କରୋନାଜନିତ ମୃତ୍ୟୁସଂଖ୍ୟା ୮୯୨ରେ ଛୁଇଁଛି। ବାଲେଶ୍ୱର, ଢେଙ୍କନାଳରୁ ୩ ଜଣ ଳେଖାଏଁ, ଜଗତସିଂହପୁର, ଖୋର୍ଦ୍ଧା ଏବଂ...

ଶୁକ୍ରବାର କଟକରୁ ୩୭୧ ନୂଆ ଆକ୍ରାନ୍ତ ଚିହ୍ନଟ, ୪୬୬ ସୁସ୍ଥ

ଓଡ଼ିଶାଲାଇଭ୍ ବ୍ୟୁରୋ ଶୁକ୍ରବାର କଟକ ଜିଲ୍ଲାରୁ ୩୭୧ ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏନେଇ ରାଜ୍ୟ ସୂଚନା ଓ ଲୋକସମ୍ପର୍କ ବିଭାଗ ତରଫରୁ ସୂଚନା ଦିଆଯାଇଛି। ଏଥିରେ କଟକ ସହରରୁ ୧୮୨...

ରାଜ୍ୟରେ ଆଜି ଆଉ ୩୦୫୩ ପଜିଟିଭ ଚିହ୍ନଟ – କେବଳ ଖୋର୍ଦ୍ଧାରୁ ୫୬୧

ଓଡ଼ିଶାଲାଇଭ ବ୍ୟୁରୋ ରାଜ୍ୟରେ ଆଜି ଆଉ ୩୦୫୩ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏମାନଙ୍କ ମଧ୍ୟରୁ ୧୮୦୪ କ୍ୱାରେଣ୍ଟାଇନ ସେଣ୍ଟରରୁ ଚିହ୍ନଟ ହୋଇଥିଲା ବେଳେ ୧୨୪୯ ଲୋକାଲ କେସ୍‌ ରହିଛି। ଆଜିର ଆକ୍ରାନ୍ତଙ୍କୁ ମିଶାଇ...

ଦେଶରେ ୧ ଲକ୍ଷ ଟପିଲା କରୋନା ମୃତ୍ୟୁସଂଖ୍ୟା

ଓଡ଼ିଶାଲାଇଭ୍‌ ବ୍ୟୁରୋ ଦେଶରେ କରୋନାଜନିତ ମୃତ୍ୟୁସଂଖ୍ୟା ଲକ୍ଷେ ଟପିଛି। ଗତ ୨୪ ଘଣ୍ଟାରେ ୧୦୬୯ ଜଣଙ୍କ ମୃତ୍ୟୁପରେ ଦେଶରେ ମୋଟ କରୋନା ମୃତ୍ୟୁସଂଖ୍ୟା ୧ ଲକ୍ଷ ୮୪୨କୁ ବୃଦ୍ଧି ଘଟିଛି। ଏନେଇ କେନ୍ଦ୍ର ସ୍ୱାସ୍ଥ୍ୟ...

କମ୍ପ୍ୟୁଟର ପୂରାନାମ କ’ଣ?

ଓଡ଼ିଶାଲାଇଭ୍ ବ୍ୟୁରୋ ଦୈନନ୍ଦିନ ଜୀବନରୁ ଆରମ୍ଭ କରି ନିଜର କର୍ମମୟ ଜୀବନରେ ଆପଣମାନେ ଅନେକ ସମୟରେ କମ୍ପ୍ୟୁଟରର ବ୍ୟବହାର କରିଥିବେ। ତେବେ କମ୍ପ୍ୟୁଟରର ପୂରାନାମ କ’ଣ ଆପଣ ଜାଣିଛନ୍ତି କି?ଯେକୌଣସି କାର୍ଯ୍ୟ କରିବାକୁ ହେଲେ...

ଆପଣଙ୍କ ପାସଓ୍ୱାର୍ଡକୁ କେମିତି ରଖିବେ ସୁରକ୍ଷିତ?

ଓଡ଼ିଶାଲାଇଭ୍‌ ବ୍ୟୁରୋ ଆଜିକାଲି ସବୁ ଜିନିଷ ଡିଜିଟାଲ ମାଧ୍ୟମରେ କରାଯାଉଛି। ଅନ୍‌ଲାଇନ୍ ମାଧ୍ୟମରେ ହେଉ ବା ମୋବାଇଲ ବ୍ୟାଙ୍କିଙ୍ଗ୍ ମାଧ୍ୟମରେ ହେଉ ସବୁକିଛି ଡିଜିଟାଲ ମାଧ୍ୟମରେ ହେଉଛି। ଫେସବୁକ୍‌, ଜିମେଲ, ଟୁଇଟର ଆଦି ସୋସିଆଲ...

