ଓଡ଼ିଶାଲାଇଭ୍ ବ୍ୟୁରୋ

ଦୈନନ୍ଦିନ ଜୀବନରୁ ଆରମ୍ଭ କରି ନିଜର କର୍ମମୟ ଜୀବନରେ ଆପଣମାନେ ଅନେକ ସମୟରେ କମ୍ପ୍ୟୁଟରର ବ୍ୟବହାର କରିଥିବେ। ତେବେ କମ୍ପ୍ୟୁଟରର ପୂରାନାମ କ’ଣ ଆପଣ ଜାଣିଛନ୍ତି କି?ଯେକୌଣସି କାର୍ଯ୍ୟ କରିବାକୁ ହେଲେ ବର୍ତ୍ତମାନ କମ୍ପ୍ୟୁଟରର ସାହାଯ୍ୟ ନିଆଯାଉଛି। ତେବେ ଏହାର ପୂରାନାମ କ’ଣ ତାହା ଅଧିକାଂଶ ଲୋକ ଜାଣିନଥିବେ।

କୌଣସି ଲୋକକୁ ଆପଣ ପଚାରିଲେ ସେ କହିବେ ଯେ, କମ୍ପ୍ୟୁଟର ଗୋଟିଏ ଇଲେକ୍ଟ୍ରୋନିକ୍ସ ମେସିନ୍ ଯାହାଦ୍ୱାରା ଆପଣ ଅନେକ କାର୍ଯ୍ୟ କରିଥା’ନ୍ତି। ତେବେ କମ୍ପ୍ୟୁଟରର ପୂରାନାମ ହେଲା ‘Common Operating Machine Purposely Used for Technological and Educational Research’।

LEAVE A REPLY

Please enter your comment!
Please enter your name here