ମାଗଣାରେ ପାଆନ୍ତୁ ହଟଷ୍ଟାର ଭିଆଇପି, ରିଚାର୍ଜ କରନ୍ତୁ ଏହି ପ୍ୟାକ୍

ଓଡ଼ିଶାଲାଇଭ୍ ବ୍ୟୁରୋ କ୍ରିକେଟପ୍ରେମୀଙ୍କ ପାଇଁ ରିଲାଏନ୍ସ ଜିଓ ଆଣିଛି କ୍ରିକେଟ ଧନ୍ ଧନା ଧନ୍ ପ୍ଲାନ୍ ଅଫର।  ଇଣ୍ଡିଆନ୍ ପ୍ରିମିୟର ଲିଗ୍(ଆଇପିଏଲ୍)କୁ ନେଇ ଉତ୍ସାହିତ ଥିବା କ୍ରିକେଟପ୍ରେମୀଙ୍କ ପାଇଁ ଜିଓ ଆଣିଛି କ୍ରିକେଟ ଧନ୍ ଧନା...

ରାଜଧାନୀରେ କରୋନା ମୃତ୍ୟୁସଂଖ୍ୟା ୧୦୦ ଛୁଇଁଲା

ଓଡ଼ିଶାଲାଇଭ୍ ବ୍ୟୁରୋ ଭୁବନେଶ୍ୱରରୁ ଆଜି ୩୧୨ ପଜିଟିଭ୍ ଚିହ୍ନଟ ରାଜଧାନୀରୁ ଆଜି ସୁସ୍ଥ ହେଲେ ୩୨୯ ଆକ୍ରାନ୍ତ ସହରରେ କରୋନା ମୃତ୍ୟୁସଂଖ୍ୟା ୧୦୦ ଛୁଇଁଲା ଭୁବନେଶ୍ୱରରୁ ଆଜି ଚିହ୍ନଟ ହେଲେ ୩୧୨ ନୂଆ କରୋନା...

ରାଜ୍ୟରୁ ଆଜି ୩୬୦୦ ପଜିଟିଭ୍ ଚିହ୍ନଟ, ଆଖି ବୁଜିଲେ ୧୬ ଆକ୍ରାନ୍ତ

ଓଡ଼ିଶାଲାଇଭ୍ ବ୍ୟୁରୋ ରାଜ୍ୟରୁ ଆଜି ୩୬୦୦ ପଜିଟିଭ୍ ଚିହ୍ନଟ  ୨୧୦୯ ଜଣ କ୍ୱାରେଣ୍ଟାଇନରୁ,୧୪୯୧ ସ୍ଥାନୀୟ ସଂକ୍ରମିତ ରାଜ୍ୟରେ ଆଜି ଆଖିବୁଜିଲେ ୧୬ ଆକ୍ରାନ୍ତ କୋଭିଡ୍ ମୃତ୍ୟୁସଂଖ୍ୟା ୮୭୫କୁ ବୃଦ୍ଧି  ରାଜ୍ୟରୁ ଆଜି ଚିହ୍ନଟ ହୋଇଛନ୍ତି...

ପ୍ଲାଜ୍‌ମା ଦାନରେ ୩୦୦ ଟପିଲା ଓଡ଼ିଶା ପୋଲିସ

ଓଡ଼ିଶାଲାଇଭ୍ ବ୍ୟୁରୋ କରୋନା ମହାମାରୀ ବେଳେ ଏହାର ଭୂତାଣୁ ସହ ଲଢ଼ିବା ପାଇଁ ବହୁ ସଂଖ୍ୟାରେ ପ୍ଲାଜ୍‌ମା ଅତ୍ୟାବଶ୍ୟକ ହୋଇପଡ଼ିଛି। ଏହି କ୍ରମରେ ଓଡ଼ିଶା ପୋଲିସ ନିଜର ମହତ୍ତ୍ୱପୂର୍ଣ୍ଣ ଅବଦାନ ଦେଇଚାଲିଛି। ଓଡ଼ିଶା ପୋଲିସରେ...